ବାହାଘରରେ ଖର୍ଚ୍ଚ କରିଦେଲେ ୮୦ ଲକ୍ଷ ଟଙ୍କା ,୫୦ ଲକ୍ଷ ଟଙ୍କାରେ କିଣିଲେ ଅଡ଼ି କାର, ବରଯାତ୍ରୀ ପାଁଇ ନେଲେ ଦୁଇଟି ହେଲିକପ୍ଟର, ତାପରେ ହେଲା ଏପରି ଅବସ୍ଥା

ଆଜି ଆମେ ଆପଣ ଙ୍କୁ କିଛି ଏପରି ଖବର ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚଯ୍ୟ ହେବେ | ଯେଉଁ ବ୍ୟକ୍ତି ଯେତେ ରୋଜଗାର କରିଥାଏ ସେହି ବ୍ୟକ୍ତି ସେହି ଅନୁପାତ ରେ ଇନକମ ଟ୍ୟାକ୍ସ ଦେଇଥାଏ | ତେବେ ଆପଣ ଭାବୁଥିବେ ଇନକମ ଟ୍ୟାକ୍ସ କଥା ଆମେ କଣ ପାଁଇ କହୁଚୁ | କାରଣ ଲୋକେ ତ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ କିଛି ଲୋକେ ଅଛନ୍ତି ଯେଉଁମାନେ ଇନକମ ଟ୍ୟାକ୍ସ ଦେବା ସମୟରେ ଦୁଇରୁ ଆଠ ହଜାରେ ହିଁ ଦେଇଥାନ୍ତି |

ଏହି ବ୍ୟକ୍ତି ଙ୍କର ନାମ ମୋହନ ସିଂ ଅଟେ | ସେ ନିଜର ଏକମାତ୍ର ପୁଅକୁ ବିବାହ ସମୟରେ ଏକ ଅଡ଼ି ଗାଡି ଉପହାରରେ ଦେଇଥିଲେ ଏବଂ ନିଜ ବୋହୁ ଙ୍କର ବିଦାଇ ସମୟରେ ହେଲିକାପ୍ଟର ରେ ବିଦା କରାଇଥିଲେ | ତେବେ ଏହି ବ୍ୟକ୍ତି କେବଳ ୮ ହଜାରେ ଟଙ୍କା ଟ୍ୟାକ୍ସ ଦେଇ କିପରି ଏତେ ଧନୀ ହେଇଗଲା |ଏହି କାରଣରୁ ତାଙ୍କ ଉପରେ ଇନକମ ଟ୍ୟାକ୍ସ ଡିପାର୍ଟମେଟ ଅନେକ ଦିନରୁ ନଜର ରଖିଥିଲା |

ମୋହନ ନିଜ ପୁଅର ବିବାହ ଅକ୍ଟୋବର ମାସରେ କରିଥିଲେ I ତେବେ ଆୟକର ବିଭାଗ ଏହି ବିବାହର ଆକଳନ ମୋଟ ୮୦ ଲକ୍ଷ ବୋଲି କହିଛନ୍ତି | ଏବଂ କିଛି ମାସରେ ଏସଏସମେଣ୍ଟରେ ଇନକମ ଟ୍ୟାକ୍ସ ଡିପାର୍ଟମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ | ଆପଣ ଶୁଣି ଆଶ୍ଚଯ୍ୟ ହେବେ କି ମୋହନ ପୁଅ ବିନୋଦ ବରଯାତ୍ରୀରେ ଯାଇଥିଲେ ଯେଉଁଠାରେ କି ହେଲିକପ୍ଟର ବନ୍ଦବ୍ୟସ୍ତ ଥିଲା ଏବଂ ଯାହା ର ମୂଲ୍ୟ ୨୪ ଲକ୍ଷ ଟଙ୍କା ଥିଲା |

ଏପରି ବ୍ୟାୟବହୁଳ ଖର୍ଚ୍ଚକୁ ଦେଖି ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ସବୁ ହିସାପ ମାଗିଥିଲେ ଏବଂ ତାଙ୍କର ରୋଜଗାର ସମ୍ପର୍କ ପଚାରି ବୁଝିଥିଲେ | କାରଣ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଙ୍କୁ ତାଙ୍କ ର ରୋଜଗାର ସମ୍ପର୍କରେ ଟିକେ ସନ୍ଦେହ ହେଇଥିଲା |

ବ୍ରହଲଲ ମୋହନ ଥରେ ଦୁଇଥର ବି ଇନକମ ଟ୍ୟାକ୍ସ ଅଫିସରେ ବି ହାଜିରା ଦେଲେନି | ତେବେ ସେ କିଛି ଏପରି କଥାକୁ ଲୁଚାଉଛନ୍ତି ଯାହା ତ ଜଣାପଡିଗଲାଣି | ଏବଂ ତାଙ୍କ ବିଷୟ ରେ ଆହୁରି ଇନକ୍ୱାରୀ ହେବାରୁ ଜଣାଯାଇଥିଲା କି ସେ କେବଳ ୮ ହଜାରେ ଟଙ୍କା ହିଁ ଇନକମ ଟ୍ୟାକ୍ସ ଦେଉଛନ୍ତି |