ବାହାଘର ପରେ Jhilik ଦେଲେ ସବୁଠୁ ବଡ ଖୁସିର ଖବର, ଶୁଣିଲେ ଆପଣ ବି କହିବେ ବାଃ ବାଃ…

ହେଲୋ ଫ୍ରେଣ୍ଡ୍ସ ତାହେଲେ ଓଡ଼ିଆ ହିରୋଇନ ଝିଲିକ ଭାଟାଚାର୍ଯ୍ୟଙ୍କୁ ତ ଆପଣ ବେଶ ଭଲଭାବରେ ଜାଣିଥିବେ ତେହେଲେ ଆପଣମାନେ ଜାଣିଥିବେ ଗତ ବର୍ଷ ଝିଲିକ ଭାଟାଚାର୍ଯ୍ୟ ସୁକିନ୍ଦା ର ବିଧାୟକ ପ୍ରିତିରଞ୍ଜନ ଘଡେଇ କୁ ବିବାହ କରିଛନ୍ତି | ତାହେଲେ ବର୍ତ୍ତମାନ ସମୟରେ ଝିଲ୍ଲିକଙ୍କ ବିବାହକୁ ପ୍ରାୟ ଦେଢ଼ ବର୍ଷ ପୁରି ଗଲାଣି ତାହେଲେ ଦେଢ଼ ବର୍ଷ ପରେ ବର୍ତ୍ତମାନ ସମୟରେ ଝିଲିକ ତାଙ୍କ ବାହାଘର ପରେ ଖୁସିର ଖବର ଦେଇଛନ୍ତି |

ତେବେ ସେଇ ଖୁସି ଖବର ଟି କଣ ଆସନ୍ତୁ ଜାଣିବା | ତାହେଲେ ଫ୍ରେଣ୍ଡ୍ସ ଆପଣମାନେ ଝିଲିକ ଭାଟାଚାର୍ଯ୍ୟଙ୍କୁ ବେଶ ଭଲଭାବରେ ଜାଣିଥିବେ ତାହେଲେ ବହୁତ ସାରା ଓଡ଼ିଆ ସିନେମା ରେ ଅଭିନୟ କରି ସାରିଛନ୍ତି ଝିଲିକ ଭାଟାଚାର୍ଯ୍ୟ ତାହେଲେ ସୁକିନ୍ଦାର ବିଧାୟକ ପ୍ରିତିରଞ୍ଜନ ଘଡ଼ାଇ କୁ ବିବାହ କରିଥିଲେ |

ଆଉ ବିବାହପରେ ସେ ଏକ ପ୍ରକାର ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇଯାଇଛନ୍ତି ତାହେଲେ ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କ ପାଖରେ ରହିଥିଲେ ଆଉ ସେଠାରେ ସେ ଏକ ଓଡ଼ିଆ ଘରର ବୋହୁ ଭଳି ଚଳୁଥିବାର ଦେଖା ଦେଇଥିଲେ |

ତାହେଲେ ବର୍ତ୍ତମାନ ସମୟରେ ଝିଲିକ ତାଙ୍କ ସ୍ୱାମୀଙ୍କ ସହ ରାଜସ୍ଥାନ ରେ ଛୁଟି ବିତାଉଥିବାର ନଜର ଆସିଛନ୍ତି ତାହେଲେ ଏହାରି ମଧ୍ୟରେ ଝିଲିକ ଗୋଟେ ଖୁସିର ଖବର ଦେଇଛନ୍ତି ଆଉ ସେ କହିଛନ୍ତି ଆଗାମୀ ଦିନମାନଙ୍କରେ ସେ ଓଡ଼ିଆ ଫିଲ୍ମ ରେ ଅଭିନୟ କରିବାକୁ ଯାଉଛନ୍ତି| ଝିଲିକ ତାଙ୍କ ବାହାଘର ପରେ କହିଥିଲେ କି ସେ କିଛିଦିନ ପର୍ଯ୍ୟନ୍ତ ସ୍ୱାମୀଙ୍କୁ ଆଉ ତାଙ୍କ ଶାଶୂଘରକୁ ଟାଇମ ଦେବେ
|

ଏହାପରେ ସେ ନିଶ୍ଚିତ ଭାବରେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଫେରି ଆସିବେ ତେବେ ବର୍ତ୍ତମାନ ସମୟରେ ଝିଲିକ ତାଙ୍କ କଥା ରଖି ଆଗାମୀ ଦିନ ମାନଙ୍କରେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଫେରିବାପାଇଁ ଯାଉଛନ୍ତି | ତେହେଲେ ଝିଲିକ ଙ୍କ ବାହାଘର ପରେ ପ୍ରଥମ ଥର ପାଇଁ ସେ ଏକ ନୂଆ ଓଡ଼ିଆ ଫିଲ୍ମ ରେ ସୁଟିଂ ପାଇଁ ଯାଉଛନ୍ତି ଯାହାକି ଆଗାମୀ ଦିନ ମାନଙ୍କରେ ରିଲିଜ ହେବ