ଭାରତରେ ହିଁ ଅଛି ଏପରି ଜାଗା ଯେଉଁଠାରେ ଗୋଟେ କପ ଚା ଦାମ ଠାରୁ ଶସ୍ତାରେ ମିଳିଥାନ୍ତି ଝିଅ, କିନ୍ତୁ ଏହା ପଛରେ ବି ଅଛି ବଡ କାହାଣୀ

ଦୁନିଆ ରେ ଯେତେ ପରିବର୍ତନ ଆସିଲେ ମଧ୍ୟ ଲୋକ ଙ୍କ ର ଚିନ୍ତାଧାରା ରେ ପରିବର୍ତନ ଆସିନାହିଁ | ବିଗତ ଦିନ ରେ କୌଣସି ନା କୌଣସି ମହିଳା ଙ୍କ ର ଶୋଷଣ ହେବାର ଦେଖିବା କୁ ମିଳିଥାଏ I ଭାରତ ରେ ଗ୍ରାମାଞ୍ଚଳ ରେ ସବୁଠାରୁ ଅଧିକ ଶୋଷଣ ହେଇଥାଏ | ଏବଂ ଅନେକ ସ୍ଥାନ ରେ ଆପଣ ପ୍ରତୋକ ଦିନ ବଳାତ୍କାର ର ମାମଲା ଦେଖିବା କୁ ମିଳିଥାଏ I ଆଜି ଆମେ ଏପରି ଏକ ସ୍ଥାନ ବିଷୟ ରେ କହିବା କୁ ଯାଉଛୁ ଯେଉଁଠାରେ 10 ଟଙ୍କା ରେ ଝିଅ ବିକ୍ରୟ ହେଇଥାନ୍ତି |

ଏହି ଘଟଣା ଟି ମଧ୍ୟ ପ୍ରଦେଶ ର ଅଟେ | ଶିବପୁରୀ ର ଧଡିଚା ନାମ ଏକ ପ୍ରଥା ପାଳନ ହେଇଥାଏ | ଏହି ପ୍ରଥା ରେ ଯୁବତୀ ଙ୍କୁ କିଣା ଯାଇଥାଏ ଓ ବିକ୍ରୟ କରାଯାଇଥାଏ | ଏହି ମହିଳା ଓ ପୁରୁଷ ଙ୍କ ମଧ୍ୟ ରେ ଏକ ଲିଖିତ ପତ୍ର ରହିଥାଏ I ଯେଉଁ ପୁରୁଷ ଜଣେ ମହିଳା ଙ୍କ ପାଁଇ ଅଧିକ ଟଙ୍କା ଦେବେ ସେହି ମହିଳା ଙ୍କୁ ଉକ୍ତ ପୁରୁଷ ଅଧିକ ଦିନ ସମ୍ବନ୍ଧ ରଖିବାରେ ସକ୍ଷମ ହେବେ I ଯେଉଁ ପୁରୁଷ କମ ଟଙ୍କା ଦେବେ ସେହି ପୁରୁଷ କମ ସମୟ ପାଁଇ ସମ୍ବନ୍ଧ ରଖିବେ I ଏକ କଣ୍ଟ୍ରାକ୍ଟ ଶେଷ ହେଲେ ଉକ୍ତ ମହିଳା ଙ୍କୁ ଅନ୍ୟ ପୁରୁଷ ଙ୍କ ପାଖ କୁ ଯିବାକୁ ହେଇଥାଏ I

ସିବପୁରୀ ଗ୍ରାମ ରେ ରହୁଥିବା ଜଣେ ମହିଳା ଙ୍କ କହିବା ଅନୁସାରେ , ଏହି କୁ ପ୍ରଥା କୁ ଦୂର କରିବା ସରକାର ଅନେକ ପ୍ରୟାସ କରିଥିଲେ ମଧ୍ୟ ଏହା ଦୂର ହେଇନାହିଁ I

ଭାରତ ରେ ଏପରି ଲୋକେ ମଧ୍ୟ ଅଛନ୍ତି ଯେଉଁମାନେ ବେଶ୍ୟା ଙ୍କୁ ପ୍ରେମ କରିଥାନ୍ତି
ଏହିପରି ଏକ ଇମୋସନାଲ ପ୍ରେମ କାହାଣୀ ଆମ ନଜର କୁ ଆସିଛି I ଏଠାରେ ଜଣେ ବେଶ୍ୟା ଓ ଜଣେ ଭିକାରି ଙ୍କ ର ମଧ୍ୟ ରେ ପ୍ରେମ ହେଇଥିଲା I ଏହି ପ୍ରେମ କାହାଣୀ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଭାଇରଲ ହେଇଚି I ଏହି ପ୍ରେମ କାହାଣୀ ସେବେ ଆରମ୍ଭ ହେଇଥିଲେ , କିଛି ଦିନ ତଳେ ବାଂଲାଦେଶ ରେ ଅଧିକ ବର୍ଷା ହେଇଥିଲା ଏବଂ କମ ବୟସ ରୁ ଦେହ ବ୍ୟବସାୟ ରେ ଲିପ୍ତ ଥିବା ରଜିୟା ଏକ ଗଛ ତଳେ ଛିଡା ହେଇଥିଲେ I ଏକ ହୁଇଲ ଚେୟାର ରେ ସେଠାରେ ବସିଥିବା ଭିକାରି ଅବାସ ଙ୍କ ର ନଜର ଏହି ଯୁବତୀ ଙ୍କ ଉପରେ ପଡିଥିଲା I ଏବଂ ଏହି ଭିକାରି ଙ୍କ ପାଖ ରେ ଥିବା 50 ଟଙ୍କା ସେ ରଜିୟା ଙ୍କୁ ଦେଇଥିଲେ I

କହିଲେ ଝିଅ କାନ୍ଦ ନାହିଁ କିଛି ଖିଆପିଆ କର I ଭିକାରି ଜଣଙ୍କ ଜାଣିପାରି ନ ଥିଲେ କି ଯୁବତୀ ଜଣେ ବେସ୍ୟା ଅଟନ୍ତି I ଅନେକ ମାସ ପରେ ଦୁହେଁ ସାକ୍ଷ୍ୟାତ କରିଥିଲେ I ରଜିୟା ଙ୍କ ମନ ରେ ଏହି ବ୍ୟକ୍ତି ଙ୍କ ପାଁଇ ପ୍ରେମ ଆରମ୍ଭ ହେଇଥିଲା ଏବଂ ଦୁହେଁ ପରସ୍ପର ସହ ଦେଖା ହେଇ କଥା ହେଇଥିଲେ I ଏବଂ ଦୁହେଁ ପରସ୍ପର ଜୀବନ ର ଦୁଖଦଃ ସମୟ ର ଅନୁବୂତି ମଧ୍ୟ ପରସ୍ପର କୁ ଜଣାଇଥିଲେ I