ଭାରତ ପୁରୁଷ ରାଷ୍ଟ୍ରୀୟ କ୍ରିକେଟ ଟିମ ଯାହା କି ନିଜ ର ଆକ୍ରମକ ଖେଳ ପ୍ରଦର୍ଶନ କୁ ନେଇ ବେଶ ପରିଚିତ ହେଇପାରିଛି I ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ଏହି କ୍ରିକେଟ ଟିମ ପରିଚାଳିତ ଅଟେ I ଟେଷ୍ଟ , ୱାନ ଡେ ଇଣ୍ଟରନ୍ୟାଶନାଲ ବୋର୍ଡ ଓ 20-20 ଅନ୍ତରାଷ୍ଟ୍ରୀୟ ମ୍ୟାଚ ର ମଧ୍ୟ ଆୟୋଜିତ ହେଇଥାଏ I
ଭାରତୀୟ ଟିମ ରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜ ର ଲଜ୍ଜରି ଜୀବନଶୈଳୀ କୁ ନେଇ ପରିଚିତ ଅଟନ୍ତି I ତେବେ ଆଜି ଆମେ ଭାରତୀୟ ଟିମ ର ଦୁଇ ଜଣ ଏପରି କ୍ୟାପଟେନ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯାହା ଙ୍କ ପାଖ ରେ ଧନ ର କୌଣସି ଫରକ ନାହିଁ କିନ୍ତୁ ଦୁହିଁଙ୍କ ର ଜୀବନ ଶୈଳୀ ସମ୍ପୂର୍ଣ ଅଲଗା ଅଟେ I
ଦୁହିଁଙ୍କ ର ଜୀବନଶୈଳୀ ରେ ଅନେକ କିଛି ଫରକ ରହିଛି I ଜଣେ କ୍ୟାପଟେନ 20 ଟଙ୍କା ମୂଲ୍ୟ ର ପାଣି ବୋତଲ ରୁ ପାଣି ପିଇଥାନ୍ତି ତ ଆଉ ଜଣେ 600 ଟଙ୍କା ମୂଲ୍ୟ ର ପାଣି ବୋତଲ ରୁ ପାଣି ପିଇଥାନ୍ତି I
ଏହି କଥା ରୁ ଆପଣ ଏହି ଦୁଇ ଖେଳାଳି ଙ୍କ ର ଜୀବନଶୈଳୀ ର ଅନୁମାନ କରିପାରୁଥିବେ I
600 ଟଙ୍କା ର ପାଣି ବୋତଲ
ଭାରତୀୟ ଟିମ ର ବର୍ତମାନ ର କ୍ୟାପଟେନ ବିରାଟ କୋହଲି ଯେଉଁ ପାଣି ବୋତଲ ରୁ ପାଣି ପିଇଥାନ୍ତି ଏହା ର ମୂଲ୍ୟ 600 ଟଙ୍କା ଅଟେ I ଏହି ବୋତଲ ର ବାସ୍ତବିକ ମୂଲ୍ୟ 999 ଟଙ୍କା ଅଟେ I ଏହି ପାଣି ଭାରତ ନୁହେଁ ଫ୍ରାନ୍ସ ରୁ ଆସିଥାଏ I ଏହା ସମ୍ପୂର୍ଣ ନ୍ୟାଚୁରାଲ ପାଣି ହେଇଥାଏ I
20 ଟଙ୍କା ର ପାଣି ବୋତଲ
ଭାରତୀୟ ଟିମ ର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ନିଜ ର ଖେଳ ସହ ନିଜ ର ଦେଶ ଭକ୍ତି ଭାବନା କୁ ନେଇ ମଧ୍ୟ ପରିଚିତ ଅଟନ୍ତି I କିନ୍ତୁ ଧୋନି ଙ୍କ ପାଖ ରେ ଦେଖିବା ଯଦି ଧନ ର କୌଣସି ଅଭାବ ନାହିଁ , ହେଲେ ସେ ବିରାଟ କୋହଲି ଙ୍କ ପରି 600 ଟଙ୍କା ମୂଲ୍ୟ ର ପାଣି ବୋତଲ ନ ପିଇ କି ମାତ୍ର 20 ଟଙ୍କା ମୂଲ୍ୟ ର ପାଣି ବୋତଲ ରୁ ପାଣି ପିଇ ଥାନ୍ତି I