ବୈଜ୍ଞାନିକ କହିଛନ୍ତି: ଗାଧୋଇବା ପୁର୍ବରୁ ଭୁଲରେ ବି ଏହି ସବୁ କାମ କରିବା କଥା ନାହିଁ ! ଜାଣି ରଖନ୍ତୁ

ଭାରତ ରେ ଅନେକ ଧର୍ମ ଓ ସଂସ୍କୃତି ରହିଛି I ଏଠାରେ ଲୋକେ କାହିଁ ପୁରାତନ କାଳ ରୁ ବେଦ ଶାସ୍ତ୍ର ଆଧାର ରେ ନିଜ ର ଜୀବନ ଅତିବାହିତ କରୁଛନ୍ତି I ହିନ୍ଦୁ ଧର୍ମ ଗ୍ରଂଥ ରେ ମଧ୍ୟ ମନୁଷ୍ୟ ର ଜୀବନ ଶୈଳୀ ଉପରେ ଅନେକ କିଛି ବିଶେଷ ଉଲେଖ ରହିଛି I ଶାସ୍ତ୍ର ଅନୁସାରେ ସ୍ନାନ କାର୍ଯ୍ୟ ପରେ କିଛି ଏପରି ଉପାୟ ରହିଛି ଯାହା କୁ ଆପଣେଇବା ଉଚିତ I ଆଜି ଆମେ ଆପଣ ଙ୍କୁ କିଛି ଏପରି ଉପାୟ ବିଷୟ ରେ କହିବା କୁ ଯାଉଛୁ I

ଶାସ୍ତ୍ର ଅନୁସାରେ ସୋଇଥିବା ବ୍ୟକ୍ତି ଙ୍କୁ ଅନ୍ଧ ଓ ମୃତ ବୋଲି ମାନ୍ୟତା ରହିଛି I ଅର୍ଥାତ ମନୁଷ୍ୟ ନିଦ୍ରା ରେ ଥିଲେ କିଛି ଜାଣିପାରି ନ ଥାଏ I ଏବଂ ଏକ ମୃତ ଶରୀର ସମାନ ହେଇଥାଏ I ଶାସ୍ତ୍ର ଅନୁସାରେ ବ୍ୟକ୍ତି ଙ୍କୁ ଶୋଇକି ଉଠିବା ପରେ ସ୍ନାନ କାର୍ଯ୍ୟ ସାରିବା ଉଚିତ I ଏହା ର ବିଶେଷ ପ୍ରଭାବ ମଧ୍ୟ ଶରୀର ଉପରେ ପଡିଥାଏ I ଠିକ ରେ ସ୍ନାନ ନ କରିବା ଦ୍ୱାରା ଆମ ଶରୀର ର ଆଳସ୍ୟ ମଧ୍ୟ ଯାଇ ନ ଥାଏ I ଏବଂ ଏପରି ଯଦି ଜଣେ ବ୍ୟକ୍ତି ସ୍ନାନ ନ କରନ୍ତି ତେବେ ସେ ଏକ ଦୈତ୍ୟ ସହ ସମାନ ହେଇଥାନ୍ତି I ତେଣୁ ସକାଳୁ ଉଠି ସ୍ନାନ କାର୍ଯ୍ୟ କରିବା ଉଚିତ I

ଅନେକ ସମୟ ରେ ବୃଦ୍ଧ ବୟସ୍କ ଲୋକେ କହିଛନ୍ତି କି ସ୍ନାନ କାର୍ଯ୍ୟ ପୂର୍ବ ରୁ ଭୋଜନ କରିବା ଉଚିତ ନୁହେଁ ଏହା ଦ୍ୱାରା ଆମ ଉପରେ ଖରାପ ପ୍ରଭାବ ପଡିଥାଏ I ସ୍ନାନ କରିବା ଦ୍ୱାରା ଆମ କୋଷିକା ସତେଜ ରହିଥାଏ I

ଆଜିକା ଵ୍ୟସ୍ତବହୁଳତା ଜୀବନ ଶୈଳୀ ରେ ଲୋକେ ଅନେକ ପ୍ରଦୂଷଣ ଓ କୀଟାଣୁ ଆଦି ବାତାବରଣ ରେ ଚଳପ୍ରଚଳ କରିଥାନ୍ତି I ତେଣୁ ମଧ୍ୟ ବୈଜ୍ଞାନିକ ଦୃଷ୍ଟି କୋଣ ରୁ ସକାଳୁ ସ୍ନାନ କାର୍ଯ୍ୟ ସାରିବା ଦ୍ୱାରା ଶରୀର ର ସବୁ ମୈଲା ବାହାରିଯାଇଥାଏ I

ଏବଂ ବୈଜ୍ଞାନିକ ମାନେ ଏହା ମଧ୍ୟ କହିଛନ୍ତି କି ସ୍ନାନ କରିବା ପରେ ମନୁଷ୍ୟ କୁ ଭଲ ଭୋକ ହେଇଥାଏ I ତେଣୁ ସ୍ନାନ ପୂର୍ବ ରୁ ଯଦି ଆପଣ ଭୋଜନ କରୁଛନ୍ତି ତେବେ ଏହା ଶରୀର ପାଁଇ ହାନିକାରକ ପ୍ରକ୍ରିୟା ହେଇଥାଏ I ଏବଂ ଭଲ ଭାବ ରେ ହିଁ ପ୍ରତୋକ ଦିନ ସ୍ନାନ କରିବା ଶରୀର ପାଁଇ ଲାଭକାରୀ ହେଇଥାଏ I