ଆଶ୍ଚର୍ଯ୍ୟ- Bike ଚଲେଇକି Liveରେ କରୁଥିଲେ କିସ, ତାପରେ ହେଲା ଏମିତି କିଛି କି ଛାଡିଗଲା ସବୁ ରଙ୍ଗ, ଦେଖିଲେ କହିବେ ବାଃରେ…

ନମସ୍କାର ବନ୍ଧୁଗଣ ବାଇକ୍ ରେ ଲାଇଭ୍ କିସ୍ କରିଲେ ଯୁବକ, ବନ୍ଧୁଗଣ ଆଜିର ସମାଜରେ ଛୋଟପିଲା ଠାରୁ ଆରମ୍ଭ କରି ବୃଦ୍ଧ ଲୋକ ଯାଏଁ ସମସ୍ତେ ସୋସିଆଲ ମିଡିଆ ସହ ଓତପ୍ରୋତ ଭାବେ ଜଡ଼ିତ ରହୁଛନ୍ତି। ଏହାଦ୍ବାରା ନିଜର ଲୋକପ୍ରିୟତା ସୃଷ୍ଟି କରିବା ଦିଗରେ ସୋସିଆଲ ମିଡିଆ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି |

ତେଣୁ ଲୋକମାନେ ନିଜର ଲୋକପ୍ରିୟତା ଅର୍ଜନ କରିବା ପାଇଁ ସୋସିଆଲ ମିଡିଆରେ ନିଜ ଭିତରେ ସମ୍ମାହିତ କିଛି ଗୁଣକୁ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ଏକ୍ସଟ୍ରା କରିକୁଲାମ୍ ଆକ୍ଟିଭିଟି ଯୋଗୁଁ ଷ୍ଟଣ୍ଟ କରିବା ଅନ୍ୟତମ। ତେବେ ଲୋକମାନେ ଆଜିର ସମୟରେ ଲୋକପ୍ରିୟତା ଅର୍ଜନ କରି ସୋସିଆଲ ମିଡିଆରେ ପପୁଲାର୍ ହେବା ପାଇଁ ବୋହୁ ଖତରନାକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି।

ତେବେ ଏପରି କରିବା ଦ୍ୱାରା ଲୋକମାନେ ନିଜ ସହିତ ଅନ୍ୟର ଜୀବନକୁ ମଧ୍ୟ ବିପଦ ମୁଖରେ ପେଲି ଦେଉଛନ୍ତି। ତେବେ ଏହିପରି ଦୁଃସାହସ ଓ ଖତରନାକ ଷ୍ଟଣ୍ଟ କରି କିପରି ପରିଣତି ଭୋଗ କରୁଛନ୍ତି ଆଜିର ଯୁବ ପିଢ଼ି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।


ତେବେ ଆଜିର ସମୟରେ ସେହିଭଳି ଏକ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ସ୍ଵାମୀ ସ୍ତ୍ରୀ ବାଇକ୍ ରେ ଯାଉଥିବା ସମୟରେ ସ୍ତ୍ରୀ ଜଣଙ୍କ ହଠାତ୍ ସ୍ବାମୀଙ୍କ ସାମ୍ନାକୁ ଆସି ସ୍ବାମୀଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳିଛି।

ଏହାଦ୍ବାରା ଜଣେ ଯୁବକ ରାଜରାସ୍ତାରେ ଭୁଲ୍ ରାସ୍ତାରେ ଯାଇ ସଙ୍ଗେ ସଙ୍ଗେ ରିଟର୍ନ କରି ଆଗ ଚକକୁ ଟେକି ଷ୍ଟଣ୍ଟ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଖାଲି କଣ ଯୁବକମାନେ ଏପରି କରୁଛନ୍ତି ଯୁବତୀମାନେ ମଧ୍ୟ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି। ଜଣେ ଯୁବତୀ ବାଇକ୍ ଚଳାଉଥିବା ସମୟରେ ଖୁବ୍ ଭିଡ ମଧ୍ୟ ଦେଇ ସମସ୍ତଙ୍କୁ ଅତିକ୍ରମ କରୁଥିବାର ଦେଖିବାକୁ ମିଳିଛି।