ବଡ ଖବର: ଏହି ଲୋକପ୍ରିୟ ଅଭିନେତ୍ରୀଙ୍କର ହେଲା ଦେହାନ୍ତ, ଶୋକରେ ବୁଡ଼ିଲା ପୁରା ଫିଲ୍ମ ଜଗତ

ବଲିଉଡ ଅଭିନେତ୍ରୀ ସବାନା ଆଜମୀ ଙ୍କ ର ମା ଓ ଉରଃଧୁ ର ଲୋକପ୍ରିୟ ସାୟାର କେଫ ଆଜମୀ ଙ୍କ ର ପତ୍ନୀ ଶୌକତ ଆଜମୀ ଙ୍କ ର ଦେହାନ୍ତ ହେଇଚି I ଦେହାନ୍ତ ସମୟ ରେ ତାଙ୍କ ର ବୟସ 90 ବର୍ଷ ହେଇଥିଲା I ଶୁକ୍ରବାର ସନ୍ଧ୍ୟା ରେ ଜୁହ ରେ ଥିବା ଘରେ ତାଙ୍କ ର ଦେହାନ୍ତ ହେଇଚି I ଶୌକତ ଦୀର୍ଘ ସମୟ ହେବ ରୋଗ ରେ ପଡ଼ିଥିଲେ I ଏବଂ ତାଙ୍କ ଝିଅ ତାଙ୍କ ଶେଷ ନିଶ୍ୱାସ ସମୟ ରେ ପାଖ ରେ ଥିଲେ I

କେଫି ଆଜମୀ ଙ୍କ ର ପତ୍ନୀ ଙ୍କୁ ଆପା କାହିଁକି ଲୋକେ ସମ୍ବୋଧନ କରିଥାନ୍ତି I ଶୌକତ ମୁଜଜାଫର ଅଲ୍ଲୀ ଙ୍କ ର ଫିଲ୍ମ “ଉମରବ ଯାନ” , ଏମଏସ ସତ୍ୟଉ ଙ୍କ “ଗରମ ହବା” ଓ ସାଗର ଶଥାଦି ଙ୍କ ର ଫିଲ୍ମ “ବାଜାର” ରେ ବେଶ ଭଲ ଅଭିନୟ କରିଥିଲେ I ଶୌକତ ଶେଷ ଥର ଫିଲ୍ମ “ସାଥିଆ”(2002) ରେ ନଜର ଆସିଥିଲେ I ସେଥିରେ ସେ ବୁଆ ଅଭିନୟ କରିଥିଲେ I

ଶୌକତ କୈଫ ଙ୍କ ପତି ଙ୍କ ସହ ମିଶି ଇଣ୍ଡିଆନ ପପୁଲାର ଥିଏଟର ଆସୋସିଏସନ , ପ୍ରୋଗ୍ରାସିବ ଆସୋସିଏସନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର କଲଚର ବିଙ୍ଗ ଙ୍କ ସହ ଦୀର୍ଘ ସମୟ ହେବ ସେ କାମ କରୁଥିଲେ I ଶୌକତ ଓ କେଫି ଙ୍କ ର ପ୍ରେମ କାହାଣୀ କୁ ନେଇ ପୁସ୍ତକ “କେଫି ଓ ମେ” ମଧ୍ୟ ବେଶ ଲୋକପ୍ରିୟ ହେଇଚି I ଝିଅ ସବାନା ଓ ତାଙ୍କ ପତି ଜବେଦ ଅକ୍ଷତର ମିଶିକି ଥିଏଟର ରେ ପ୍ରଭାବୀ ମଞ୍ଚନ କରୁଥିଲେ I