ବଲିଉଡର ପ୍ରସିଦ୍ଧ ଏବଂ ସେକ୍ସି ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ଥାଆନ୍ତି | ଶେରଲିନଙ୍କ ନାମ ଦୁନିଆର ସବୁଠାରୁ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ | ନିଜର ବୋଲ୍ଡ ଆଉ ହଟ ଫଟୋ ଏବଂ ଭିଡିଓ ପାଇଁ ଶେର୍ଲିନ୍ ଇନଷ୍ଟାଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିଚାଲିଛନ୍ତି |ସବୁଦିନ ସେ ନିଜ ଇନଷ୍ଟା ଆକାଉଣ୍ଟରେ ସେକ୍ସି ଫଟୋ କିମ୍ବା ଭିଡିଓ ସେୟାର କରନ୍ତି | କିଛିଦିନ ତଳେ ଶେର୍ଲିନ୍ ଇନଷ୍ଟା ରେ ତାଙ୍କର ଏକ ଭିଡିଓ ସେୟାର କରିଥିଲେ, ଯାହା ସମସ୍ତଙ୍କୁ ପାଗଳ କରିଦେଇଥିଲା | ଶେର୍ଲିନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏକ ଚହଳ ସୃଷ୍ଟି କରିଥିଲା |
ଶେରଲିନ୍ ନିଜର ବୋଲଡନେସ ପାଇଁ ବହୁତ ପ୍ରସିଦ୍ଧ ଏବଂ ଏଥର ସେ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ବାସ୍ତବରେ, ଏହି ଭିଡିଓରେ ଶେର୍ଲିନ୍ ଏକ ‘ସେକ୍ସି ପୋଷାକ’ରେ ନଜର ଆସିଛନ୍ତି, କେବଳ ସେତିକି ନୁହେଁ ଏହି ଭିଡିଓରେ ସେ ଖୁଲମ ଖୁଲା ସମ୍ଭୋଗ କରୁଥିବା ଦେଖିବାକୁ ମିଳିଛି |
ଶର୍ଲିନଙ୍କ ସେକ୍ସି ଆଖିକୁ ଲୋକମାନେ ବହୁତ ପସନ୍ଦ କରନ୍ତି | ପ୍ରଶଂସକମାନେ ତାଙ୍କର ବୋଲ୍ଡ ଫଟୋ ସହ କାମୁକ ନଜର କୁ ମଧ୍ୟ ପ୍ରଶଂସା କରନ୍ତି | କିନ୍ତୁ ଶେର୍ଲିନ୍ ସମସ୍ତ ସୀମା ଅତିକ୍ରମ କରିସାରିଛନ୍ତି | ଏହି ଭିଡିଓରେ ସେ ଏକ ନଗ୍ନ ପୁରୁଷଙ୍କ ଉପରେ ବସିଥିବାର ନଜର ଆସିଛି |
ଶେର୍ଲିନଙ୍କ ଏହି ହଟ ଭିଡିଓକୁ ଆପଣ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଦେଖିପାରିବେ, ଯେଉଁଥିରେ ସେ ଖୋଲାଖୋଲି ଭାବରେ ସମ୍ଭୋଗ କରୁଥିବାର ଦେଖିବାକୁ ମିଳିଛି |
ଏହି Bollywood ଅଭିନେତ୍ରୀ ଲାଇଭରେ ଆସି ସମସ୍ତଙ୍କ ସାମ୍ନାରେ ରଖିଲେ ଶାରୀରିକ ସମ୍ବନ୍ଧ, ଅଭିନେତ୍ରୀ ନାଁ ଶୁଣି ଆପଣ ବି କହିବେ ଇଏ ସେ …
