ବ୍ୟଙ୍ଗଲୋର ପୋଲିସ ଙ୍କର ଏହି ଫୋଟୋ କାହିଁକି ଜିତୁଛି ଲୋକଙ୍କ ହୃଦୟ, ସତ୍ୟତା ଜାଣିଲେ ପୋଲିସ ପାଇଁ ଗର୍ବରେ ଛାତି ଚଉଡା ହୋଇଯିବ

ପୋଲିସ ଙ୍କୁ ନେଇ ଲୋକ ଙ୍କ ର ମନ ରେ ସର୍ବଦା ଖରାପ ପ୍ରତିକ୍ରିୟା ରହିଛି I ଲୋକେ ଏହା ହିଁ ଭାବିଥାନ୍ତି କି ପୋଲିସ ଜନତା ଙ୍କ ର ସାହାଯ୍ୟ କରି ନ ଥାନ୍ତି I ଏବଂ ଲାଞ୍ଚ ନେଇଥାନ୍ତି I ଲୋକେ ସର୍ବଦା ଏହା ହିଁ ମନ ରେ ବିଚାର ଆଣିଥାନ୍ତି କି ପୋଲିସ ଜନତା ଙ୍କୁ ହଇରାଣ କରନ୍ତି I କିନ୍ତୁ ସବୁ ପୋଲିସ ଏପରି ହେଇ ନ ଥାନ୍ତି I ଅନେକ ପୋଲିସ କର୍ମୀ ଅଛନ୍ତି ଯେଉଁମାନେ ଜନତା ଙ୍କ ର ସହାୟତା ପାଁଇ ସର୍ବଦା ତତ୍ପର ରହିଥାନ୍ତି I

ବର୍ତମାନ ସମୟ ରେ ଇଣ୍ଟେର୍ନେଟ ରେ ଏହିପରି ଏକ ଫୋଟୋ ଭାଇରଲ ହେଉଛି I ଏହି ଫୋଟୋ ଟି କୁ ଅନେକ ଦର୍ଶକେ ପସନ୍ଦ କରିଛନ୍ତି I ଘଟଣା ଟି ବ୍ୟଙ୍ଗଲୋର ର ଅଟେ I ଜଣେ ଅଟୋ ଚାଲାକ ଙ୍କ ର ଅଟୋ ଟି ଖରାପ ହେଇଜିବାରୁ ପୋଲିସ କର୍ମୀ ତାଙ୍କ ଅଟୋ ଟି କୁ ଧକା ଦେବାରେ ଅଟୋ ଚାଲାକ ଙ୍କ ର ସାହାଯ୍ୟ କରିଛନ୍ତି I ଏହା କୁ ବ୍ୟଙ୍ଗଲୋର ସିଟି ପୋଲିସ ନିଜ ର ଟ୍ୱିଟ ଆକାଉଣ୍ଟ ରେ ସେୟାର କରିଛି I ଏବଂ ଏହା ର କ୍ୟାପ୍ସନ ରେ ଲେଖାଯାଇଛି କି ଫୋଟୋ , ଷ୍ଟୋରି ଓ ହାପି ଏଣ୍ଡିଙ୍ଗ I

ଏହି ଫୋଟୋ ଭାଇରଲ ହେବା ପରେ ପୋଲିସ ଙ୍କୁ ଜନତା ବେଶ ପ୍ରଶଂସା କରିଛନ୍ତି I ଏବଂ ଲୋକେ କହିଛନ୍ତି ପୋଲିସ ବିଭାଗ କୁ ନେଇ ଆମ ମନ ରେ ଭୁଲ ଚିନ୍ତା ଥିଲା ଯାହା କି ଆଜି ଦୂର ହେଇଯାଇଛି I କିଛି ନିର୍ମଳ ଓ ଭଲ ଚିନ୍ତାଧାରା ର ପୋଲିସ କର୍ମୀ ମଧ୍ୟ ଅଛନ୍ତି I ଏହି ପୋଲିସ କର୍ମୀ ଏପରି ଅଟୋ ଚାଳକ ଙ୍କ ର ସାହାଯ୍ୟ କରି ବେଶ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି I ଲୋକେ ଏହି ଘଟଣା ରେ ଗର୍ବିତ ଅଟନ୍ତି I

କିଛି ୟୁଜର ଏହି ଘଟଣା ର ସତ୍ୟତା କୁ ନେଇ ପ୍ରଶ୍ନ କରିଛନ୍ତି I କିଛି ୟୁଜର କହିଛନ୍ତି ଲାଞ୍ଚ ନ ଦେବାରୁ ପୋଲିସ ଅଧିକାରୀ ଅଟୋ ଟି କୁ ଥାନା କୁ ନେଉଛନ୍ତି I ଏବଂ ଜଣେ IPS ଅଧିକାରୀ କମେନ୍ଟ ର ଉତ୍ତର ରେ ଲେଖିଥିଲେ ଆମେ ପୋଲିସ ସର୍ବଦା ପ୍ରସ୍ତୁତ ରହିଥାଉ ଶବ ଉଠାଇବା କୁ ନେଇ ଅଟୋ କୁ ଧକ୍କା ମାରିବା ପର୍ଯ୍ୟନ୍ତ I

ଏହା କୌଣସି ପ୍ରଥମ ଘଟଣା ନୁହେ ଜଣେ ପୋଲିସ ଅଫିସର ର ଏପରି କାମ ଭାଇରଲ ହେବାର I ଏହା ପୂର୍ବ ରୁ ମଧ୍ୟ ଅନେକ କ୍ଷେତ୍ର ରେ ପୋଲିସ ଅଧିକାରୀ ଅସମୟ ରେ ଲୋକ ଙ୍କ ର ସହାୟତା କରିବା ର ଦେଖିବା କୁ ମିଳିଛନ୍ତି I ଏହି ଫୋଟୋ ଟି ପୋଲିସ କର୍ମୀ ଙ୍କୁ ଲୋକେ ହାମାରା ସିଂହମ ବୋଲି ପ୍ରଶଂସା କରିଛନ୍ତି I