ନଭେମ୍ବର ମାସରେ ୮ ଦିନ ବନ୍ଧ ରହିବ ବ୍ୟାଙ୍କ, ଆଜିଠୁ ଜାଣି ନିୟନ୍ତୁ ନଚେତ ହଇରାଣ ହୋଇ ପାରନ୍ତି

ଅକ୍ଟୋବର ମାସ ରେ ବ୍ୟାଙ୍କ ଗୁଡିକ ରେ ଅନେକ ଛୁଟି ଦେଖିବାକୁ ମିଳିଥିଲା I କାରଣ ଏହି ମାସ ରେ ଦଶହରା ଓ ଦୀପାବଳି ପରି ପାର୍ବଣ ଗୁଡିକ ପାଳିତ ହେଇଥିଲା ଈ 6ସେହିପରି ନଭେମ୍ବର ମାସ ରେ ମଧ୍ୟ ଅନେକ ଗୁଡିଏ ଛୁଟି ରହିବ ବ୍ୟାଙ୍କ I ଆପଣ ଏହି ଛୁଟି ଦିନ ଗୁଡିକ ନୋଟ କରିନିଅନ୍ତୁ I ଯାହା ଦ୍ୱାରା କି ଆପଣ କୌଣସି ଅସୁବିଧା ର ସମୁଖୀନ ହେବେ ନାହିଁ I

ଦଶହରା ଓ ଦୀପାବଳି କାରଣ ରୁ ଅକ୍ଟୋବର ମାସ ରେ ଅନେକ ଛୁଟି ଦେଖିବାକୁ ମିଳିଥିଲା ସେହିପରି ବର୍ତମାନ ନଭେମ୍ବର ମାସ ରେ ମଧ୍ୟ ଅନେକ ଗୁଡିଏ ଛୁଟି ପଡ଼ିବାକୁ ଯାଉଛି I ଯାହା ପାଁଇ ଆମେ ସବୁ ଛୁଟି ଗୁଡିକ ର ବିସ୍ତୃତ ବିବରଣୀ ଆପଣ ଙ୍କ ପାଁଇ ନେଇ ଅଶିଚୁ I ଏଠାରେ ଆମେ କେବଳ ବ୍ୟାଙ୍କ ଛୁଟି ଗୁଡିକ ବିଷୟ ରେ ହିଁ ଆଲୋଚନା କରିଛୁ I

ନଭେମ୍ବର ମାସ ରେ 8 ଦିନ ରହିବ ଛୁଟି
ନଭେମ୍ବର ମାସ ରେ ଆରମ୍ଭ ରୁ ହିଁ ଅନେକ ଗୁଡିଏ ଛୁଟି ପାଳନ ହେବାକୁ ଯାଉଛି I 1 ନଭେମ୍ବର ରେ ବ୍ୟଙ୍ଗଲୋର ଓ ଇମ୍ଫାଲ ରେ କନ୍ନଡ଼ ରାଜ୍ୟସଚୋବ ଅବସର ରେ ବ୍ୟାଙ୍କ ବନ୍ଦ ରହିବ I ଏହି ଉତ୍ସବ ରେ ଅନେକ ଘରୋଇ କମ୍ପାନୀ ମଧ୍ୟ ବନ୍ଦ ରହିବ I

2 ନଭେମ୍ବର ରେ ରହିବ ଛୁଟି
2 ନଭେମ୍ବର ରେ ପାଟଣା ଓ ରାଞ୍ଚି ରେ ଷଷ୍ଠ ପୂଜା କାରଣ ରୁ ବ୍ୟାଙ୍କ ବନ୍ଦ ରହିବ I ଏହା ପରେ 8 ନଭେମ୍ବର ରେ ସିଲଂ ରେ ବଗଳା ଫେଷ୍ଟିଭାଲ କାରଣ ରୁ ମଧ୍ୟ ଛୁଟି ରହିବ I ସେହିପରି 9 ତାରିଖ ଦ୍ୱିତୀୟ ଶନିବାର କାରଣ ରୁ ବ୍ୟାଙ୍କ ବନ୍ଦ ରହିବ I 12 ନଭେମ୍ବର ରେ ଗୁରୁନାନକ ଜୟନ୍ତୀ ଅବସର ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ I ତେଣୁ ପୂର୍ବ ରୁ ଆପଣ ବ୍ୟାଙ୍କ ର ସବୁ କାମ ତୁଟାଇ ଦିଅନ୍ତୁ I

15 ନଭେମ୍ବର ରେ ରହିବ ବ୍ୟାଙ୍କ ବନ୍ଦ
ମିଡ଼ିଆ ରିପୋର୍ଟ ଅନୁସାରେ 15 ନଭେମ୍ବର ରେ ବ୍ୟଙ୍ଗଲୋର , ଜାମ୍ମୁ ଓ ଶ୍ରୀ ନଗର ରେ କନକଦାସ ଜୟନ୍ତୀ ଓ ଇଦ ଉଲ ମୀଲଡ଼ ଉଳ ନବୀ କାରଣ ରୁ ବ୍ୟାଙ୍କ ରେ କୌଣସି କାର୍ଯ୍ୟ ହେବ ନାହିଁ I ଏହା ପରେ 23 ନଭେମ୍ବର ରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ କାରଣ ଏହା ଶେଷ ଶନିବାର ଅଟେ I