ବାପା ଚଳାଉଥିଲେ ଅଟୋ ,ପୁଅ ଡ୍ୟାନ୍ସର ହେଇ ପ୍ରଥମେ କିଣିଲେ ଘର ଏବଂ ବର୍ତମାନ ଦୁଇଟି କାର ର ମାଲିକ !

ଡ୍ୟାନ୍ସ ସୋ ଜିତିବା ପରେ ନିଜ କ୍ୟାରିୟର ସେ ଆକ୍ଟିଙ୍ଗ ରୁ ଆରମ୍ଭ କରିଥିଲେ I ଫେଜଲ ଖାନ ବର୍ତମାନ 20 ବର୍ଷ ର ହେଇଗଲେଣି I ଫେଜଲ ଙ୍କ ର ବାପା ମୁମ୍ବାଇ ରେ ଜଣେ ଅଟୋ ଡ୍ରାଇଭର ଅଟନ୍ତି I କିନ୍ତୁ ଆଜିକା ସମୟ ରେ ଫେଜଲ ଙ୍କ ର ପାଖରେ ଦୁଇ ଟି ଲଜ୍ଜରି ଗାଡି ଓ ଗୋଟେ ବାଇକ ଅଛି I କିନ୍ତୁ ଏତେ ସବୁ ଥାଇ ମଧ୍ୟ ଫେଜଲ ନିଜ ପିତାଙ୍କ ସହ ଅଟୋ ରେ ବସିବାକୁ ଭଲ ପାଇଥାନ୍ତି I

ବିଗତ କିଛି ଦିନ ତଳେ ଏକ ଇଣ୍ଟରଭିୟୁ ରେ ଫେଜଲ କହିଲେ କି ମୁ ଯେତେ ବି କାର କିମ୍ବା ବାଇକ କିଣିଥାଏ କିନ୍ତୁ ଏହି ସବୁ ର ମୂଲ୍ୟ ମୋ ବାପା ଙ୍କ ର ଅଟୋ ଆଗରେ କିଛି ବି ନୁହେଁ I

ଏଇ ବିଗତ କିଛି ଦିନ ତଳେ ଫେଜଲ ନିଜ ର 20 ତମ ଜନ୍ମ ଦିନ ବଡ଼ ଧୁମ ଧାମ ରେ ପାଳନ କରିଥିଲେ ଏବଂ ନିଜ ର କିଛି ପୁରୁଣା ସ୍ମୃତି କୁ ମନେପକାଇ କହିଲେ କି , ମୁ ଠାରେ ବାପା ଙ୍କୁ ସାଇକଲ ମାଗିଥିଲେ କିନ୍ତୁ ଆମ ର ଆର୍ଥିକ ପରିସ୍ଥିତି ଏତେ ବି ଭଲ ନ ଥିଲା କିନ୍ତୁ ତଥାବି ମୋ ବାପା ମୋ ଇଚ୍ଛା ପୁରଣ କରିଥିଲେ I

ସୂଚନା ଅନୁୟାରେ ବର୍ତମାନ ଦେଖିବାକୁ ଗଲେ ଫେଜଲ ଙ୍କ ର ମୁମ୍ବାଇ ରେ ନିଜ ର ଏକ ଫ୍ଲାଟ କିଣିସାରିଲେଣି ଏବଂ ନିଜ ପରିବାର ସହ ସେଠାରେ ରହୁଛନ୍ତି I

ଯେତେବେଳେ ତାଙ୍କ ବୟସ 14 ବର୍ଷ ଥିଲା ସେ ସମୟ ରେ ସେ ଡ୍ୟାନ୍ସଙ୍ଗ ଶୋ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ର ଲିଟିଲ ମାଷ୍ଟର 2 ରେ ଭାଗ ନେଇଥିଲେ ଏବଂ ଏହି ଶୋ ପରେ ଫେଜଲ ଙ୍କ ଜୀବନ ସମ୍ପୂର୍ଣ ରୂପେ ବଦଳିଯାଇଥିଲା I