ଚିତା ଉପରେ ସୋଇଥିବା ମୃତ ପିତାଙ୍କ ପାଟିରୁ ବାହାରିଲା ଫେଣ… ପୁଅ ଚିଲ୍ଲାଇଲେ ଓ କହିଲା ବାପା ଫେରି ଆସ, ତାପରେ ଯାହା ହେଲା ଜାଣିଲେ …

ଜୀବନ ରେ ଏପରି ଅନେକ ଘଟଣା ଘଟିଯାଇଥାଏ ଯାହା ଆପଣ ଙ୍କ ର ପରିକଲନ ବାହାରେ ହେଇଥାଏ I କେବେ କେବେ ଏପରି ବି ଖବର ଶୁଣିବାକୁ ମିଳିଥାଏ କି ଜଣେ ବ୍ୟକ୍ତି ମୃତ୍ୟୁ ପରେ ବି ଜୀବିତ ହେଇଯାଇଥାଏ I ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ହେଉଛି ମଧ୍ୟ ପ୍ରଦେଶ ର ଦାମୋହ ଅଂଚଳ ର ଅଟେ I ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ତାଙ୍କ ର ଅନ୍ତିମ ସଂସ୍କାର କରିବାକୁ ତାଙ୍କୁ ନେଇଯାଇଥିଲେ କିନ୍ତୁ ଲୋକେ ଦେଖିବାକୁ ପାଇଥିଲେ କି ତାଙ୍କ ମୁହଁ ରୁ ଫେଣ ବାହାରୁଚି ଏହା ଦେଖି ସବୁ ବ୍ୟକ୍ତି ଆଶ୍ଚଯ୍ୟ ହେଇଥିଲେ I ଏବଂ ଡାକ୍ତର ଡାକି ଚେକଅପ କରାଇଥିଲେ କିନ୍ତୁ ତାଙ୍କ ର ମୃତ୍ୟୁ ହେଇସାରିଥିଲା I

ଜଣେ ହୋମ୍ଗାର୍ଡ ଯାହାଙ୍କ ନାମ ଦୟାଶଙ୍କରଏବଂ ତାଙ୍କ ବୟସ 56 ବର୍ଷ 6 ମାସ ହେବ ସେ ରୋଗ ରେ ପଡ଼ିଥିଲେ I ଏବଂ ମଙ୍ଗଳବାର ସକାଳ 9.10 ଟା ସମୟ ରେ ତାଙ୍କ ଶ୍ୱାସକ୍ରିୟା ହେଇ ନ ଥିଲା I ଦିନ 2.30 ସମୟ ରେ ତାଙ୍କ ର ଦାହ ସଂସ୍କାର ପାଁଇ ହୀରଡେପୁର ଶକ୍ତି ଧାମ ନିଆ ଯାଇଥିଲା I ଏବଂ ସେହି ସମୟ ରେ ତାଙ୍କ ପୁଅ ଦେଖିବାକୁ ପାଇଥିଲେ କି ତାଙ୍କ ର ପିତା ଙ୍କ ର ପାଟି ରୁ ଫେଁଣ ବାହାରୁଚି I ତେଣୁ ପିତା ଙ୍କ ର୍ଜିବିତ ଥିବା ସନ୍ଦେହ ରେ ଡାକ୍ତର ଙ୍କୁ ଡକାଯାଇଥିଲା I ଏବଂ ହସ୍ପିଟାଲ ବି ନିଆ ଯାଇଥିଲା I

ହସ୍ପିଟାଲ ରେ ତାଙ୍କ ର ଇସିଜି ବି କରାଯାଇଥିଲା କିନ୍ତୁ 2 ଘଣ୍ଟା ଚେକଅପ କରିବା ପରେ ବି ତାଙ୍କ ର ଶ୍ୱାସକ୍ରିୟା ଆଉ ଚାଲି ନ ଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I