ବାପଘରେ ପ୍ରେମୀକକୁ ଡାକି ଘର ଭିତରେ ସମ୍ବନ୍ଧ ବନାଉଥିଲେ ବିବାହିତା ମହିଳା, ହଠାତ କବାଟ ଖୋଲିଦେଲେ ସ୍ୱାମୀ, ଆଉ ତାପରେ …

ଏହି ଘଟଣା ରୁ ସ୍ପଷ୍ଟ ଜଣାପଡିଛି ଯେ,ନିଜର ଦୈହିକ ସୁଖ ପାଇଁ ମହିଳାମାନେ ନିଜ ଚରିତ୍ରକୁ କଳଙ୍କିତ କରିବାକୁ ମଧ୍ୟ ପଛେଇନଥାନ୍ତି | ପଞ୍ଜାବ ରେ ଜଣେ ମହିଳାଙ୍କ ନିଜ ଶଶୁର ଘର ଗାଁ ର ଏକ ଯୁବକଙ୍କ ସହ ସମ୍ପର୍କ ଗଢିଉଠିଲା |ଏ ସମ୍ପର୍କରେ ମହିଳାଙ୍କ ସ୍ୱାମୀ ଜାଣିଲା ପରେ ମହିଳାଙ୍କୁ ତାଗିଦ କଲେ | ଏହାପରେ ମହିଳା ଜଣକ ଆହୁରି ଖୁଲମଖୁଲା ସମ୍ପର୍କ ରଖିବା ଆରମ୍ଭ କରିଦେଲେ |

ଏହା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ତାଙ୍କ ବାପଘର କୁ ପଠେଇଦେଲେ | କିନ୍ତୁ ଯୁବକ ଜଣକ ମହିଳାଙ୍କ ବାପା ଘରକୁ ମଧ୍ୟ ଯାଇ ସେଠାରେ ମହିଳାଙ୍କ ସହ ପୁନର୍ବାର ସମ୍ପର୍କ ରଖିଥିଲେ | ଏକଥା ସ୍ୱାମୀ ଜାଣିଲା ପରେ ସେ ତାଙ୍କ ଶଶୁର ଘର ର ଲୋକଙ୍କ ପାଖରେ ଅଭିଯୋଗ କରିଥିଲେ | କିନ୍ତୁ ସେମାନେ ତାଙ୍କ ଝିଅ ର ସମ୍ପର୍କକୁ ସମର୍ଥନ କରି ତାଙ୍କ ଝିଅ ସପକ୍ଷରେ ରହିଲେ | ଏହାପରେ ସ୍ୱାମୀ ଜଣକ ଶଶୁର ଘରେ ପହଞ୍ଚି ଯାହାକାଲେ ତାହା କେହି ହେଲେ ଭାବିନଥିଲେ |

ନିଜ ପତ୍ନୀଙ୍କର ଅବୈଧ ସମ୍ପର୍କ କୁ ନେଇ ଦୁଃଖିତ ଥିବା ସ୍ୱାମୀ ଜଣକ ଜହର ପିଇ ଆତ୍ମହତ୍ୟା କରିଦଲେ | ଏହା ପରେ ପୋଲିସ ମୃତକଙ୍କ ସ୍ତ୍ରୀ,ତାଙ୍କ ପ୍ରେମିକ ଏବଂ ଶଶୁର ଘର ଲୋକଙ୍କୁ ଗିରଫ କରିଛି | ମୃତକଙ୍କ ପିତା ନିଜର ବୟାନରେ କହିଛନ୍ତି କି, ସେ ଦିନମଜୁରିଆ ଭାବେ କାମ କରନ୍ତି | ତାଙ୍କ ସାନପୁଅ ର ବିବାହ ଆଜିକୁ 6 ବର୍ଷ ପୂର୍ବେ ହୋଇଥିଲା | ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି | ସେ କହିଛନ୍ତି, ‘ମୋର ସାନ ପୁଅର ସ୍ତ୍ରୀର ଆମ ଗାଁର ଏକ ଯୁବକ ସହ ଅବୈଧ ସମ୍ପର୍କ ଥିଲା | ମୋ ପୁଅ ଏ ସମ୍ପର୍କରେ 2 ବର୍ଷ ପରେ ଜାଣିଲା | ଏହାପରେ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଏହି କଥାକୁ ନେଇ ଝଗଡା ହଉଥିଲା |’