ବାପା କହିଲେ ମୁଁ ଗର୍ବିତ, ଫଟା ଗ୍ଳୋଭ ଆଉ ଭଙ୍ଗା ବ୍ୟାଟରେ ଖେଳି ଭାରତୀୟ ଦଳରେ ବନାଇଲେ ନିଜର ଜାଗା, ଜାଣନ୍ତୁ କିଏ ଏହି ଖେଳାଳି

ଅଷ୍ଟ୍ରେଲିଆ ରେ ଆୟୋଜିତ ହେବାକୁ ଥିବା ମହିଳା କ୍ରିକେଟ ବିଶ୍ୱକପ ରେ ଭାରତୀୟ ମହିଳା କ୍ରିକେଟ ଟିମ ର ଚୟନ ହେଇଯାଇଛି I 15 ବର୍ଷୀୟ ଶେଫାଳି ବର୍ମା ଙ୍କ ର ନାମ ଏଥିରେ ଚୟନ ହେଇଚି I ଶେଫାଳି ବର୍ମା ଭାରତୀୟ କ୍ରିକେଟ ଟିମ ରେ ସ୍ଥାନ କରିପାରିଛନ୍ତି I ପୂର୍ବ ରୁ କିନ୍ତୁ ସେ ଫଟା ବଲ ଓ ଭଙ୍ଗା ବ୍ୟାଟ ରେ ପ୍ରାକ୍ଟିସ ଆରମ୍ଭ କରିଥିଲେ I ଏବଂ ଧୀରେ ଧୀରେ କ୍ରିକେଟ କ୍ୟାରିୟର ରେ ଆଗ କୁ ବଢ଼ିଥିଲେ I

ତେବେ ଅନେକ ଥର ଖେଳ ମୈଦାନ ରେ ଆଘାତ ପାଇଛନ୍ତି I କିନ୍ତୁ ସେ କେବେ ଜୀବନ ରେ ହାର ମାନି ନାହାନ୍ତି I ସେ ମାତ୍ର 15 ବର୍ଷ ବୟସ ରୁ ହିଁ ଲୋକପ୍ରିୟତା ହାସିଲ କରିଛନ୍ତି I ଆଜିକା ସମୟ ରେ ତାଙ୍କ ର ପୁରା ପରିବାର ତାଙ୍କୁ ନେଇ ଗର୍ବିତ ଅଟେ I

ମାତ୍ର 15 ବର୍ଷ ରେ ଶେଫାଳି ବର୍ମା ଭାରତୀୟ କ୍ରିକେଟ ଟିମ ର ସବୁଠାରୁ କମ ବୟସ ର ମହିଳା ଖେଳାଳି ହେଇଥିଲେ I ଝିଅ ର ସଫଳତା କୁ ନେଇ ପିତା ମଧ୍ୟ ବେଶ ଗର୍ବିତ ଅଟେ I

ଶେଫାଳି ଙ୍କ ର ପିତା ଙ୍କ କହିବା ଅନୁସାରେ ସେ ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରିଥିଲେ ମଧ୍ୟ ଆଜି ତାଙ୍କ ଝିଅ ସାରା ଭାରତ ରେ ସୁନାମ ଅର୍ଜନ କରିପାରିଛି I ତେଣୁ ମୋତେ ମୋ ଝିଅ ଉପରେ ବହୁତ ଗର୍ବ ଅଟେ I