ବାପା-ମା ଙ୍କୁ ମିଛ କହି ପ୍ରେମୀଙ୍କ ସହ ହୋଟେଲକୁ ଗଲେ ଯୁବତୀ, କିଛି ଘଣ୍ଟା ଭିତରେ ରହିବା ପରେ ଯେତେବେଳେ କବାଟ ଖୋଲିଲା ତ ମିଳିଲେ ଏପରି ଅବସ୍ଥାରେ…

ଇଂଲଣ୍ଡରେ ବରମିଗମ ସହରରେ ଜଣେ 17 ବର୍ଷୀୟ ଯୁବତୀ ନିଜ ର ସବୁ ଲଜ୍ୟା ର ସୀମା କୁ ପାର କରିଦେଇଛନ୍ତି I ଏହି ଯୁବତୀ ଏପରି କିଛି ପଦକ୍ଷପ ନେଇଛନ୍ତି ଯାହା କି ସମ୍ପୂର୍ଣ ଭୁଲ ଅଟେ I ଏହି ଯୁବତୀ ସ୍କୁଲ ରେ ପାଠ ପଢୁଛନ୍ତି ଏବଂ ନିଶା ଶକ୍ତ ଅବସ୍ଥା ରେ ଶ୍ରେଣୀ କୁ ଆସିଥାନ୍ତି I ଏବଂ ସମାର ବ୍ରେକ ସମୟ ରେ ଜଣେ 19 ବର୍ଷୀୟ ଯୁବକ ଙ୍କ ସହ ସମ୍ବନ୍ଧ ରଖିବା ସମୟ ରେ ତାଙ୍କ ର ହ୍ରୁତଘାତ ହେଇଥିଲା ଓ ତାଙ୍କର ଜୀବନ ଚାଲିଯାଇଥିଲା I

ସଂଗେ ସଂଗେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା I ଯୁବତୀ ଙ୍କର ପିତା ଜଣେ ସର୍ଜନ ଅଟନ୍ତି I ଏବଂ ଯୁବତୀ ଙ୍କର ରକ୍ତ ଯାଞ୍ଚରୁ ଜଣାପଡିଥିଲା କି ତାଙ୍କ ରକ୍ତ ରେ କୋକିନ ର ମାତ୍ରା ଅଧିକ ଥିଲା I ଯୁବତୀ ଙ୍କ ର ସାଙ୍ଗ ସାଥି ମାନେ ମଧ୍ୟ କୁହନ୍ତି ସେ ସର୍ବଦା ଶ୍ରେଣୀ କୁ ନିଶା କରି ଆସିଥାନ୍ତି I ଏବଂ ଏହି କାରଣ କୁ ନେଇ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କ ସହ ତାଙ୍କ ପିତାମାତା ଙ୍କ ର ଯୁକ୍ତି ମଧ୍ୟ ହେଇଚି I

ତାଙ୍କ କହିବା ଅନୁସାରେ ସ୍କୁଲ ସାର ନିଶା ନ କରିବାକୁ କହିଥିଲେ ହେଲେ ମଧ୍ୟ ଏହି ଯୁବତୀ ଶୁଣି ନ ଥିଲେ I ଏକ ମିଡ଼ିଆ ରିପୋର୍ଟ ମୁତାବିକ ଯେତେବେଳେ ପେରାମେଡିକସ ଟିମ ଯୁବତୀ ଙ୍କ ଘରେ ପହଂଚିଥିଲେ ତ ସେ ଖୁବ ଖରାପ ଅବସ୍ଥା ରେ ମିଳିଥିଲେ I ଘଟଣା ସ୍ଥଳ ରୁ ଏହି 19 ବର୍ଷୀୟ ଯୁବକ ଗିରଫ ହେଇଛନ୍ତି I ଏବଂ କୌଣସି ଆରୋପ ପ୍ରମାଣିତ ନ ହେବାରୁ ତାଙ୍କୁ ଛଡାଯାଇଛି I

ଯୁବତୀ ଙ୍କ ର ପିତା ଓ ମାତା ଉଭୟ ଡାକ୍ତର ଅଟନ୍ତି I କିନ୍ତୁ ଅନେକ ଚେଷ୍ଟା ସତ୍ୱେ ମଧ୍ୟ ସେ ନିଜ ର ଝିଅ କୁ ହିଁ ସୁଧାରି ପାରି ନ ଥିଲେ I ଝିଅ ଏପରି ଖରାପ ରାସ୍ତା କୁ ଚାଲିଯାଇଥିଲା କି ସେ ସର୍ବଦା ନିଶା କରିଥାଏ I