ବରମାଳା ପିନ୍ଧାଇବା ସମୟରେ କନିଆଁ ବର ମଧ୍ୟରେ ଦେଖିଲେ ଏପରି ଏକ ଜିନିଷ କି ଏହା ପରେ ଭାଙ୍ଗିଦେଲେ ବାହାଘର

ବିବାହ ର ପର୍ବ କେତେ ଆନନ୍ଦ ଦାୟକ ହେଇଥାଏ I ଏହି ପର୍ବ ରେ ସମ୍ପର୍କୀୟ ଙ୍କ ର ଆଗମନ , ନାଚ – ଗୀତ ଆଦି ର ଆଶର ଜମିଥାଏ I ଦୁଲହନ ଙ୍କ ର ହୃଦୟ ର ସ୍ପନ୍ଦନ ମଧ୍ୟ ବଢ଼ିଯାଇଥାଏ I କିନ୍ତୁ ଏହି ଦୁଲହନ ବରମାଳା ସମୟରେ ଯେମିତି ବର କୁ ଦେଖିଲା ତ ତତ୍କ୍ଷଣାତ ମନା କରିଦେଇଥିଲା I

ଏହି ସମ୍ପୂର୍ଣ ଘଟଣା ଟି ଉତ୍ତରପ୍ରଦେଶ ର ଅଟେ I ଏଠାରେ ଜଗଜୀଦ ଅହୀରବାର ନିଜ ଝିଅ ର ବିବାହ ରେ ଟିକମଗଡ଼ ଅଂଚଳ ର ଅଳମପୁର ଗାଁ ରେ ରହୁଥିବା ଧର୍ମେନ୍ଦ୍ର ଅହୀରବର ଙ୍କ ସହ ସ୍ଥିର କରିଥିଲେ I ଝିଅ ର ପିତା ଙ୍କ କହିବା ଅନୁସାରେ ତାଙ୍କ ସହ ଧୋକା ହେଇଚି I ତାଙ୍କୁ କୌଣସି ଅନ୍ୟ ପୁଅ ଦେଖାଯାଇଥିଲା କିନ୍ତୁ ବିବାହ ସମୟ ରେ କେହି ଅନ୍ୟଜଣେ ଆସିଛନ୍ତି I ପୁଅ ର ଫୋଟୋ ଝିଅ କୁ ଦେଖାଯାଇଥିଲା ଏହି କାରଣ ରୁ ଝିଅ ମଧ୍ୟ ପୁଅ ର ଚେହେରା ମନେ ରଖିଥିଲା I

ଝିଅ ଘର ବାହାରେ ବରଯାତ୍ରୀ ପହଂଚିବା ପରେ ପ୍ରଥମେ ଟୀକା ଲଗାଇବାର କାର୍ଯ୍ୟକ୍ରମ ହେଇଥିଲା I ଏବଂ ଏହା ପରେ ବର କନ୍ୟା ଙ୍କୁ ବରମାଳା ପିନ୍ଧାଇବା ପାଁଇ ନିଆ ଯାଇଥିଲା I ତେବେ ବରମାଳା ପିନ୍ଧିଇବା ସମୟ ରେ ଝିଅ ଟି ଆଶ୍ଚଯ୍ୟ ହେଇଯାଇଥିଲା କାରଣ ସେ ଦେଖିଥିବା ବର ର ଫୋଟୋ ଓ ବର ଫରକ ଥିଲେ I ତେଣୁ ଝିଅ ଟି ବରମାଳା ପକାଇବାକୁ ମନା କରିଥିଲା I

ଏହା ପରେ ସେହି ଅଂଚଳ ରେ ଆଶ୍ଚଯ୍ୟକର ପରିବେଶ ସୃଷ୍ଟି ହେଇଥିଲା ଝିଅ କୁ ମନାଇବାକୁ ଅନେକ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ମାନି ନ ଥିଲେ I ବର ପରିବର୍ତନ କରାଯାଇଥିବା କାରଣ ରୁ ଏହି ବିବାହ ଅଟକିଥିଲା I

ଏହି ସମ୍ପୂର୍ଣ ଘଟଣା ଟି ଘଟିଛି ୟୁପି ର କନ୍ନଜ ଜିଲ୍ଲା ରେ I