ଦୀର୍ଘ ଦିନ ହେବ ମହିଳା ଙ୍କର ପେଟରେ ହେଉଥିଲା ଜୋର ଯନ୍ତ୍ରଣା, ଅପରେସନ କରିବା ପରେ ଯାହା ବାହାରିଲା ତାକୁ ଦେଖି ଡାକ୍ତର ମଧ୍ୟ ଚମକିଗଲେ

ଆଜିକା ଵ୍ୟସ୍ତବହୁଳତା ସମୟ କୁ ନେଇ ଲୋକ ଙ୍କ ର ସ୍ବସ୍ଥାଗତ ସମସ୍ୟା ଲାଗି ରହିଥାଏ I ବର୍ତମାନ ସମୟ ରେ ଲୋକ ଙ୍କୁ ନାନା ପ୍ରକାର ର ରୋଗ ଦେଖିବା କୁ ମିଳିଥାଏ I ଏବଂ ଷ୍ଟୋନ ସମସ୍ୟା ଏକ ସାଧାରଣ କଥା ହେଇଗଲାଣି I ଆଜିକା ସମୟ ରେ କିଡ୍ନୀ ଷ୍ଟୋନ ଏକ ସାଧାରଣ କଥା ହେଇଗଲାଣି I ଯଦି ଷ୍ଟୋନ ସମସ୍ୟା ଦୀର୍ଘ ସମସ୍ୟା ହେବ ଥିବ ତେବେ ଏହା ଅପରେସନ ଦ୍ୱାରା ଭଲ ହେଇପାରିବ I ଏବଂ ଏହି କାରଣ ରୁ କିଡ୍ନୀ ରେ ଯନ୍ତ୍ରଣା ଅନୁଭବ ହେଇଥାଏ I

ଆଜି ଆମେ ଏହି ସମ୍ବନ୍ଧ ରେ ଏହିପରି ଏକ ଘଟଣା ବିଷୟ ରେ କହିବା କୁ ଯାଉଛୁ I ଏହି ଘଟଣା ଟି ମଧ୍ୟପ୍ରଦେଶ ର ଝାବୁଆ ଜିଲ୍ଲା ଠଣ୍ଡଳ ତହସିଲ ଗ୍ରାମ ର ଅଟେ I ଜଣେ 50 ବର୍ଷୀୟ ମହିଳା ଙ୍କ ର ପେଟ ରେ ଅସହ୍ୟ ଯନ୍ତ୍ରଣା ହେଉଥିଲା I ଦୀର୍ଘ ଦିନ ହେବ ଏହି ଯନ୍ତ୍ରଣା ହେଉଥିଲା ତେବେ ଦିନେ ମହିଳା ଜୀବନ ୟୋତି ହସ୍ପିଟାଲ କୁ ଯାଇଥିଲେ I

ଯେତେବେଳେ ମହିଳା ଙ୍କ ର ଯାଞ୍ଚ ହେଇଥିଲା ତ ମହିଳା ଙ୍କ ର ପିତ କୋଷ ରେ ପ୍ରାୟ 140 ଗୋଟି ଛୋଟ ଛୋଟ ଷ୍ଟୋନ ହେଇଯାଇଥିଲା I ଏତେ ଷ୍ଟୋନ ଦେଖି ଡାକ୍ତର ମଧ୍ୟ ଡରିଯାଇଥିଲେ I ମହିଳା ଙ୍କ ର ଯେତେବେଳେ ସୋନଗ୍ରାଫି କରାଯାଇଥିଲା ତ ଜଣାପଡିଥିଲା କି 140 ଗୋଟି ଷ୍ଟୋନ ରହିଛି I

ଡାକ୍ତର ମଧ୍ୟ ପୂର୍ବ ରୁ ଏତେ ପରିମାଣ ର ଷ୍ଟୋନ କାହାରି ପାଖ ରେ ଦେଖି ନ ଥିଲେ I କାରଣ ଏହି ମହିଳା ଙ୍କ ର ଅପରେସନ ରୁ ପ୍ରାୟ 140 ଗୋଟି ଷ୍ଟୋନ ବାହାରିଥିଲା I

ଗାଲ ବ୍ଲାଡର ରେ ଷ୍ଟୋନ
ଗାଲ ବ୍ଲାଡର ଅର୍ଥାତ ପିତ୍ତାଶୟ ଯାହା କି ଠିକ ଲିଭର ପାଖ ରେ ରହିଛି I ଏଠାରେ ନାସପାତି ଆକାର ର ଏକ ଅଙ୍ଗ ରହିଛି I ଯାହା କି ଆମ ଲିଭର ତଳ ଭାଗ ରେ ରହିଛି I ଏହା ଦ୍ୱାରା ଆମ ଶରୀର ର କୌଣସି ହାନି ହେଇ ନ ଥାଏ I ଶରୀର ର ଏହା ମୁକ୍ଷ୍ୟ ଅଙ୍ଗ ଅଟେ I

କିନ୍ତୁ କିଛି କାରଣ ରୁ ଏଠାରେ ଷ୍ଟୋନ ହେଇଥାଏ I ଏହି ଷ୍ଟୋନ ଛୋଟ ଛୋଟ ଆକୃତି ର ହେଇପାରେ I ପିତ କୋଷ ରେ ବାରମ୍ବାର ଯନ୍ତ୍ରଣା ହେଲେ ଷ୍ଟୋନ ଆରମ୍ଭ ହେଇଥାଏ I ଏବଂ ଏହି ସମସ୍ୟା ରୁ ରକ୍ଷ୍ୟା ପାଇବା କୁ ଅପରେସନ କରାଯାଇଥାଏ I ଏହି ଷ୍ଟୋନ ହେଲେ ମନୁଷ୍ୟ ର ପଚନସକ୍ତି କମଜୋର ହେଇପାରେ I