୪୦ ବର୍ଷ ହେବ ନା କାଟିଛନ୍ତି ନା ଧୋଇଛନ୍ତି ନିଜ ବାଳକୁ, କହିଲେ-‘ ଭଗବାନ ସ୍ଵପ୍ନରେ ଆସିଲେ ଓ କହିଲେ କି….

ପ୍ରତୋକ ବ୍ୟକ୍ତି ନିଜ ର ମୁଣ୍ଡ ର ବାଳ କୁ ବିଶେଷ ଧ୍ୟାନ ଦେଇଥାନ୍ତି ଓ ଏହା ର କେୟାର କରିଥାନ୍ତି I ପ୍ରତୋକ ବ୍ୟକ୍ତି ନିଜ ର ମୁଣ୍ଡ ରେ ଘନ ଓ ଲମ୍ବା ବାଳ ର ଇଚ୍ଛା କରିଥାନ୍ତି I ଝିଅ ମାନେ ନିଜ ର ଲମ୍ବା ବାଳ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି I ଅନ୍ୟପଟେ ପୁରୁଷ ଙ୍କ ମାମଲା ରେ କେବଳ ସାଧୁ ସନ୍ୟାସୀ ହିଁ ଅଧିକ ଅଧିକ ବାଳ ରଖିଥାନ୍ତି ଓ ଜଟ ପରି ରଖିଥାନ୍ତି I ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ଦୀର୍ଘ 40 ବର୍ଷ ହେବ ନିଜ ର ବାଳ ଧୋଇନାହାନ୍ତି କି କାଟି ନାହାନ୍ତି , ସେ କୌଣସି ସାଧୁ ସଂଥ ନୁହନ୍ତି I ଏହି ବ୍ୟକ୍ତି ଙ୍କ ର ବାଳ ର ଲମ୍ବାଈ 6 ଫୁଟ ଅଟେ I

ଏହି ବ୍ୟକ୍ତି ବିହାର ର ମୁଙ୍ଗେର ଜିଲ୍ଲା ର ନିବାସୀ ସାକଲ ଦେବ ଅଟନ୍ତି I ତାଙ୍କ ର ରଖିଥିବା ବାଳ ର ଲମ୍ବାଈ 6 ଫୁଟ ଅଟେ I ତାଙ୍କୁ ଗ୍ରାମ ର ଲୋକେ ମହାତ୍ମା କାହିଁକି ସମ୍ବୋଧନ କରିଥାନ୍ତି I ସେ ଘରେ ରହି ଔଷଧ ନିର୍ମାଣ କରନ୍ତି I ଏବଂ ତାଙ୍କ ପରି ତାଙ୍କ ଔଷଧ ମଧ୍ୟ ଅଧିକ ଫେମସ ଅଟେ I ଅନେକ ଦୂର ଦୂର ରୁ ଲୋକେ ତାଙ୍କ ଔଷଧ ନେବାକୁ ଆସିଥାନ୍ତି I

ସାକଲ ଦେବ ଙ୍କ ର ପରିବାର ବହୁତ ବଡ଼ ଅଟେ I ତାଙ୍କ ର ତିନି ପୁଅ ଅଛନ୍ତି I ଓ ତିନି ଝିଅ ମଧ୍ୟ ଅଛନ୍ତି I ସେହିପରି 7 ଗୋଟି ନାତି ନାତୁଣୀ ଅଛନ୍ତି I ସେ ଦୀର୍ଘ 31 ବର୍ଷ ହେବ ବନ ବିଭାଗ ରେ କାର୍ଯ୍ୟରତ ଥିଲେ I ବର୍ତମାନ ସେ ଚର୍ଚା କୁ ଏହି କାରଣ ରୁ ଆସିଛନ୍ତି କି ଦୀର୍ଘ 40 ବର୍ଷ ହେବ ନିଜ ର ବାଳ କାଟି ନାହାନ୍ତି I ତେବେ ତାଙ୍କ ର ବଲଁ କାଟିବା କୁ ନେଇ ତାଙ୍କ ପତ୍ନୀ ଙ୍କ ର କି ପରିବାର ଲୋକ ଙ୍କ ର କୌଣସି ସମସ୍ୟା ନାହିଁ I

ସେ ଯେତେବେଳେ ବି ଘରୁ ବାହାର କୁ ଯାଇଥାନ୍ତି ତ ନିଜ ମୁଣ୍ଡ ରେ ଧଳା ରଙ୍ଗ ର କପଡା ବାନ୍ଧୀକି ହିଁ ବାହାର କୁ ଯାଇଥାନ୍ତି I ଏତେ ବର୍ଷ ସେ ନିଜ ର ବାଳ ନ ଧୋଇକି ମଧ୍ୟ ତାଙ୍କ ବାଳ ଲମ୍ବା ଓ ଘନ ରହିଛି I ଏହା କୁ ନେଇ ସେ ସୋସିଆଲ ମିଡ଼ିଆ ରେ ଅଧିକ ଚର୍ଚା ରେ ରହିଛନ୍ତି I

ଏହି କାରଣ ରୁ ବାଳକାଟୀ ନାହାନ୍ତି
ବର୍ତମାନ ର ଏକ ବଡ଼ ପ୍ରଶ୍ନ କି ଏହି ବ୍ୟକ୍ତି ଏତେ ବର୍ଷ ଧରି ନିଜ ର ବାଳ କାଟୁନାହାନ୍ତି କି ଧୋଉନାହାନ୍ତି ଏହା ର କାରଣ କଣ I ସାଧୁ ସଂଥ ଲୋକେ ତ ଏପରି ବାଳ ରଖିଥାନ୍ତି I କିନ୍ତୁ ଏହି ବ୍ୟକ୍ତି ତ ଜଣେ ସାଧାରଣ ସାଂସାରିକ ଲୋକ I ଏହା କୁ ନେଇ ସାକଲ ଦେବ କହିଛନ୍ତି ଦିନେ ତାଙ୍କ ସ୍ବପ୍ନ ରେ ଭଗବାନ ଆସିଥିଲେ ଓ କହିଥିଲେ ବାଳ କାଟିବୁ ନାହିଁ ଏବଂ ମଦ୍ୟପାନ ଓ ଧୁମ୍ରପାନ ଆଦି ଅଭ୍ୟାସ କୁ ତ୍ୟାଗ କରିବୁ I ଏହିପରି ସେ ଭଗବାନ ଙ୍କ ଆଜ୍ଞା ରେ ନିଜ ର ବାଳ କାଟି ନାହାନ୍ତି I