ଆଜିକା ସମୟ ରେ ପ୍ରତୋକ ବ୍ୟକ୍ତି ଉର୍ନତି କରିବା କୁ ଚାହିଁଥାନ୍ତି I ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଦୁନିଆ ସମ୍ପୂର୍ଣ ଅଲଗା ଅଟେ I କିଛି କଳାକାର ଏହି ଫିଲ୍ମ ଇଣ୍ଡଷ୍ଟ୍ରି ରେ ସଫଳ ହେଇଥାନ୍ତି ତ କିଛି କଳାକାର ବିଫଳତା ହାସିଲ କରିଥାନ୍ତି I କିନ୍ତୁ 90 ଦଶକ ର କିଛି ଏପରି କଳାକାର ଅଛନ୍ତି ଯେଉଁମାନେ କି ଫିଲ୍ମ ଇଣ୍ଡଷ୍ଟ୍ରି ରେ ସଫଳ ହେଇସାରିଛନ୍ତି I ଫିଲ୍ମ ଇଣ୍ଡଷ୍ଟ୍ରି ରେ ଅଧିକ ପରିଶ୍ରମ କରିବା ଜରୁରୀ ଅଟେ I
ଆଜିକା ସମୟ ରେ କିଛି ଏପରି କଳାକାର ଅଛନ୍ତି ଯେଉମାନ ଙ୍କ ର ନାମ ରେ ହିଁ ଫିଲ୍ମ ସୁପର ହିଟ ହେଇଯାଇଥାଏ I ଏବଂ ଦର୍ଶକେ ଏହି କଳାକାର ଙ୍କ ର ଜୀବନ ର ପ୍ରତିଟି ଘଟଣା ବିଷୟ ରେ ମଧ୍ୟ ଜାଣିବା କୁ ଉଦ୍ୟମ କରିଥାନ୍ତି I ଆପଣ ଙ୍କ ର ଅନେକ ଲୋକପ୍ରିୟ ଅଭିନେତା ମଧ୍ୟ ରହିଛନ୍ତି ଯେଉଁମାନେ କି ନିଜ ର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I
ତେବେ ଏହି ସୁପର ଷ୍ଟାର କଳାକାର ଙ୍କ ମଧ୍ୟ ରୁ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛନ୍ତି ସଲ୍ମାନ ଖାଁ I ଆଜି ଠାରୁ ପ୍ରାୟ 30 ବର୍ଷ ପୂର୍ବ ରେ ସଲ୍ମାନ ଜଣେ ସୁପର ଷ୍ଟାର ନ ଥିଲେ ଏବଂ ସେ ସମୟ ରେ ସେ କିଛି କରଜ ନେଇଥିଲେ I କିନ୍ତୁ ଦୀର୍ଘ 30 ପରେ ମଧ୍ୟ ସେ ଏହି କରଜ ଦେଇନାହାନ୍ତି I ଏବଂ ସେ ଯାହା ଙ୍କ ଠାରୁ ଏହି ଟଙ୍କା ଉଧାରୀ ନେଇଛନ୍ତି ସେ ମଧ୍ୟ ଏହି ଟଙ୍କା ଆଉ ସଲ୍ମାନ ଙ୍କୁ ମାଗି ନାହାନ୍ତି I
ସଲ୍ମାନ ଏକ ଫୋଟୋ ସେୟାର କରି ଲେଖିଥିଲେ କି ମୋ ପିଲାଦିନ ର ସାଙ୍ଗ ଇକବଲ ଏବଂ ଏହି ଇକବଲ ନାମ ସାଙ୍ଗ ଙ୍କ ଠାରୁ ସଲ୍ମାନ ଦୀର୍ଘ 30 ବର୍ଷ ତଳେ 2011 ଟଙ୍କା ଉଧାରୀ ନେଇଥିଲେ I ଏବଂ ସେ ଆଜି ପର୍ଯ୍ୟନ୍ତ ତାଙ୍କୁ ଏହି ମାଗି ନାହାନ୍ତି ମଧ୍ୟ I
ଇକବଲ , ସଲ୍ମାନ ଙ୍କ ର ଜଣେ ଭଲ ବନ୍ଧୁ ଥିଲେ ଓ ଅସମୟ ରେ ସର୍ବଦା ଆର୍ଥିକ ସହାୟତା ମଧ୍ୟ କରୁଥିଲେ I ଏହି ବିଷୟ ରେ ସୂଚନା ନିଜେ ସଲ୍ମାନ ନିଜ ର ଟ୍ୱିଟର ଆକାଉଣ୍ଟ ଦ୍ୱାରା ଦେଇଛନ୍ତି I