୧୧୯ ବର୍ଷ ପୁରୁଣା ଏହି ଫୋଟୋ ଦେଖି ଆପଣ ମଧ୍ୟ ଚିନ୍ତାରେ ପଡିଯିବେ, Zoom କରିକି ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ

ଆମ ଜୀବନ ରେ ଅନେକ ବିଭିର୍ନତା ରହିଛି I ଜଣେ ବ୍ୟକ୍ତି ଅତୀତ ରେ କଣ ଥିଲା ଆଗାମୀ ଭବିଷ୍ୟତ ରେ କଣ ହେବ କେହି ଜାଣିପାରିବେ ନାହିଁ I ଏହିପରି କିଛି କଥା ରହିଛି ଯାହା କୁ ବିଶ୍ୱାସ କରିବା ଏତେ ସହଜ ନୁହେଁ I କିନ୍ତୁ ଏହି ଘଟଣା ର ତଥ୍ୟ କୁ ମିଛ କୁହାଯାଇପାରିବ ନାହିଁ I କିଛି ଏପରି କଥା ରହିଛି ଯାହା କୁ ବିଶ୍ୱାସ କରିବା ସହଜ ହେଇ ନ ଥାଏ I

ଆଜି ଆମେ ଆପଣ ଙ୍କୁ କିଛି ଏପରି ଫୋଟୋ ଦେଖାଇବା କୁ ଯାଉଛୁ ଯାହା କି ପ୍ରାୟ 119 ବର୍ଷ ପୂର୍ବ ର ଅଟେ I ଏହି ଫୋଟୋ ରେ ଅନେକ ଯୁବତୀ ବସିଛନ୍ତି ଏହା ଆପଣ ଦେଖୁଥିବେ I ବେଲଫାଷ୍ଟ ଆୟାରଲ୍ୟାଣ୍ଡ ରେ ଥିବା ଲିନନ କପଡା ମିଲ ରେ ଅନେକ କାମ କରୁଥିଲେ ଏବଂ କାମ କରୁଥିବା ସବୁ ଔଜାର କୁ ଅଂଟା ରେ ବାନ୍ଧିଥିଲେ I

ଦେଖିବାକୁ ଗଲେ ଏହି ଫୋଟୋ ଟି ସାମାନ୍ୟ ଫୋଟୋ ପରି ଦେଖିବାକୁ ଅଟେ I ଯେଉଁଥିରେ ଆପଣ ଙ୍କୁ କିଛି ଆଜିବ ଲାଗି ନ ଥିବ I କିନ୍ତୁ ଆପଣ ଟିକେ ଧ୍ୟାନ ଦେଇ ଦେଖିଲେ ଏହି ଫୋଟୋ ରେ କିଛି ଏପରି ଦେଖିପାରିବେ I ଫୋଟୋ ଟି କୁ ଧ୍ୟାନ ଦେଇ ଦେଖନ୍ତୁ I ତାହା ଦେଖିବାକୁ ପାଇବେ ଯାହା କି ଆପଣ ଉଡାଇଦେବ I

ଏହି ଫୋଟୋ ଟି କୁ ଧ୍ୟାନ ଦେଇ ଦେଖିଲେ ଆପଣ ସ୍ପଷ୍ଟ ଜାଣିପାରିବେ କି ତଳୁ ଦ୍ୱିତୀୟ ଲାଇନ ର ଡାହାଣ ପାର୍ଶ୍ଵ ର ବସିଥିବା ଯୁବତୀ ଙ୍କ ର କାନ୍ଧ ରେ ଏକ ହାତ ରହିଛି I ଏହି ଫୋଟୋ ରେ ଆପଣ ସ୍ପଷ୍ଟ ଦେଖିପାରିବେ ଏହି ହାତ ଟି କିନ୍ତୁ ଏହା ସେଠାରେ ଥିବା କୌଣସି ବି ଯୁବତୀ ଙ୍କ ର ହାତ ନୁହେଁ I ଏହା କୌଣସି ଆତ୍ମା କିମ୍ବା ଭୁତ ପ୍ରେତ ହେଇପାରେ I

ଆପଣ ଙ୍କ ମଧ୍ୟ ରୁ ଅନେକ ଲୋକେ ଏହା ଭାବୁଥିବେ କି ଏହା ଏଡିଟିଂ କରାଯାଇଛି କିମ୍ବା ଫୋଟୋଗ୍ରାଫର କୌଣସି ଇଫେକ୍ଟ ଦେଇ ଏପରି ସୁଟିଂ କରିଛନ୍ତି I କିନ୍ତୁ ଏପରି କିଛି ନୁହେଁ ଏହା ଅରିଜିନାଲ ଫୋଟୋ ଅଟେ I ତେବେ ଆପଣ ଏହା କୁ ନେଇ କଣ ଅନୁମାନ କରୁଛନ୍ତି କମେନ୍ଟ ବକ୍ସ ରେ ନିଜ ର ମତାମତ ଦିଅନ୍ତୁ I