କିଛି ସ୍ଥାନ ରେ ଦେଖିବାକୁ ମିଳିଥାଏ ଯୁବତୀ ମାନେ ଡେରି ରେ ବିବାହ କରିଥାନ୍ତି I ଏବଂ କିଛି ଯୁବତୀ ନିଜ ସାଙ୍ଗ ଙ୍କ ର ବିବାହ ଦେଖି ଚିନ୍ତା କରିଥାନ୍ତି ସେମାନେ କେବେ ବିବାହ କରିବେ I ତେବେ ଏକ ସର୍ବେ ରୁ ଜଣାଯାଇଛି କି 28 ବର୍ଷ ରୁ ଉର୍ଧ୍ଵ ଯୁବତୀ ମାନେ ଯଦି ବିବାହ ନ କରିଥାନ୍ତି ତେବେ ସେମାନେ ମାନସିକ ଦୁଶ୍ଚିନ୍ତା ରେ ରହିଥାନ୍ତି I
ନ୍ୟୁରୋଲୋଜି , ନ୍ୟୁରୋସର୍ଜରୀ ଓ ସାଇକଟିଷ୍ଟ ଜର୍ଣ୍ଣାଲ ଙ୍କ ପ୍ରକାଶିତ ଏହି ଗବେଷଣା ଅନୁସାରେ 28 ବର୍ଷ ରୁ ଉର୍ଧ୍ଵ ଯୁବତୀ ମାନେ କୁମାରୀ ରହିଲେ ସେମାନେ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଥାନ୍ତି I ଏବଂ ଏହି ଆଶଙ୍କା 42 ପ୍ରତିସଦ ଯୁବତୀ ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଥାଏ I ଏବଂ ଯଦି କୌଣସି ପ୍ରେମ ସମ୍ବନ୍ଧ ରେ ରହିଥାନ୍ତି ଓ ତାଙ୍କ ପାର୍ଟନର ଙ୍କ ର କୌଣସି କାରଣ ବଶତଃ ମୃତ୍ୟୁ ହେଇଥାଏ ତେବେ ମଧ୍ୟ ଅଧିକ ସମୟ ଏକାକୀ ରହିବା ଦ୍ୱାରା ସେମାନେ ମାନସିକ ଦୁଶ୍ଚିନ୍ତା ର ଶିକାର ହେଇଥାନ୍ତି I ଏବଂ ଏପରି କ୍ଷେତ୍ର ମାନସିକ ଦୁଶ୍ଚିନ୍ତା ର ପ୍ରଭାବ 20 ପ୍ରତିସଦ ବଢ଼ିଯାଇଥାଏ I
ଏକ ସର୍ବେ ରୁ ଏହା ଜଣାଯାଇଛି କି ବିବାହ ଓ ଡିମସିଆ ଉଭୟ ଙ୍କ ର ଗଭୀର ସମ୍ବନ୍ଧ ରହିଛି I କାରଣ ବିବାହ କରିବା ଦ୍ୱାରା ଯୁବତୀ କେବେ ହେଲେ ନିଜ କୁ ଆଉ ଏକାକୀ ଭାବି ନ ଥାନ୍ତି ଏବଂ ମାନସିକ ଦୁଶ୍ଚିନ୍ତା ର୍ହି ନ ଥାଏ I ଏବଂ ଆମ ର ଜୀବନଶୈଳୀ ବି ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ I
ଏକ ଗବେଷଣା ରୁ ଏହା ବି ଜଣାଯାଇଛି କି ଏକାକୀ ରହୁଥିବା ଲୋକେ ଖୁବ କମ ବୟସ ରେ ମୃତ୍ୟୁବରଣ କରିଥାନ୍ତି I ଡିମଏସିଆ ଏକ ଏପରି ରୋଗ ଯାହା ଦ୍ୱାରା ଆପଣ ସବୁ କିଛି ଭୁଲିବ ଆରମ୍ଭ କରିଥାନ୍ତି I ଆପଣ ଙ୍କ ର କୌଣସି କାର୍ଯ୍ୟ ରେ ବି ମନ ଲାଗି ନ ଥାଏ ଏବଂ ଲୋକେ ଏହି ରୋଗ ରେ ଚିନ୍ତା କରିବା ଶକ୍ତି ହଜେଇ ଦେଇଥାନ୍ତି I