୧୨ ବର୍ଷ ଛୋଟ ସ୍ତ୍ରୀଙ୍କ ସହ ସ୍ଵିମିଙ୍ଗ ପୁଲରେ ରୋମାନ୍ସ କରୁଥିବାର ନଜର ଆସିଲେ ପ୍ରକାଶ ରାଜ, ଦେଖିଲେ ସମ୍ଭାଳି ପାରିବେ ନାହିଁ

ବଲିଉଡ ରେ ଯଦି କୌଣସି ଦମଦାର ଖେଳାଳି ଙ୍କ ର ନାମ ଆସିଥାଏ ତ ସେ ହେଲେ ପ୍ରକାଶରାଜ I ପ୍ରକାଶରାଜ ଫିଲ୍ମ ଦୁନିଆ ସହ ଅନେକ ଦିନ ହେବ ଯୋଡିହେଇରହିଛନ୍ତି I ତେବେ ବଲିଉଡ ରେ ତାଙ୍କ ର ପ୍ରଥମ ଫିଲ୍ମ ୱାଣ୍ଟେଡ ଥିଲା I ଏବଂ ତାଙ୍କ ର ଅଭିନୟ ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥିଲା I

ତେବେ ଆଜିକାଲି ପ୍ରକାଶ ରାଜ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚା ରେ ଅଛନ୍ତି I କାରଣ ବିଗତ କିଛି ଦିନ ତଳେ ସେ ନିଜ ପତ୍ନୀ ଙ୍କ ସହ ମସ୍ତି କରୁଥିବା ର ଫୋଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ I ତେବେ କିଛି ଦର୍ଶକ ତାଙ୍କ ର ମଜାକ ଉଡ଼ାଇଥିଲେ i

କିଛି ଦର୍ଶକ ତ ତାଙ୍କୁ ବୁଢା ବି କହିଥିଲେ ଏବଂ ବୟସ କୁ ନେଇ ଅନେକ କମେନ୍ଟ ବି ଦେଇଥିଲେ ତ ଆଉ ଜଣେ ଦର୍ଶକ କହିଥିଲେ କଣ ସେ ଆପଣ ଙ୍କ ର ଝିଅ କି I

ପ୍ରକାଶ ରାଜ ଦୁଇଟି ବିବାହ କରିଥିଲେ ଏବଂ ତାଙ୍କ ର ପ୍ରଥମ ପତ୍ନୀ ଙ୍କ ନାମ ଲଳିତା ଅଟେ I ସେ 1994 ରେ ତାଙ୍କ ସହ ବିବାହ କରିଥିଲେ କିନ୍ତୁ 2009 ରେ ଦୁହିଁଙ୍କ ର ଛାଡପତ୍ର ହେଇଥିଲା I ତେବେ ପ୍ରକାଶ ରାଜ ଓ ଲଳିତ କୁମାର ଙ୍କ ର ଦୁଇଟି ଝିଅ ମେଘନା ଓ ପୂଜା ଏବଂ ପୁଅ ର ନାମ ସିଂଧୁ ଅଟେ I ସେ 2010 ରେ ନିଜ ପତ୍ନୀ ବର୍ମା ଙ୍କ ସହ ବିବାହ କରିଥିଲା I

ପନି ବର୍ମା ସୋସିଆଲ ମିଡ଼ିଆ ରେ ଖୁବ ଆକ୍ଟିଭ ରହିଥାନ୍ତି I ଏବଂ ସର୍ବଦା ନିଜ ସ୍ୱାମୀ ଙ୍କ ସହ ସୁନ୍ଦର ସୁନ୍ଦର ଫୋଟୋ ସେୟାର କରିଥାନ୍ତି I