ଓଡ଼ିଆ ଅଭିନତ୍ରୀ Barsha ଙ୍କ ଏହି ସବୁ କାମ ଦେଖି କାନ୍ଦିଲେ ଅନୁଭବ… ଆପଣ ବି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ବର୍ଷାଙ୍କ କାମ ଦେଖି ଅନୁଭବ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହା କଣ ରହିଛି କାମ ଆଉ ଏହି ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।


ଓଲିଉଡର ଏହି ଜବରଦସ୍ତ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପଣମାନେ ବୋହୁତସାରା ଫିଲ୍ମରେ ଅଭିନୟ କରିଥିବାର ନିଶ୍ଚିତ ଭାବରେ ଦେଖିଥିବେ। ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ସମୟରେ ବୋହୁତସାରା ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି, ତାଙ୍କ ସହିତ ରୋଷେଇ କରି ଖାଇବା ଠୁ ନେଇ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବା,ତାଙ୍କ ସହିତ ରହିବା ଭଳି କାର୍ଯ୍ୟ ବି ଆପଣମାନେ ବର୍ଷାଙ୍କ ଠାରୁ ଦେଖିବା ପାଇଁ ପାଇଛନ୍ତି। ସାରା ବିଶ୍ବରେ ବର୍ତ୍ତମାନ ସମୟରେ କୋରୋନା ଭାଇରସ୍ ର ପ୍ରଭାବ ବୋହୁ ମାତ୍ରାରେ ବଢ଼ି ଚାଲିଛି।


ତେବେ ଏହି ଭଳି ପରିସ୍ଥିତିରେ ଓଲିଉଡର ବୋହୁତସାରା ସେଲୀବ୍ରିଟି ମାନେ ଆଗେଇ ଆସିଛନ୍ତି ତାଙ୍କ ଫ୍ୟାନ ମାନଙ୍କର ବା ଗରୀବ ଲୋକମାନଙ୍କର ସାହାଯ୍ୟ କରିବା ପାଇଁ। ଏମାନଙ୍କୁ ମଧ୍ୟରୁ ସବ୍ୟସାଚୀ, ବର୍ଷା ଓ ଶ୍ରୀତମ ଅନ୍ୟତମ। ବର୍ଷାଙ୍କ ଏହିଭଳି କାମ ଦେଖି ଅନୁଭବ ମହାନ୍ତି ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କର ୨୦୧୪ ମସିହାରେ ହୋଇଥିଲା କିନ୍ତୁ କୌଣସି କାରଣରୁ ଏହି ଯୋଡିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଆଉ ଏମାନେ ପରସ୍ପର ବିରୁଦ୍ଧରେ କୋର୍ଟରେ ହାଜର ହୋଇଛନ୍ତି କିନ୍ତୁ କୋର୍ଟରେ ଏପର୍ଯ୍ୟନ୍ତ କୌଣସି ହେଲେ ଫୈସଲା ଶୁଣା ଯାଇନାହିଁ। ବର୍ଷା ଅନୁଭବଙ୍କ ସହିତ ରହିବାକୁ ଚାହୁଁଥିବା ବେଳେ ଅନୁଭବ କିନ୍ତୁ ବର୍ଷାଙ୍କ ସହିତ ରହିବାକୁ ଚାହୁଁନାହାଁନ୍ତି। ଅନୁଭବ ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ ଚାହୁଁଛନ୍ତୁ।

ଏହିଭଳି ପରିସ୍ଥିତିରେ ବର୍ଷା ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛନ୍ତି ଏବଂ ବର୍ଷାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ସମ୍ମାନିତା ଗ୍ରୁପ୍ ର ବୋହୁତସାରା ଲୋକମାନେ। ବର୍ଷା ଓଡ଼ିଶାର ବୋହୁତ ଗରୀବ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ, ଦୁଃଖ, ସୁବିଧା, ଅସୁବିଧା ବୁଖୁଛନ୍ତି। ଆଉ ସେମାନଙ୍କୁ ଉଚିତ୍ ସାହାଯ୍ୟ ମଧ୍ୟ ଦେଉଛନ୍ତି। ଅନୁଭବ ମହାନ୍ତି ସାଂସଦ ହୋଇ ବର୍ଷାଙ୍କ ଏହିଭଳି ଭାବରେ କାମ ଦେଖି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ।