୭ ବର୍ଷର ପୁଅ କଲେ ନିଜ ମା ଙ୍କୁ ବିବାହ, ଏହା ପଛର କାରଣ ଜାଣି ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ

ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ ବିବାହ ର ଏକ ବିଶେଷ ଭୂମିକ ଦେଖିବାକୁ ମିଳିଥାଏ I ଜୀବନ ରେ ଏପରି ଏକ ସମୟ ଆସିଥାଏ ଯେଉଁ ସମୟ ରେ କି ବଂଚିବାକୁ ଆପଣ ଏକ ଜୀବନସାଥୀ ଖୋଜିଥାନ୍ତି I ସାରା ଦୁନିଆ ରେ ଏହି ବିବାହ ପରମ୍ପରା ର ଏକ ବିଶେଷ ମହତ୍ୱ ଦେଖିବାଉ ମିଳିଥାଏ I ଭାରତ ର 16 ଗୋଟି ସଂସ୍କାର ମଧ୍ୟ ରେ ବିବାହ ଏକ ସଂସ୍କାର ବୋଲି ମାନ୍ୟତା ରହିଛି I

ଭାରତ ରେ ବିବାହ ର ଏକ ବୟସ ସୀମା ନିର୍ଧାରିତ କରାଯାଇଛି I ଏହି ବୟସ ପରେ କୌଣସି ବି ବ୍ୟକ୍ତି ବିବାହ କରିପାରିବେ I କିନ୍ତୁ ଅନେକ ଜାଗା ରେ ଆଜି ବି ବାଲ୍ୟ ବିବାହ ଜାରି ରହିଛି I ଆପଣ ଅନେକ ସମୟ ରେ ଏହା ଦେଖଥିବେ କି ବିବାହ ପରେ ଜଣେ ଯୁବତୀ ଙ୍କୁ ପସନ୍ଦ କରିଲେ ଏବଂ ତାଙ୍କୁ ଆପଣ ବିବାହ କରିଲେ ହେଲେ ଏଠାରେ ଏକ ପିଲା ନିଜ ମା ସହ ହିଁ ବିବାହ କରିବା ର ଦେଖିବାକୁ ମିଳିଛି I

ପିଲାଦିନ ରେ ପ୍ରତୋକ ପିଲା କୌଣସି ନା କୋୖଅଂଶୀ କଥା କୁ ନେଇ ଜିଦି କରିଥାନ୍ତି I କିନ୍ତୁ ଅନେକ ସମୟ ରେ କିଛି ପିଲା ଏପରି କିଛି ଜିଦି କରିଥାନ୍ତି ଯାହା କି ଆପଣ ଙ୍କ ର ବିଡମ୍ବନା କୁ ବଢ଼ାଇଦେଇଥାଏ I ପିଲାଟି ର ଏହି ଜିଦି ରେ କୋମଳତା ବି ଲୁଚି ରହିଥାଏ I ତେବେ ଆଜି ଏହି ପିଆଲାଟି ର ଜିଦି ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I

ଜାଣିରଖନ୍ତୁ କି ଲଣ୍ଡନ ର ଲିଙ୍କନସ୍ୟର ରେ ରହୁଥିବା ଲଗାଣ ଜେନେଟିକ ଡିସଦର ରେ ପୀଡିତ ଅଟନ୍ତି I ସେ କିଛି ସମୟ ହିଁ ବଂଚିବେ I ତାଙ୍କୁ ଏକ ଭୟାନକ ରୋଗ ହେଇଚି I ସେ ମାତ୍ର ଆଉ କିଛି ଦିନ ବଞ୍ଚି ରହିବେ | ଏହି ରୋଗ ରେ ଆପଣ ଙ୍କ ର ରକ୍ତ ସଂଚାଳନ ବନ୍ଦ ହେଇଯାଇଥାଏ ଏବଂ ଏହା ର ପ୍ରଭାବ ମସ୍ତିସ୍କ ଉପରେ ପଡିଥାଏ I ଏପରି କ୍ଷେତ୍ର ରେ 7 ବର୍ଷ ର ଏହି ପିଲା ଟି ନିଜ ମା ଙ୍କୁ ହିଁ ବିବାହ କରିଛି ଏବଂ ମା ବି ନିଜ ପୁଅ ର ଶେଷ ଇଚ୍ଛା କୁ ପୁରା କରିଛନ୍ତି I

ଯଲିଆନ ନିଜେ ରାଜକୁମାରୀ ହେଇ ଥିଲେ ଓ ଲଗାଣ ହେଇଥିଲେ ଏକ ଦିନ ର ରାଜା I ବିବାହ ର ଏହି ଦୂର୍ଷ୍ୟ ବେଶ ରୋମାଞ୍ଚକ ର ଥିଲା I ଏହି ସମାରୋହ ରେ ତାଙ୍କ ର ପୁରା ପରିବାର ସାମିଲ ଅଛନ୍ତି I ଏବଂ ସେଠାରେ ଉପସ୍ଥିତ ସବୁ ଲୋକେ ବେଶ ଭାବୁକ ହେଇପଡ଼ିଥିଲେ I