ବନ୍ଧୁଗଣ 17 ବର୍ଷ ର ଏଇ ଝିଅ ସହିତ ସାପ କରିଥାଏ ଏପରି କିଛି ହରକତ ଯାହା ଜାଣିଲେ ଆପଣମାନେ ମଧ୍ୟ ଚକିତ ହୋଇଯିବେ| 34 ଥର କରି ସାରିଲାଣି ଦଂଶନ ଉତ୍ତର ପ୍ରଦେଶ ର ଗୋଟେ 17 ବର୍ଷ ଝିଅ ସହ ସାପ ଏମିତି କିଛି କରୁଛି ହରକତ | ସେ ପୁଣି ଗୋଟେ ଥର ନୁହେଁ କି ଦୁଇଥର ନୁହେଁ ବରଂ 34 ଥର ଏକ ବେଳେ କରୁଛି ତେବେ ଆସନ୍ତୁ ଦେଖିବା ଏ ବିଷୟରେ ସମ୍ପୂର୍ଣ୍ଣ ଖବର କଣ ରହିଛି |
ତେବେ ଖବର ମୁତାବକ ଏଇ 17 ବର୍ଷ ର ଝିଅକୁ 34 ଥର ଦଂଶନ କରିଛି ସାପ ଏମିତି ରେ ଏଇ ସାପ କୁ ମାରିବା ଦରକାର କିନ୍ତୁ ଏପରି ବେଳେ କିଛି ଅଦ୍ଭୁତ କରୁଛି ସାପ ବୋଲି ସେ ଝିଅ କହିଛି ସେ କହିଛି କି ଏଇ ସାପ ଗତ କିଛି ଦିନ ହେଲା ମତେ ବହୁତ ଥର ଦଂଶନ କରି ସାରିଲାଣି |
କିନ୍ତୁ ମୋର ଏମିତି ରେ କିଛି ଭି ହେଉନାହିଁ ବୋଲି ସେ ଝିଅଟି କହିଛି ପ୍ରଥମ ଦିନ ଯେମିତି ସେ ସାପ ଦଂଶନ କରିବା ପାଇଁ ଆସିଥିଲା ଯେତେବେଳେ ସେ ସେଇ ସାପଟିକୁ କୁଆଡେ ଯେପରି ସେଇ ଝିଅଟି ଗୋଟେ ସାପ ପରି ଲାଗିଥିଲା ବୋଲି ସେ କହିଛି|
ତେବେ ଆପଣ କିଛି ବୁଝି ପାରିଲେ କି ଏହା ହେଉଛି ତାଙ୍କ ପାଇଁ ଏକ ଅଦୃଶ୍ୟ ସାପ ର ଦୃଶ୍ୟ ଅଟେ ଏମିତି ରେ ଏଇ ସାପ ଅଵୁଦିନ ଆସିଥାଏ ଓ ତାଙ୍କୁ ଦଂଶନ କରିଥାଏ ଓ ସେଇ ଝିଅଟି ବେହୋସ ହୋଇଯାଏ କିନ୍ତୁ ପରେ ସେ ଉଠିଯାଏ ଓ ସବୁ କିଛି ଠିକ ଠାକ ଥାଏ ଏମିତି ସେ 34 ଥର କରି ସାରିଲାଣି |
ସେ ଝିଅଟି କହିଛି କି ଏପରି ବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ ଏମିତି ଝିଅକୁ ଅଦୃଶ୍ୟ ସାପ କାହିଁକି ଦେଖା ଦେଉଛି ତାହାକୁ ନେଇ ସେମାନେ ଗୋଟେ ଜ୍ୟୋତିଷ ପାଖକୁ ଯାଇଥିଲେ କିନ୍ତୁ ସେଠାରେ ଜ୍ୟୋତିଷ କହିଥିଲେ ଏଇ ଝିଅର ଆଉ ସାପ ର ଗତ ଜନ୍ମରେ ବହୁତ ନିବିଡ଼ ସମ୍ପର୍କ ରହିଛି ବୋଲି ଯେଉଁଠି ପାଇଁ ସାପ ଏମିତି କିଛି କରୁଛିv