୧୯ ବର୍ଷରେ ୧୧୩ ଫିଲ୍ମ ରେ କାମ କରି ସାରିଛନ୍ତି ଏହି ଲୋକପ୍ରିୟ ଅଭିନେତା ଏବେ ହୋଇଯାଇଛନ୍ତି କାଙ୍ଗାଳ, ଏବେ ବିତାଉଛନ୍ତି ଏପରି ଜୀବନ …

ରାଜପାଳ ଯାଦବ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଅଟନ୍ତି I 1999 ରେ ଦିଲ କ୍ୟା କରେ ରେ ସେ ଅଭିନୟ କରିଥିଲେ I ଏହା ପରେ ତୁନେକ୍ୟା କିୟା ଜିଁଦେଗି କା ସଫର , ତୁମ କୋ ନା ଭୁଲ ପାଏଁଗେ ପରି ଫିଲ୍ମ ରେ କାମ କରିଥିଲେ I ସେ 19ବର୍ଷ ରେ ପ୍ରାୟ 113 ଗୋଟି ଫିଲ୍ମ ରେ କାମ କରିଥିଲେ I

ରାଜପାଳ ଯାଦବ ତାଙ୍କ କ୍ୟାରିୟର ରେ ଅନେକ ଫିଲ୍ମ ରେ ଅଭିନୟ କରିମଧ୍ୟ ଆଜି ଦରିଦ୍ରତା ର ପରିସ୍ଥିତି ଦେଇ ଗତି କରୁଛନ୍ତି I ସେ ଇଣ୍ଡଷ୍ଟ୍ରି ରେ ଅନେକ ସୁପର ହିଟ ଫିଲ୍ମ ରେ ନଜର ଆସିଛନ୍ତି I 1999 ରେ ଫିଲ୍ମ ଦିଲ କ୍ୟା କରେ ରେ ବଲିଉଡ ରେ ଡେବ୍ୟୁ କରିଥିଲେ I

ତାଙ୍କ ର ଅଧିକାଂଶ ଫିଲ୍ମ କମେଡି ମାଧ୍ୟମ ରେ ହିଁ ଲୋକପ୍ରିୟ ହେଇଥାଏ I ଦେଖିବାକୁ ଗଲେ ସେ ତାଙ୍କ କମେଡି କ୍ୟାରିୟର ରେ 113 ଗୋଟି ଫିଲ୍ମ ରେ ଅଭିନୟ କରିସାରିଛନ୍ତି I ସେ ଏକ ବର୍ଷ ରେ 10 ରୁ ଅଧିକ ଫିଲ୍ମ ରେ ଅଭିନୟ କରିଛନ୍ତି I 2010 ରେ ଫିଲ୍ମ ଅତା ଲାପତା ପାଁଇ ସେ 5 କୋଟି ର I ଏହି କରଜ ଠିକ ରେ ଦେଇପାରି ନ ଥିଲେ I ଧୀରେ ଧୀରେ ଖରାପ ଅଭିନୟ ପ୍ରଦର୍ଶନ କୁ ନେଇ ସେ ଫିଲ୍ମ ଜଗତ ରେ ଫ୍ଲପ ହେଇଥିଲେ I ଏହା ପରେ ବର୍ତମାନ ସେ ନାନା ଆର୍ଥିକ ସମସ୍ୟା ଦେଇ ଗତି କରିଛନ୍ତି I