ସୁନ୍ଦରତା କଣ ଆପଣଙ୍କୁ ପଚରାଗଲେ ଆପଣ ଉତ୍ତର ଦେବେ ଯାହା ଆଖି କୁ ସୁନ୍ଦର ଦେଖା ଯାଇଥାଏ ତାହା ହିଁ ସୁନ୍ଦରତା ହେଇଥାଏ I ଅର୍ଥାତ ଯେଉଁ ଜିନିଷ ଆଖି କୁ ପସନ୍ଦ ଆସିଥାଏ I ତାହା କୁ ହିଁ ସୁନ୍ଦର କୁହାଯାଇଥାଏ I ପ୍ରକୃତି ରେ ଅନେକ ସୁନ୍ଦର ଜିନିଷ ରହିଛି I ଈଶ୍ୱର ଏହି ଦୁନିଆ ରେ ଅନେକ କିଛି ସୁନ୍ଦର ଜିନିଷ ର ନିର୍ମାଣ କରିଛନ୍ତି I
ଯଦି ସୁନ୍ଦର ସ୍ତ୍ରୀ ଙ୍କ ବିଷୟ ରେ ଆଲୋଚନା କରାଯାଇଥାଏ ତେବେ ପ୍ରଥମେ ଆମେ ବଲିଉଡ ର ଅଭିନେତ୍ରୀ ଙ୍କ ର ସୁନ୍ଦରତା ବିଷୟ ରେ ଆଲୋଚନା କରିଥାଉ I କିନ୍ତୁ ଆଜି ଆମେ ବଲିଉଡ ଛଡା ଜଣେ ଏପରି ଯୁବତୀ ଙ୍କ ବିଷୟ ରେ ଆଲୋଚନା କରିବୁ ଯାହା ଙ୍କ ସୁନ୍ଦରତା ଆଗ ରେ ବଲିଉଡ ର ଅଭିନେତ୍ରୀ ମାନେ ଫେଲ ମାରିବେ I
ସର୍ବଦା ଆପଣ ସୋସିଆଲ ମିଡ଼ିଆ ରେ କୌଣସି ନା କୌଣସି ସୁନ୍ଦର ଯୁବତୀ ଙ୍କ ର ଫୋଟୋ ଭାଇରଲ ହେବାର ଦେଖିଥାନ୍ତି I ଯେପରି ବିଗତ ଦିନ ରେ ପ୍ରିୟା ପ୍ରକାଶ ଙ୍କ ର ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଥିଲା I ପ୍ରିୟା ଙ୍କ ର ଫୋଟୋ FACEBOOK , WHATSAPP , TWITTER ଓ ଇନ୍ଷ୍ଟଗ୍ରାମ ଆଦି ରେ ଭାଇରଲ ହେଇଥିଲା I
ବର୍ତମାନ ସମୟ ରେ ପ୍ରିୟା ବାରିଆର ଙ୍କ ର ଫୋଟୋ ବି ଖୁବ ଜୋର ରେ ଭାଇରଲ ହେବାରେ ଲାଗିଛି I କିନ୍ତୁ ଆଜି ଆମେ ଏପରି ଜଣେ ଯୁବତୀ ଙ୍କ ବିଷୟ ରେ ଆଲୋଚନା କରୁଛେ ଯିଏ କି ଆଫଗାନିସ୍ତାନ ର ଜଣେ ଯୁବତୀ ଅଟନ୍ତି ଏବଂ ତାଙ୍କ ନାମ ନେଦା ବଫା ଅଟେ I
ଏହି ଆଫଗାନିସ୍ତାନ ଯୁବତୀ ମାତ୍ର 14 ବର୍ଷ ବୟସ ର ଅଟନ୍ତି I କିନ୍ତୁ ସୁନ୍ଦରତା ମାମଲା ରେ ସେ ବଲିଉଡ ର ଅଭିନେତ୍ରୀ ଙ୍କୁ ବି ପଛ ରେ ପକାଇବେ I ଲୋକେ ଏହି ଯୁବତୀ ଙ୍କୁ ସୁନ୍ଦରତା ର ରାଣୀ ନାମ ମଧ୍ୟ ଦେଇଛନ୍ତି I
ତେବେ ଦଙ୍ଗଲ ଗାର୍ଲ ଜୟରା ବର୍ତମାନ ଭାରତ ର କମ ବୟସ ର ସୁନ୍ଦରୀ ଅଟନ୍ତି I କିନ୍ତୁ ସେ ଏହି 14 ବର୍ଷୀୟ ଆଫଗାନିସ୍ତାନ ଯୁବତୀ ଙ୍କ ର ସୁନ୍ଦରତା ସମୁଖ ରେ ଫେଲ ମାରିବେ I
ଏହି ଆଫଗାନି ଯୁବତୀ ଙ୍କ ର ସୁନ୍ଦରତା ରେ କୌଣସି ମେକାପ ର ବି ଆବଶ୍ୟକ ରହି ନ ଥାଏ I ଏବଂ ସୋସିଆଲ ମିଡ଼ିଆ ରେ ତାଙ୍କ ର ଫୋଟୋ ଖୁବ ଭାଇରଲ ହେବାରେ ଲାଗିଛି I
ନେଦା ଆଫଗାନିସ୍ତାନ ର କାବୁଲ ଅଂଚଳ ରେ ରୁହନ୍ତି ଏବଂ ସେ ସୁନ୍ଦର ଯେପରି ଜଣେ ଲୋକପ୍ରିୟ ସିଙ୍ଗର ମଧ୍ୟ ସେହିପରି ଅଟନ୍ତି I
ନେଦା ଙ୍କ ର ସୁନ୍ଦରତା ର ପ୍ରଶଂସା ସବୁଆଡେ ଦେଖିବାକୁ ମିଳୁଛି I କିନ୍ତୁ ସେ ବର୍ତମାନ ପାଠ ପଢୁଛନ୍ତି ଏବଂ କିଛି ଫିଲ୍ମ ରେ ବି ସେ କାମ କରିସାରିଛନ୍ତି I ଏବଂ ଆଗାମୀ ସମୟ ରେ ଅଭିନେତ୍ରୀ ହେବା ର ସ୍ବପ୍ନ ରହିଛି I ଆଗାମୀ ସମୟ ରେ ସେ ଆଫଗାନିସ୍ତାନ ର ଜଣେ ସଫଳ ଅଭିନେତ୍ରୀ ରୂପେ ଲୋକପ୍ରିୟ ମଧ୍ୟ ହେଇପାରିବେ I