( ବାସି ରୁଟି )- କେବେ ଖାଇଛନ୍ତି କି! ଜାଣନ୍ତୁ ଆଶ୍ଚର୍ଯ୍ୟ ଜନକ ଫାଇଦା, କେବଳ Odia ଭାଇ ମାନଙ୍କ ପାଇଁ

ନମସ୍କାର ବନ୍ଧୁଗଣ ବାସି ରୁଟିକୁ ବୋହୁତ ଲୋକ ବେକାର ବୋଲି ଭାବିଥାନ୍ତି। କିନ୍ତୁ ଆପଣମାନେ ଜାଣିନାହାଁନ୍ତି ବାସି ରୁଟି ଟି ଆମ ଶରୀର ପାଇଁ କେତେ ଲାଭଦାୟକ ଏବଂ କେତେ ହିତକାରୀ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା।

ପ୍ରାୟତଃ ଲୋକଙ୍କ ଘରେ ଯେବେବି ରାତ୍ରି ସମୟରେ ଯଦି ରୁଟି ବଳି ପଡ଼ିଥାଏ ତାକୁ ପ୍ରାୟତଃ ଆମେମାନେ ଫୋପାଡ଼ି ଦେଇଥାଉ କିନ୍ତୁ ବୋହୁତ ଲୋକ ଏହା ଜାଣନ୍ତି ନାହିଁ କି ବାସି ରୁଟି ଆପଣଙ୍କ ସ୍ଵସ୍ଥ ପାଇଁ ବୋହୁତ ଅଧିକ ଚମତ୍କାରି ଲାଭ ଦେଇଥାଏ। ଏହାର ଲାଭ ଜାଣିଲେ ଆପଣମାନେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଥିପାଇଁ ଆପଣମାନେ କେବେବି ରାତିରେ ବଳି ପଡ଼ିଥିବା ରୁଟିକୁ ଫୋପାଡନ୍ତୁ ନାହିଁ। ତାହାକୁ ସକାଳେ ଟିଫିନ୍ ରେ ବ୍ୟବହାର କରନ୍ତୁ। ଯଦି ଆପଣ ସକାଳର ଟିଫିନ୍ ରେ ବସି ରୁଟିର ବ୍ୟବହାର କରୁଛନ୍ତି ତେବେ ଆପଣ ପୁରା ଦିନ ଏନର୍ଜେଟିକ୍ ରହିଥାନ୍ତି। କାରଣ ବାସି ରୁଟିରେ ବୋହୁତ ଅଧିକ ଫାଇବର ରହିଥାଏ ଏହାଦ୍ବାରା ଆପଣଙ୍କୁ ଭୋକ ବି କମ୍ ଲାଗିଥାଏ ଏବଂ ଯେଉଁ ଲୋକର ଓଜନ ଅଧିକ ହୋଇଥାଏ ସେମାନଙ୍କ ୱେଟ୍ ଲସ୍ ବି ଅଧିକ ହୋଇଥାଏ।

ପୂର୍ବରୁ ତ ପାୟ ସାବୁଲୋକ ବାସି ରୁଟିକୁ ସକାଳୁ ହିଁ ଖାଉଥିଲେ ସେଥିପାଇଁ ସୁସ୍ଥ ରହୁଥିଲେ ଓ ତାଙ୍କର ପେଟ ବି ବାହାରକୁ ବାହାରୁ ନଥିଲା। କିନ୍ତୁ ଆଜିକାଲିର ବୋହୁତ ଲୋକ ପେଟ ବାହାରକୁ ବାହାରିବାର ସମସ୍ୟା ପାଇଁ ଚିନ୍ତିତ ରହୁଛନ୍ତି ଯଦି ଆପଣ ପ୍ରତିଦିନ ସକାଳେ ବାସି ରୁଟି ଖାଇଥାନ୍ତି ଏହାଦ୍ବାରା ଆପଣଙ୍କ ଭୋଜନ ହଜମ ହେବାରେ ଅଧିକ ସାହାଯ୍ୟ ମିଳିଥାଏ। ଏହାଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ବି ଭଲ ରହିଥାଏ କିନ୍ତୁ ଦେଖନ୍ତୁ ଏହାକୁ ଯେପରି ଇଚ୍ଛା ସେପରି ଖାଇବେ ନାହିଁ। ବସି ରୁଟିକୁ ସର୍ବଦା କ୍ଷୀରରେ ପକାଇ ଛୋଟ ଛୋଟ କରି ଖାଇବା ଉଚିତ୍। ଯଦି ଆପଣ ସକାଳ ସମୟରେ ବାସି ରୁଟିକୁ ରେଗୁଲାର ଖାଉଛନ୍ତି ତ ଏହାଦ୍ବାରା ଆପଣଙ୍କୁ ଅଗଣିତ ଲଭ ମିଳିଥାଏ।

ପ୍ରଥମ ଲାଭ
ଆପଣଙ୍କର କେବେବି ପେଟଜନିତ ସମସ୍ୟା ଦେଖାଯାଇ ନଥାଏ ଏହା ଦ୍ୱାରା ପାଞ୍ଚନ କ୍ରିୟାଟି ଭଲ ହୋଇଥାଏ କାହିଁକି ନା ଏଥିରେ ବହୁତ ପରିମାଣର ଫାଇବର ମିଳିଥାଏ |

ଦ୍ୱତୀୟ ଲାଭ
ଆପଣ ପୁରା ଏନର୍ଜିକ ରହିଥାନ୍ତି ଆଳସ୍ୟ ଅନୁଭବ କରିନଥାନ୍ତି ଏହି ବାସି ରୁଟିକୁ ଖିରରେ ପକାଇ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ବହୁତ ଅଧିକ ଶକ୍ତି ମିଳିଥାଏ |

ତୃତୀୟ ଲାଭ
ଏହାର ଲାଭ ବ୍ଲଡ଼ ପ୍ରେସର ରୋଗୀମାନେ ଉଠାଇଥାନ୍ତି ଆଜିକାଲି ବହୁତ ଲୋକ ବ୍ଲଡ଼ ପ୍ରେସର ଜନିତ ସମସ୍ୟାରେ ପୀଡିତ ଅଛନ୍ତି ତ ଦେଖନ୍ତୁ କି ଆପଣ ପ୍ରତିଦିନ ଖିରରେ ବାସି ରୁଟିକୁ ଖାଇବା ଦ୍ୱାରା ଆପଣଙ୍କ ବ୍ଲଡ଼ ପ୍ରେସର ନିୟନ୍ତ୍ରିତ ହୋଇଥାଏ ଓ ଏହା ସମ୍ବନ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଥାଏ |

ଚର୍ତୁଥ ଲାଭ
ଏହାର ଲାଭ ଡାଇବେଟିସ ରୋଗୀମାନେ ଭି ଉଠାଇଥାନ୍ତି ଯେଉଁ ଲୋକଙ୍କୁ ଡାଇବେଟିସ ର ସମସ୍ୟା ରହିଛି ସେମାନଙ୍କୁ ସର୍ବଦା ଖିରରେ ମିଠାର ବ୍ୟବହାର ନ କରି କେବଳ ବାସି ରୁଟି ପକାଇ ଖାଇବା ଦ୍ୱାରା ସୁଗାର ର ଲେବେଲ କଣ୍ଟ୍ରୋଲ ହୋଇଥାଏ |

ପଞ୍ଚମ ଲାଭ
ଏହାର ଲାଭ ଦୁର୍ବଳ ଲୋକଙ୍କ ପାଇଁ ଖୁବ ଭଲକାମ କରିଥାଏ ଯେଉଁ ଲୋକ ବହୁତ ଅଧିକ ଦୁର୍ବଳ ଓ ପତଳା ରହିଥାନ୍ତି ଓ ଶାରୀରିକ ଶକ୍ତି ସେମାନଙ୍କର କମ ଥାଏ ଓ ପ୍ରାୟତଃ ସେମାନେ ରୋଗ ରେ ପଡ଼ିଥାନ୍ତି ତ ସେମାନଙ୍କୁ ପ୍ରତିଦିନ ସଖାଳେ ବାସି ରୁଟି ସହିତ କ୍ଷୀର ମିସାଇକରି ଖାଇବା ନିହାତି ଆବଶ୍ୟକ ଏହା ଦ୍ୱାରା ସେମାନଙ୍କର ରୋଗ ଶୀଘ୍ର ଭଲ ହୋଇଥାଏ ଓ ତାଙ୍କର ଶାରୀରିକ ଶକ୍ତି ଭି ବଢିଥାଏ ବାସି ରୁଟି କୁ ଭିଟାମିନ ପ୍ରୋଟିନ ଓ ଫାଇବର ର ଗନ୍ତା ଘର ବୋଲି ବିଚାର କରାଯାଏ |

ପୁରୁଣା ସମୟରେ ସମସ୍ତେ ଲୋକେ ଏହାର ସେବନ କରୁଥିଲେ ଏଥିପାଇଁ ସେମାନଙ୍କୁ ଅତି ସହଜରେ କୌଣସି ରୋଗ ହେଉନଥିଲା ତ ଏବେଠାରୁ ହିଁ ଆପଣ ଏହାର ସେବନ କରିବା ଆରମ୍ଭ କରି ଦିଅନ୍ତୁ ବାସି ରୁଟିକୁ କେବେବି ନଷ୍ଟ କରନ୍ତୁ ନାହିଁ ଓ ଏହାର ଲାଭ ଉଠାନ୍ତୁ ଯେପରି ଆପଣ ଜାଣିଥିବେ କି ସଯ ବେଲପତ୍ର ଅପେକ୍ଷା ବାସି ବେଲପତ୍ର ଅଧିକ ପାୱାରଫୁଲ ହୋଇଥାଏ ସେହିପରି ବାସି ରୁଟିକୁ ମଧ୍ୟ ଅଧିକ ମୂଲ୍ୟବାନ ବିଚାର କରାଯାଏ ତେବେ ମନେ ରଖିବେ କି ବାସି ରୁଟି କୁ କେବଳ କ୍ଷିରଦ୍ୱାରା ମିଶାଇ ଖାଇବା ଦ୍ୱାରା ଏହାର ଆଶ୍ଚର୍ଯ୍ୟଜନକ ଫାଇଦା ପାଇ ପାରିବେ |