୬୩ ବର୍ଷ ବୟସରେ ମଧ୍ୟ ବହୁତ ଫିଟ ଅଛନ୍ତି ରୀତିକ ରୋଶନ ଙ୍କର ମା; ଫୋଟୋ ଦେଖି ଭାବିବେ ତାଙ୍କ ବଡ ଭଉଣୀ

ରୀତିକ ରୋଶନ ବଲିଉଡ ରେ ସବୁଠାରୁ ଫିଟ ଅଭିନେତା ଭାବରେ ପରିଚିତ I ତାଙ୍କ ର ଫିଟ ବଡି କୁ ଦେଖିକି କେହି ବି ଝିଅ ତାଙ୍କ ର ଦିୱାନା ହେଇଯିବେ I ରୀତିକ ରୋଶନ ଙ୍କ ର ବର୍ତମାନ ବୟସ 44 ବର୍ଷ ଓ ଏହା ସହ ସେ ଦୁଇ ପିଲା ଙ୍କ ବାପା ମଧ୍ୟ I ରୀତିକ ରୋଶନ ସର୍ବଦା ନିଜ ଫିଟ୍ନେସ ପ୍ରତି ଧ୍ୟାନ ଦେଇଥାନ୍ତି I

ରୀତିକ ରୋଶନ ଙ୍କ ର ବିଶେଷ କଥା ହେଲା କି ସେ ନିଜ କୁ ଫିଟ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ଫିଟ ରହିବା ପାଁଇ କହିଥାନ୍ତି I ଏବଂ ଉଦାହରଣ ରେ ରୀତିକ ରୋଶନ ଙ୍କ ମା ଙ୍କୁ ହିଁ ଦେଖନ୍ତୁ ଅନେକ ଲୋକେ ତ ତାଙ୍କ ମା ଙ୍କୁ ରୀତିକ ରୋଶନ ଙ୍କ ବଡ଼ ଭଉଣୀ ପରି ଭାବିଥାନ୍ତି I

ୟାଙ୍କ ସହ ଦେଖା ହୁଅନ୍ତୁ , ଏ ହେଉଛନ୍ତି ରୀତିକ ରୋଶନ ଙ୍କ ର ମା ପିଙ୍କି ରୋଶନ
63 ବର୍ଷ ବୟସ ରେ ମଧ୍ୟ ତାଙ୍କ ମା ଏତେ ଫିଟ ଅଛନ୍ତି କି କେହି ଦେଖିକି ତାଙ୍କ ବୟସ କୁ ଅନୁମାନ କରିପାରିବେ ନି I ପୂର୍ବ ରୁ ରିତୀଙ୍କ ଙ୍କ ମା ଙ୍କ ର ଅଧିକ ଓଜନ ଥିଲା କିନ୍ତୁ ରିତୀଙ୍କ ଙ୍କ କହିବା ଅନୁସାରେ ତାଙ୍କ ମା ସମ୍ପୂର୍ଣ ଫିଟ ଦେଖାଯାଉଛନ୍ତି I

ପିଙ୍କି ରୋଶନ ନିଜ ଫିଟ୍ନେସ କୁ ନେଇ ବେଶ ସଜାଗ ରହିଛନ୍ତି ଏବଂ ଅନେକ ସମୟ ରେ ରୀତିକ ଜିମ ଯିବା ପାଁଇ ଓ ଫିଟ ରହିବା ପାଁଇ ତାଙ୍କ ମା ତାଙ୍କୁ ଉପଦେଶ ଦେଇଥାନ୍ତି I

ସୂଚନା ଅନୁସାରେ ପିଙ୍କି ରୋଶନ ବଡି ପାୱାର ପ୍ର ଫିଟ୍ନେସ ଏକ୍ଜିବିସନ ରେ (2014 ୟୁ .କେ ) ରେ ଭାଗ ନେଇଥିଲେ I ଏବଂ ଏହିଠାରେ ସେ ଲୋକଙ୍କୁ ଫିଟ ନେସ ସମ୍ବନ୍ଧିତ ଟିପ୍ସ ଦେବାର ଦେଖିବାକୁ ମିଳିଛି I

ମା ଙ୍କ ଛଡା ରୀତିକ ରୋଶନ ତାଙ୍କ ଭଉଣୀ ସୁନେନା ଙ୍କୁ ମଧ୍ୟ ଓଜନ କମ କରିବା ର ଅନେକ ସମୟ ରେ କହିଥାନ୍ତି ଓ ଟିପ୍ସ ଦେଇଥାନ୍ତି I