ବେଙ୍ଗଲୁର ରେଳ ଷ୍ଟେସନରେ କ୍ୟାମେରା ରେ କୈଦ ହେଲା ଭୁତ, ନିଜ ରିସ୍କ ଦେଖନ୍ତୁ ଏହି ଭିଡ଼ିଓ

ସୋସିଆଲ ମିଡ଼ିଆ ଆଜିକା ସମୟ ରେ ଏକ ଖବର ପ୍ରସାର ର ବଡ଼ ମାଧ୍ୟମ ହେଇଗଲାଣି I ଅଧିକାଂଶ ଲୋକେ ନିଜ ର ଫୋଟୋ ଓ ଭିଡ଼ିଓ ବି ସେୟାର କରିଥାନ୍ତି I ତେବେ କିଛି ଭିଡିଓ ଏପରି ବି ହେଇଥାଏ ଯାହା କୁ ବହୁଳ ମାତ୍ରା ରେ ଭାଇରଲ ହେଇଥାଏ I ଆପଣ ବି ଅନେକ ଭୁତ ଙ୍କୁ ଦେଖିଥିବେ ଏବଂ ଏପରି ଅନେକ କାହାଣୀ ବି ଶୁଣିଥିବେ କିନ୍ତୁ ଶୁଣିବାକୁ ମଜା ଆସିଥାଏ ଆପଣ ଅନେକ ଏପରି କାହାଣୀ ଆଶ୍ଚଯ୍ୟ ବି ହେଇଥିବେ I

ତେବେ ଏହି କାହାଣୀ ଶୁଣିବା ପରେ ଅନେକ ଲୋକେ ରାତି ରେ ଡରିଯାଇଥାନ୍ତି ମଧ୍ୟ I ଏବଂ କିଛି ଲୋକଙ୍କ ର କହିବା ଅନୁସାରେ ଏ ସବୁ ବେକାର କଥା I ତେବେ ଏଠାରେ ଆଜି ଭାଇରଲ ହେଇଥିବା ଏହି ଭିଡ଼ିଓ ଜ୍ଞ ଦେଖି ଆପଣ ବି ଡରିଯିବେ କାରଣ ବ୍ୟଙ୍ଗଲୋର ର ଏହି ଷ୍ଟେସନ ରେ ଏହି ଘଟଣା କୁ ଦେଖି ଆପଣ ବି ଜାଣିପାରିବେ ସତ ରେ ଭୁତ ଅଛନ୍ତି I

ଏଠାରେ ଘଟିଥିବା ସମ୍ପୂର୍ଣ ଘଟଣା କ୍ୟାମେରା ରେ କୈଦ ହେଇଚି I ନଚେତ ଭୁତ କଥା ରେ ଲୋକେ ବିଶ୍ବସ କରନ୍ତେ ନାହିଁ I ଏଠାରେ ଜଣେ ଯୁବକ ଅନେକ ସମୟ ପର୍ଯ୍ୟନ୍ତ ବୁଲୁଚି ଏବଂ ଏହା ପରେ ଆସି ଏକ ଜାଗା ରେ ବସିଯାଉଛି I

ଏହା ପରେ ମୋବାଇଲ ରେ ବ୍ୟସ୍ତ ରହୁଛି I ଆପଣ ବି ଦେଖନ୍ତୁ ଜାଣିପାରିବେ ଧ୍ୟାନ ଦେଇ ଦେଖିଲେ ଜାଣିପାରିବେ କି ଏଠାରେ କଣ ଘଟୁଛି I

ଦେଖନ୍ତୁ ଭିଡିଓ