ବନ୍ଧୁମାନେ , ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ସମ୍ପର୍କ ରେ ଅବଗତ କରାଇବାକୁ ଯାଉଛୁ ଯାହାକୁ ଜାଣି ପାଁଇ ଆଶ୍ଚଯ୍ୟ ଚକିତ ହେଇଯିବେ | ଏହି ଘଟଣା ଟି ଦିଲ୍ଲୀ ରେଡ ଲାଇଟ ଏରିଆ ର | ଯେଉଁଠାରେ ଗୋଟେ ପୁଅ ନିଜ ଯୌନ ପିପାସା କୁ ମେଣ୍ଟାଇବାକୁ ଯାଇଥିଲା \ କିନ୍ତୁ ସେହି ଯୁବକ ଯେତେବେଳେ ସେଠାରେ ପହଂଚିଗଲା ତ ସେ ସେଠାରେ ଯାହା ଦେଖିଲା ବହୁତ ଆଶ୍ଚଯ୍ୟ କର ଘଟଣା ଥିଲା |
ଏହି ଯୁବକ ବିହାର ର ବାବୁ ସରାୟ ର ରହୁଥିବା ର ଜଣ ଯାଇଛି , ଏବଂ ତାଙ୍କ ର ନାମ ସନ୍ଦୀପ (ଛଦ୍ମ ନାମ) ସନ୍ଦୀପ ଯେତେବେଳେ ରେଡି ଲାଇଟ ଏରିଆ ରେ ଅଶୋକ ଖାଲିପା ଙ୍କ ପାଖକୁ ଯାଇଥିଲେ ସେ ସେଠାରେ ଏକ ଝିଅ କୁ ଖିଜିଥିଲେ ଏବଂ ସେଠାରେ ଝିଅଙ୍କୁ ଡକା ଗଲା ତ ସନ୍ଦୀପ ଯାହା ଦେଖିଲେ ତାଙ୍କ ହୋସ ଉଡ଼ିଗଲା I
ସନ୍ଦୀପ ଦେଖିଲେ କି ସେ ଝିଅ ଙ୍କ ମଧ୍ୟ ରେ ତାଙ୍କ ଭଉଣୀ ମଧ୍ୟ ଅଛନ୍ତି ଯିଏ କି ଅନେକ ସମୟ ପୂର୍ବ ରୁ ନିଖୋଜ ହେଇଯାଇଥିଲେ , ଝିଅ ଟି ର ନାମ ପ୍ରିୟଙ୍କା (ଛଦ୍ମ ନାମ) I ସନ୍ଦୀପ ପ୍ରିୟଙ୍କା ଦୁହେଁ କଥା କଥିତ ଭାଇ ଭଉଣୀ ଅଟନ୍ତି I ଏହା ପରେ ସନ୍ଦୀପ ପ୍ରିୟଙ୍କା ଙ୍କ ସହ ରୁମ କୁ ଯିବାକୁ ନିଷ୍ପତି କରିଥିଲା I
ଯେତେବେଳେ ଦୁହେଁ ରୁମ କୁ ଗଲେ ତ ଦୁହେଁ ଭଲ ଭାବ ରେ ପରିଚିତ ହେଇଥିଲେ ଏବଂ ସନ୍ଦୀପ ସମ୍ପୂର୍ଣ ଘଟଣା ଜାଣିବାକୁ ପାଇଲେ I ସେ ଜାଣିଲେ କି ଅଶୋକ ଖାଲିପ ତାଙ୍କ ଭଉଣୀ ଙ୍କୁ ଜବରଦସ୍ତି ଏଠାକୁ ଆଣିଛନ୍ତି I ସନ୍ଦୀପ ପ୍ରିୟାଙ୍କ କହିଲେ କି ସେ ତାଙ୍କୁ ଏଠାରୁ ଶୀଘ୍ର ନେଇଯିବେ I
ସନ୍ଦୀପ ଏହି ସବୁ କଥା ପ୍ରିୟଙ୍କା ଙ୍କ ଘର ଲୋକଙ୍କୁ କହିଥିଲେ ଓ ସମ୍ପୂର୍ଣ ଘଟଣା ବିଷୟ ରେ ଜାଣିବାକୁ ପାଇଥିଲେ ଏବଂ ସନ୍ଦୀପ ପୋଲିସ ସହ ମିଶି ଏକ ପ୍ଲାନ କରିଥିଲେ I
ସନ୍ଦୀପ ପୁଣି ଠାରେ ସେହି ସ୍ଥାନ କୁ ଯାଇଥିଲେ ଓ ବେସ୍ୟା ରୂପେ ପ୍ରିୟଙ୍କା ଙ୍କୁ ନେଇ ରୁମ କୁ ଯାଇଥିଲେ ଓ ଭିତରକୁ ଯାଇ ପୋଲିସ କୁ ଖବର ଦେଇଥିଲେ , ଠିକ 5 ମିନିଟ ରେ ପୋଲିସ ପହଞ୍ଚିଥିଲା I ଏବଂ ପ୍ରିୟଙ୍କା ସେହି ଦଲାଲ ଙ୍କ ଠାରୁ ଉଦ୍ଧାର ପାଇଥିଲେ I
ବେଶ୍ୟାର ସନ୍ଧାନରେ ଯାଇ ପହଁଚିଲେ କୋଠିରେ ଏହି ଯୁବକ, ସେଠାରେ ମିଳିଗଲା ତାଙ୍କୁ ତାଙ୍କ ନିଜ ଭଉଣୀ; ଆଉ ତାପରେ ହେଲା ହୋସ ଉଡେଇଲା ପରି ଘଟଣା!
