ଇନ୍ଦିରା ଗାନ୍ଧୀ ଙ୍କର ମୃତ୍ୟୁର ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ ମୋଦିଙ୍କ ବିଷୟରେ ବି କରିଲେ ଭବିଷ୍ୟବାଣୀ, ଶୁଣିଲେ ଝଟକା ଲାଗିବ

କୌଣସି ଜୋତିଷ ବିତ ଙ୍କୁ ଯଦି କୌଣସି ଭବିଷ୍ୟବାଣୀ ବିଷୟ ରେ କିଛି ସଂକେତ ମିଳିଥାଏ ତେବେ ସେମାନେ ଲୋକ ଙ୍କୁ ଏହା ଜଣାଇଥାନ୍ତି I ଆଗାମୀ ସମୟ ରେ ହେବାକୁ ଥିବା ଘଟଣା କୁ ନେଇ ସଠିକ ଅନୁମାନ କରିବା କୁ ଭବିଷ୍ୟବାଣୀ ହିଁ କୁହାଯାଇଥାଏ I

ଯେପରି କି ଆପଣ ଜାଣିଥିବେ ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀ ଙ୍କ ର ମୃତ୍ୟୁ କୁ ନେଇ ସେହି ସମୟ ରେ ଏକ ଭବିଷ୍ୟବାଣୀ ହେଇଥିଲା I ଏବଂ ଏହି ଭବିଷ୍ୟବାଣୀ ସମ୍ପୂର୍ଣ ସଠିକ ବୋଲି ଆକଳନ କରାଯାଇଥିଲା I ଏହି ଜୋତିଷ କରିଥିବା ଭବିଷ୍ୟବାଣୀ ପରେ ଭାରତ ରେ ସେ ଅନେକ ସୁପରିଚିତ ହେଇପାରିଥିଲେ I କାରଣ ଏହି ପଣ୍ଡିତଜି ପୁଣି ନରେନ୍ଦ୍ର ମୋଦି ଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି I

କଣ ରହିଛି ପ୍ରଧାନମନ୍ତ୍ରୀ ମୋଦି ଙ୍କ ବିଷୟ ରେ ଭବିଷ୍ୟବାଣୀ
ଯେଉଁ ଜୋତିଷ ଙ୍କ ବିଷୟ ରେ ଆମେ ଏଠାରେ ଆଲୋଚନା କରୁଛେ ତାଙ୍କ ନାମ ହେଉଛି ହରିଦୟାଲ ମିଶ୍ର I ସେ ଅଯୋଧ୍ୟା ରେ ରୁହନ୍ତି I ଏହି ଜୋତିଷ ହିଁ ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀ ଙ୍କ ର ମୃତ୍ୟୁ କୁ ନେଇ ଭବିଷ୍ୟବାଣୀ କରିଥିଲେ I ଏବଂ ଏହା କୁ ନେଇ ସିବିଆଇ ତଦନ୍ତ ମଧ୍ୟ ହେଇଥିଲା I

ପୁଣି ଠାରେ ପଣ୍ଡିତ ହରିଦୟାଲ ମିଶ୍ର ବର୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିଷୟ ରେ ଅଜୟ ହେବାର ଭବିଷ୍ୟବାଣୀ କରିଛନ୍ତି I ଏବଂ ସେ କହିଛନ୍ତି ଏହା ମଧ୍ୟ କହିଛନ୍ତି କି ଜୀବନ ରେ କେବେ ହେଲେ ନରେନ୍ଦ୍ର ମୋଦି କୌଣସି ନିର୍ବାଚନ ରେ ପରାଜିତ ହେବେ ନାହିଁ I ଯଦି ଏହି ଜୋତିଷ ଙ୍କ ର ଭବିଷ୍ୟବାଣୀ ସତ୍ୟ ବୋଲି ପ୍ରମାଣିତ ହେଉଛି ତେବେ ମୋଦି ଙ୍କ ର ପ୍ରଶଂସକ ଙ୍କ ପାଁଇ ଏହା ବଡ଼ ଖୁସି ଖବର ଅଟେ I

ଏହି ପଣ୍ଡିତ ଜି ରାହୁଲ ଗାନ୍ଧୀ ଙ୍କୁ ନେଇ ମଧ୍ୟ ଏକ ଭବିଷ୍ୟବାଣୀ କରିଛନ୍ତି I ତାଙ୍କ ଭବିଷ୍ୟବାଣୀ ଅନୁସାରେ ରାହୁଲ ଗାନ୍ଧୀ ଙ୍କ ର ବର୍ତମାନ ସମୟ ଭଲ ନାହିଁ I ତେଣୁ ରାହୁଲ ଗାନ୍ଧୀ ପ୍ରତୋକ କାର୍ଯ୍ୟ କୁ ବୁଝି ବିଚାରି ହିଁ କରିବା ଉଚିତ I ତେବେ ବର୍ତମାନ ସମୟ ରେ ରାହୁଲ ଗାନ୍ଧୀ ଙ୍କୁ ସବୁ କ୍ଷେତ୍ର ରେ ନିରବ ରହିବା ଉଚିତ I

ଜୋତିଷ ହରିଦୟାଲ ମିଶ୍ର ଏହା ମଧ୍ୟ କହିଛନ୍ତି କି ରାଜନୀତି କୁ ନେଇ ସେ କରିଥିବା ଭବିଷ୍ୟବାଣୀ ଅନେକ ଥର ପୂର୍ବ ରୁ ସତ ମଧ୍ୟ ହେଇଚି I