ଭାରତର ଏହି ମନ୍ଦିର ଉପରେ ପାକିସ୍ତାନୀ ସୈନିକ ମାନେ ପକାଇଲେ ୩୦୦୦ଟି ବୋମା…. ଏହାପରେ ଭଗବାନ କରିଲେ ଏପରି ଚମତ୍କାର, ହାତ ଯୋଡ଼ିଦେଲେ ପାକିସ୍ତାନ ସୈନିକ

ଭାରତ ର ଅନେକ ମନ୍ଦିର ରେ ଅନେକ ଚମତ୍କାରିତା ଦେଖିବାକୁ ମିଳିଥାଏ I ଭାରତ ଓ ପାକିସ୍ତାନ ମଧ୍ୟ ସଟା ଗ୍ରାମ ରହିଛି I ଏଠାରେ ଥିବା ମାଟେଶ୍ୱରୀ ତନୋଟ ରେ ମନ୍ଦିର ପୁରା ଭାରତ ରେ ପ୍ରସିଦ୍ଧ ଅଟେ I ନବରାତ୍ରି ରେ ଏଠାକୁ ସାରା ଦେଶ ର ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟା ରେ ଭକ୍ତ ଆସିଥାନ୍ତି I

ଏଠାରୁ ପାକିସ୍ତାନ ବଡ଼ର ମାତ୍ର 20 କିମି ଦୂର ଅଟେ I 1965 ରେ ଏଠାରେ ଯୁଧ୍ୟ ସମୟ ରେ ମାତା ଙ୍କ ର ଚମତ୍କାରିତା ସମୁଖ ରେ ପାକିସ୍ତାନ ହାର ମାନିଥିଲା I ପାକିସ୍ତାନ ବ୍ରିଗେଡିଅର ସହାନବଜ ଖାଁ , ଭାରତ ସରକାର ଙ୍କ ଠାରୁ ଏହି ମନ୍ଦିର ପରିଦର୍ଶନ ପାଁଇ ଅନୁମତି ନେଇଥିଲେ I ଏବଂ ସେ ମାତା ଙ୍କ ର ଏହି ପ୍ରତିମା ର ଦର୍ଶନ କରିଛନ୍ତି I ଏବଂ ମାତା ଙ୍କୁ ଚାନ୍ଦି ର ଏକ ଛତ୍ର ବି ଅର୍ପଣ କରିଥିଲେ I ସୀମା ସୁରକ୍ଷ୍ୟା ବଳୟ ର ଯବାନ ଙ୍କ ସହ ଦେଶ ର ଅନେକ ସ୍ଥାନ ରୁ ଏଠାକୁ ଭକ୍ତ ମାନେ ଆସିଥାନ୍ତି I ଏବଂ ଏହି ମନ୍ଦିର ର ସବୁ ଦାଇତ୍ୱ BSF ଯବାନ ଙ୍କ ର ଅଟେ I

ଭାରତ , ପାକିସ୍ତାନ ମଧ୍ୟ ରେ ହେଇଥିବା 1965 ଓ 1971 ଯୁଧ୍ୟ ସମୟ ପାକିସ୍ତାନ ତରଫରୁ ବୋମାମାଡ଼ ହେଇଥିଲା କିନ୍ତୁ ପ୍ରାୟ 3000 ବୋମା ଏଠାରେ ପଡି ଫୁଟି ନ ଥିଲା I ଏହି ବୋମା ଆଜି ବି ମନ୍ଦିର ରେ ରଖା ଯାଇଛି I ଏଠାରେ ମାତା ଙ୍କ ର ପୂଜା ଯବାନ ମାନେ କରିଥାନ୍ତି I

ମାଟେଶ୍ୱରୀ ତନୋଟ ରାୟ ମନ୍ଦିର ରେ ମାତା ଙ୍କ ର ପୂଜା BSF ଯବାନ ମାନେ ହିଁ କରିଥାନ୍ତି I ବର୍ତମାନ ଏହା 139 ର ବାହି ରଂଗଡ଼ , ମାଟେଶ୍ୱରୀ ତନୋଟ ମନ୍ଦିର ଆଦି ରହିଛି I ଏଠାରେ ଭକ୍ତ ମାନେ ରୁମଲ ବାନ୍ଧି ନିଜ ର ମନୋକାମନା ମାତା ଙ୍କୁ ଜଣାଇଥାନ୍ତି I