ଭକ୍ତିକୁ ଛାଡି ଏହି ହିରୋଇନ କୁ ବିବାହ କଲେ Aadi, ଫୋଟୋ ଆସିଲା ସାମ୍ନାକୁ ଦେଖନ୍ତୁ

ଓଲିଉଡ଼ ର ଜବରଦସ୍ତ ଆକ୍ଟର ଅମର ଓ ଜେସି ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ | ତେବେ ତୁ ମୋ ଜୀବନସାଥି ସିରିଏଲ ରେ ଅଭିନୟ କରୁଥିବା ଲିଡ଼ ନାୟକ ଓ ଲିଡ଼ ନାୟିକା ଅମର ଓ ଜେସି ଗତ ତିନି ବର୍ଷ ହେବ ଏଇ ସିରିଏଲ ରେ କାମ କରି ଆସୁଛନ୍ତି | ଓଲିଉଡ଼ ର ଜବରଦସ୍ତ ଯୋଡି ଅମର ଓ ଜେସି ତେବେ ଦର୍ଶକବନ୍ଧୁ ଆପଣ ତାଙ୍କର ଜବରଦସ୍ତ ଅଭିନୟ ଓ ରୋମାନ୍ସ କୁ ଏ ସିରିଏଲ ରେ ନିଶ୍ଚିତ ଭାବରେ ଦେଖିପାରୁଥିବେ |


ଏହା ଛାଡ ଆପଣମାନେ ଏ ଯୋଡିକୁ ଅଫ ସ୍କ୍ରିନ ରେ ମଧ୍ୟ ବହୁତ ଥର ଏକାଠି ଦେଖିଥିବେ ତେବେ ଜେସି ଓ ଅମର ଙ୍କ ଭିତରେ କିଛି ଭଲପାଇବା ସମ୍ପର୍କ ରହିଛି ବୋଲି ଚର୍ଚା ହୋଇଥିଲା ତେବେ ବର୍ତମାନ ସମୟରେ ଅମର ଜେସିଙ୍କୁ ଛାଡି ବିବାହ କରିଛନ୍ତି ପାୟଲ ପଟେଲ ଙ୍କୁ |

ତେବେ ଏଇଭଳି ଖବର ବର୍ତମାନ ସୋସିଆଲ ମିଡିଆରେ ଧୀରେ ଧୀରେ ଭାଇରଲ ହବାରେ ଲାଗିଛି | ତେବେ ବନ୍ଧୁଗଣ ପ୍ରକୃତ ଘଟଣା ଟି ହେଉଛି ଅମର ପାୟଲ କୁ ବିବାହ କରିଛନ୍ତି ରିଲ ଲାଇଫ ରେ ତ ରିଏଲ ଲାଇଫ ରେ ଅମର ଏ ପର୍ଯ୍ୟନ୍ତ ବିବାହ କରିନାହାନ୍ତି |

ତେବେ ଆଗାମୀ ଦିନମାନଙ୍କରେ ଅମର ଜେସିଙ୍କୁ ବିବାହ କରିବେ ନା ପାୟଲଙ୍କୁ ବିବାହ କରିବେ ଏ ବିଷୟରେ ସଠିକ ବିବରଣୀ ମିଳିନାହିଁ ତେବେ ବନ୍ଧୁଗଣ ଆପଣମାନଙ୍କୁ କଣ ଲାଗୁଛି ଆଗାମୀ ଦିନମାନଙ୍କରେ ଅମର ଜେସି ଙ୍କୁ ବିବାହ କରିବେ ନା ପାୟଲ ଙ୍କୁ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |