ଭାରତ-ଶ୍ରୀ ଲଙ୍କା ଓ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ପାଁଇ ଭାରତୀୟ ଦଳର ଘୋଷଣା, ଅନେକ ଧୂରନ୍ଦର ହେଲେ ବାହାର, ଏହି ବଡ ଖେଳାଳି ଫେରିଲେ ଦଳକୁ, ଦେଖନ୍ତୁ ପୁରା ଦଳ

ଭାରତୀୟ କ୍ରିକେଟ ଟିମ ଏକ ରାଷ୍ଟ୍ରୀୟ ଟିମ ଅଟେ I BCCI ଦ୍ୱାରା ଏହି ଟିମ ପରିଚାଳିତ ଅଟେ I ଭାରତୀୟ ଟିମ ଦୁଇ ଥର 1983 ଓ 2011 ରେ ହେଇଥିବା ବିଶ୍ୱକପ ରେ ବିଜୟ ହାସିଲ କରିଛନ୍ତି I ବର୍ତମାନ ସମୟ ରେ ଭାରତୀୟ କ୍ରିକେଟ ଟିମ ର କୋଚ ରବି ଶାସ୍ତ୍ରୀ ଅଟନ୍ତି I ଶ୍ରୀଲଙ୍କା ବିପକ୍ଷ ରେ ତିନି ଟି 20 ଓ ଅଷ୍ଟ୍ରେଲିଆ ବିପକ୍ଷ ରେ ହେବାକୁ ଥିବା ୱାନଡେ ମ୍ୟାଚ ର ସିରିଜ ରେ ଭାରତୀୟ ଟିମ ର କିଛି ବିଶେଷ ଖେଳାଳି ଙ୍କୁ ଦେଖିବା କୁ ମିଳିବ I

ଏହି ଖେଳାଳି ଙ୍କୁ ମିଳିନି ସୁଯୋଗ
ରୋହିତ ଶର୍ମା ଓ ମୋହମ୍ମଦ ସାମୀ ଙ୍କୁ ଶ୍ରୀ ଲଙ୍କା ବିପକ୍ଷ ରେ ହେବାକୁ ଥିବା ମ୍ୟାଚ ରେ ସୁଯୋଗ ମିଳିନାହିଁ I ମୟଙ୍କ ଅଗ୍ରୱାଲ ଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ରେ ହେବାକୁ ଥିବା ୱାନଡେ ସିରିଜ ରେ ସ୍ଥାନ ମିଳିନାହିଁ I ମୟଙ୍କ ଅଗ୍ରୱାଲ ୱେଷ୍ଟଇଣ୍ଡିଜ ବିପକ୍ଷ ରେ ଖେଳାଯାଇଥିବା ୱାନଡେ ସିରିଜ ରେ ଟିମ ରେ ଯୋଗ ଦେଇଥିଲେ I ଅନ୍ୟପଟେ ଦୀପକ ଚାହାର ଓ ଭୁବନେଶ୍ୱର କୁମାର ଙ୍କୁ ଆଘାତ ଲାଗିବା କୁ ନେଇ ତାଙ୍କୁ ବିଶ୍ରାମ ଦିଆ ଯାଇଛି I

ସେହିପରି ମହେନ୍ଦ୍ର ସିଂ ଧୋନି ଓ ହାର୍ଦିକ ପାଣ୍ଡିଆ ଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ I ଟିମ ର ଚୟନ ହେବା ପୂର୍ବ ରୁ ଆଶା ରହିଥିଲା କି ଧୋନି ଓ ହାର୍ଦିକ ଙ୍କ ର ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ରେ ହେବାକୁ ଥିବା ସିରିଜ ରେ ନାମ ରହିବ I

ଏହି ଖେଳାଳି ଫେରିଛନ୍ତି
ବରିଷ୍ଠ ଖେଳାଳି ଯଶପ୍ରୀତ ବୁମରାହ ଓ ଶିଖର ଧାୱନ ଙ୍କୁ ଶ୍ରୀ ଲଙ୍କା ବିପକ୍ଷ ରେ ଟି 20 ସିରିଜ ରେ ଓ ଅଷ୍ଟ୍ରେଲିଆ ବିପକ୍ଷ ରେ ୱାନଡେ ସିରିଜ ରେ ଖେଳିବା କୁ ସୁଯୋଗ ମିଳିଛି I

ଶ୍ରୀ ଲଙ୍କା ବିପକ୍ଷ ରେ ଖେଳିବା କୁ ଥିବା ଭାରତୀୟ ଟିମ
କେଏଲ ରାହୁଲ , ଶିଖର ଧାୱନ , ବିରାଟ କୋହଲି , ଶ୍ରେୟସ ଅୟାର, ଋଷବ ପଂତ , ମନୀଷ ପାଣ୍ଡେ , ସଂଜୁ ସେମସ୍ନ , ଶିବମ ଦୁବେ , ରବୀନ୍ଦ୍ର ଜାଡେଜା , ୱାସିଂଟନ ସୁନ୍ଦର , ନବଦ୍ୱୀପ ,ସେନି ଯଶପ୍ରୀତ ବୁମରାହା , କୁଲଦୀପ ଯାଦବ , ୟୁଜବେନ୍ଦ୍ର ଚହଲ , ସାରଦୁଲ ଠାକୁର I

ଅଷ୍ଟ୍ରେଲିଆ ବିପକ୍ଷ ରେ ଖେଳିବା କୁ ଥିବା ଭାରତୀୟ ଟିମ
ରୋହିତ ଶର୍ମା , ଶିଖର ଧାୱନ , କେଏଲ ରାହୁଲ ,ବିରାଟ କୋହଲି , ଋଷବ ପଂତ , ଶ୍ରେୟସ ଅୟାର, ମନୀଷ ପାଣ୍ଡେ , କେଦାର ଯାଦବ , ରବୀନ୍ଦ୍ର ଜାଡେଜା , ଶିବମ ଦୁବେ , ଯଶପ୍ରୀତ ବୁମରାହ , କୁଲଦୀପ ଯାଦବ , ୟୁଜବେନ୍ଦ୍ର ଚହଲ, ନବଦ୍ୱୀପ ସେନି , ମୋହମ୍ମଦ ସାମୀ , ସାରଦୁଲ ଠାକୁର I