ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆସିବାର ୧୦ ଦିନ ପୁର୍ବରୁ ଆସିଲା ତାଙ୍କର ଏହି ଖାସ କାର, ଅମ୍ବାନୀ ଙ୍କ ପାଖରେ ବି ନାହିଁ ଏପରି ଗାଡି, ଗାଡିର ବିଶେଷତ୍ଵ ଜାଣିଲେ ସ୍ତବ୍ଦ ରହିଯିବେ …

ଯେତେବେଳେ କୌଣସି ଅନ୍ୟ ଦେଶ ର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଆମ ଦେଶ କୁ ଆସିଥାନ୍ତି ତ ସରକାର ତାଙ୍କ ର ସ୍ୱାଗତ ପାଁଇ ବିଶେଷ ପ୍ରସ୍ତୁତି କରିଥାନ୍ତି I ଯେବେ ଠାରୁ ନରେନ୍ଦ୍ର ମୋଦି ଆମ ଦେଶ ର ପ୍ରଧାନମନ୍ତ୍ରୀ ହେଇଥିଲେ ତ ସେବେଠାରୁ ଅନେକ ଦେଶ ତାଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି I ଅନେକ ସମୟ ରେ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ରେ ମଧ୍ୟ ଯାଇଥିଲେ ଏବଂ ଆଗାମୀ ସମୟ ରେ କିନ୍ତୁ ଟ୍ରମ୍ପ ଙ୍କ ର ଭାରତ ଆଗମନ ହେବାକୁ ଯାଉଛି I

ଟ୍ରମ୍ପ ଙ୍କ ପୂର୍ବ ରୁ ଭାରତ ପହଁଚିଲା ତାଙ୍କ ର କାର
ଆମେରିକା ର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ 24 ଓ 25 ଫ୍ରେବୁଆରି ଦୁଇ ଦିନ ପାଁଇ ଭାରତ ଗସ୍ତ ରେ ଆସୁଛନ୍ତି I ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ଙ୍କ ର ଏହା ପ୍ରଥମ ଭାରତ ଗସ୍ତ ଅଟେ I ତାଙ୍କ ର ସ୍ୱାଗତ ରେ ଅନେକ ନେତା ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ I ତେବେ ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ ଙ୍କ ର ଆଗମନ ପୂର୍ବ ରୁ ତାଙ୍କ ର କାର ପ୍ରେସିଡେଣ୍ଟସିଆଲ ଲିମୋଜିଂନ ଭାରତ ଆସିଯାଇଛି I 2018 ରେ ଏହି କାର କୁ ସିକ୍ରେଟ ସର୍ଭିସ ରେ ସାମିଲ କରାଯାଇଥିଲା I ଏହି ନୂଆ କାର କୁ ବିଷ୍ଟ 2.0 ନାମ ଦିଆ ଯାଇଛି I 2009 ରେ ଏହି କାର ର ନିର୍ମାଣ ହେଇଥିଲା I ତେବେ ଏହି ଗାଡି ଉପର କୁ କେହି ଯଦି ଆକ୍ରମଣ କରନ୍ତି ତେବେ ଏହି କାର କୌଣସି ଟ୍ୟାଙ୍କ ଠାରୁ କିଛି କମ ନୁହେଁ I

ଆମେରିକା ରାଷ୍ଟ୍ରପତି ଙ୍କ ର ଏହି ଅଧିକାରିକ କାର କୁ ସେବିରଲେଟ କମ୍ପାନୀ ନିର୍ମାଣ କରିଛି ଓ ବିଷ୍ଟ ଆମେରିକା ରାଷ୍ଟ୍ରପତି ଙ୍କ ର ଅଧିକାରୀକ କାର ଅଟେ I ବିଷ୍ଟ ପୂର୍ବ ରୁ ମଧ୍ୟ ଅନେକ କମ୍ପାନୀ ର କାର କୁ ରାଷ୍ଟ୍ରପତି ଙ୍କ ର ଅଫିସିଆଲ କାର ରୂପେ ସାମିଲ କରାଯାଇଥିଲା I 1930 ମସିହା ରେ ଆମେରିକା ର ଫେଡ଼ର୍ୱାଲ ସରକାର ରାଷ୍ଟ୍ରପତି ଏହି ଅଧିକାରିକ କାର ନିର୍ମାଣ କରିବା କୁ ମଞ୍ଜୁରୀ ଦେଇଥିଲେ I

ବିଷ୍ଟ ରାଷ୍ଟ୍ରପତି ଙ୍କ ର ସେହି କାର ଯାହା କୁ କିଛି ଦିନ ତଳେ ହିଁ ରାଷ୍ଟ୍ରପତି ଙ୍କ ର ସୁରକ୍ଷା କୁ ଧ୍ୟାନ ରେ ରଖି କଷ୍ଟମାଈଜ କରାଯାଇଛି I ଏହି ଗାଡି ର ମୂଲ୍ୟ 12 କୋଟି ଟଙ୍କା ଅଟେ I ଏଥିରେ 5 ଲିଟର ଇନ୍ଧନ ପଡ଼ିପାରିବ I ଏହି କାର କେବଳ 15 ସେକେଣ୍ଡ ରେ ହିଁ ଏହି କାର 60 କିମି ବେଗ ରେ ଗତି କରିବ I ଏହି ଗାଡି ରେ ରାଷ୍ଟ୍ରପତି ଙ୍କ ସହ 7 ଜଣ ଲୋକ ବସିଥାନ୍ତି I ଆମେରିକା ର ପୂର୍ବ ରାଷ୍ଟ୍ରପତି ବାରକ ଓବାମା ମଧ୍ୟ ଏହି ବିଷ୍ଟ କାର ରେ ହି ବ୍ୟବହାର କରୁଥିଲେ I ଏହି କାର କୁ ସିକ୍ରେଟ ସର୍ଭିସ ଏଜେଣ୍ଟ ରେ ମଧ୍ୟ ବ୍ୟବହାର କରାଯାଇଥାଏ I ଏହି କାର କୁ ଅନ୍ୟ ଦେଶ କୁ ଟ୍ରାନ୍ସପୋର୍ଟ କରିବା କୁ ହେଲେ ସି 17 ର ବ୍ୟବହାର କରାଯାଇଥାଏ I ସି – 17 ଭାରି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅଟେ I

ବିଷ୍ଟ ଗାଡି ର ଡ୍ରାଇଭର ମଧ୍ୟ ସିକ୍ରେଟ ସର୍ଭିସ ଏଜେଣ୍ଟ ହେଇଥାଏ I ଏବଂ ଏହି ଡ୍ରାଇଭର ଙ୍କୁ କିଛି ଟେଷ୍ଟ ଦେବାକୁ ହେଇଥାଏ I ଏହି ବିଷ୍ଟ କାର ରେ ନିକ ନେମ ରୋଡ଼ରନ୍ର ରହିଛି ଯାହା କି ମିଲିଟାରୀ ସେଟେଲାଇଟ ଦ୍ୱାରା କନେକଟ ଅଟେ I ଏହି କାର ରେ ଲାଗିଥିବା କାଚ ବୁଲେଟପୃଫ ଅଟେ I ଏହି ଗାଡି ର ଡ୍ରାଇଭର ଙ୍କ ପାଖ ରେ ଏକ ସାର୍ଟଗନ ରହିଛି I ଏବଂ ଗାଡି ରେ ଏକ ଟ୍ୟାଙ୍କ ସିଷ୍ଟମ ମଧ୍ୟ ରହିଛି I