ଏହି ସବୁ ଗାଡି ଚଢିଥାନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଦାମ ଶୁଣିଲେ ଆପଣଙ୍କର ରାତିର ନିଦ ହଜିଯିବ !

ବିଳାସ ପୁର୍ଣ ଜୀବନଶୈଳୀ କଥା ଆସିଲେ ପ୍ରଥମେ ଆସିଥାଏ ଭାରତୀୟ କ୍ରିକେଟର୍ସ ଙ୍କର ନାମ | ଭାରତୀୟ କ୍ରିକେଟର ଙ୍କ ମଧ୍ୟ ରେ ସବୁଠାରୁ ଅଧିକ ବିଳାସପୁର୍ଣ ଜୀବନ ଅତିବାହିତ କରିଥାନ୍ତି କ୍ୟାପଟେନ ବିରାଟ କୋହଲି | ତେବେ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ବିରାଟ କୋହଲିଙ୍କର କିଛି ଲଜ୍ଜରି ଦାମୀ କାର ବିଷୟରେ କହିବାକୁ ଯାଉଛୁ | ତେବେ ଏହି ଲିଷ୍ଟରେ ପ୍ରଥମ କାର ହେଉଛି ଅଡି ଏସ-5 | ଏହି ଗାଡି ଗୁଡିକର ମୂଲ୍ୟ ଭାରତୀୟ ବଜାର ରେ 80 ଲକ୍ଷ ରୁ 1.2 କୋଟି ପର୍ଯ୍ୟନ୍ତ ଅଟେ I

ଏହି କାର ଟି ନିଜେ ଅଡ଼ି କମ୍ପାନୀ ବିରାଟ କୋହଲି ଙ୍କୁ ଗିଫ୍ଟ କରିଥିଲେ Iଏହି ଲିଷ୍ଟରେ ଦ୍ୱିତୀୟ କାର ହେଉଛି ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ବଗ I ଏହି କାର ର ମୂଲ୍ୟ 2.36 କୋଟି ରୁ ନେଇ 2.53 କୋଟି ଅଟେ I ଏହି ଲଜ୍ଜରି କାର ର ଇଂଟରିୟର ମଧ୍ୟ ବେଶ ଭଲ ରହିଛି I

ଏହି ଲିଷ୍ଟ ରେ ତୃତୀୟ ରେ ରହିଛି ଅଡ଼ି ଆର 8 ରହିଛି I ଏହା ଏକ ସ୍ପୋର୍ଟ୍ସ କାର ଅଟେ I ଏହି କାର ଟି ର ମୂଲ୍ୟ ଭାରତୀୟ ବଜାର ରେ 2.72 କୋଟି ଅଟେ I ଏହି କାର ର ଟପ ମଡେଲ ର ମୂଲ୍ୟ 3.8 କୋଟି ର ଅଟେ I

ଏହି ଲିଷ୍ଟ ର ଚତୁର୍ତ୍ତ ଶ୍ରେଣୀ ରେ ରହିଛି ବେଟଲି ର ଫ୍ଲାଇଙ୍ଗ ସ୍ପର ଅଟେ I ଏହି କାର ର ମୂଲ୍ୟ ଭାରତୀୟ ବଜାର ରେ 3.22 କୋଟି ଅଟେ I ଏହା ଏକ ଲଜ୍ଜରି ସ୍ପୋର୍ଟ୍ସ କାର ଅଟେ I ଏହି କାର ରେ ଅଧିକାଂଶ ସମୟ ହିଁ ବିରାଟ କୋହଲି ଓ ଅନୁଷ୍କା ଶର୍ମା ବୁଲିବା ର ଦେଖିବା କୁ ମିଳିଛି I

ସେହିପରି ତାଙ୍କ କାର ଶୁଚି ରେ ପଞ୍ଚମ ରେ ରହିଛି ଅଡ଼ି କ୍ୟୁ 8 ରହିଛି I ଏହି ଅଡ଼ି କ୍ୟୁ 8 କାର ଭାରତୀୟ ବଜାର ରେ 80 ଲକ୍ଷ ରୁ 1.2 କୋଟି ପର୍ଯ୍ୟନ୍ତ ରହିଛି I ବିରାଟ କୋହଲି ଅଡ଼ି ଇଣ୍ଡିଆ ର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି I ତେଣୁ ବିରାଟ କୋହଲି ଙ୍କ ପାଖ ରେ ଅଡ଼ି କମ୍ପାନୀ ର ଅଧିକ କାର ରହିଛି I