ଭାରତୀୟ ସେନାର ବିଶ୍ୱସ୍ତ କୁକୁରଙ୍କୁ ରିଟାୟାରମେଣ୍ଟ ପରେ ଏହି କାରଣରୁ ଗୁଳି କରି ମାରିଦିଆଯାଏ

ଯଦି ବିଶ୍ଵସ୍ଥ ପ୍ରାଣୀ ଙ୍କ ର କଥା କହିବା ତ କୁକୁର ଠାରୁ ଅଧିକ ବିଶ୍ଵସ୍ଥ ଆଉ କେହି ନୁହେ I କଥା ନ କହି ପାରିଲେ ବି ସେ କେବେ ହେଲେ ନିଜ ମାଲିକ ର ହାତ ଛାଡି ନ ଥାଏ I କିନ୍ତୁ ଯଦି ଏହି ବିଶ୍ୱାସ ଆପଣ ଙ୍କ ର ସମସ୍ୟା ର କାରଣ ହେଇଥାନ୍ତି ତ ଆପଣ କଣ କରିବେ I ତେବେ ଆଜି ଆମେ ଆଲୋଚନା କରୁଛେ ଭାରତୀୟ ସେନା କୁକୁର ଙ୍କ ସମ୍ପର୍କ ରେ I ଏହି କୁକୁର ମାନେ ସେନା ରୁ ରିଟାୟାର୍ଡ଼ ହେବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥାଏ I

ତେବେ ଆପଣ ଙ୍କ ର ଡରିବାର କୌଣସି କାରଣ ନାହିଁ କାରଣ ଏହା ପଛ ରେ ଅନେକ କାରଣ ରହିଛି I

କଣ ପାଁଇ ହତ୍ୟା କରାଯାଇଥାଏ କୁକୁର ଙ୍କୁ
ଏକ RTI ମାଧ୍ୟମରେ ଯେତେବେଳେ ଏହି ପ୍ରଶ୍ନ ର ଉତ୍ତର ମଗାଯାଇଥିଲା କି ରିଟର୍ଟମେଣ୍ଟ ପରେ କଣ ପାଁଇ କୁକୁର ଙ୍କୁ ହତ୍ୟା କରାଯାଇଥାଏ I ତ ଦେଖାଯାଇଛି ଏହା ପଛରେ ରହିଛି ସୁରକ୍ଷା ର କଥା I କୁକୁର ସବୁ ଗୁପ୍ତ ତଥ୍ୟ ସମ୍ପର୍କ ରେ ଜାଣିଥାଏ ତେଣୁ କୌଣସି ଶତ୍ରୁ ଙ୍କୁ ଯଦି ଏହି ତଥ୍ୟ ସମ୍ପର୍କ ରେ ଜଣାପଡ଼ିଯାଏ ତ ଅନେକ ସମସ୍ୟା ଉପୁଜିବାର ସମ୍ଭାବନା ରହିଥାଏ I

ଏହା ବି ଏକ କାରଣ
ଏହା ଛଡା ଆର୍ମି ଏହା ମଧ୍ୟ କହିଛି କି ଯଦି କୁକୁର ରୋଗୀ ହେଇଥାଏ ତ ତାକୁ ଚିକିତ୍ସା କରାଯାଇଥାଏ କିନ୍ତୁ ଯଦି ଠିକ ନ ହେଇଥାଏ ତ ତାକୁ ଗୁଳିକରି ହତ୍ୟା କରାଯାଇଥାଏ I

ଏକ ବର୍ଷ ଉଠାଇଥାଏ
କୁକୁର ସିନା କଥା କହିପାରିନଥାଏ କିନ୍ତୁ କୁକୁର ଭିତରେ ବି ଏକ ଜୀବନ ଥାଏ I ସେନାବାହିନୀ ଙ୍କ ପାଖରେ ଏତେ ର ସାମର୍ଥ୍ୟ ରହିଛି କି ସେମାନେ କୁକୁର ଦେଖାଶୁଣା କରିପାରିବେ I