ଭାତ ସହ ଦୈନିକ ଏହି ବିଷ ଖାଉଛନ୍ତି ଆପଣ, ଆଜିଠୁ ହେଇଯାନ୍ତୁ ସାବଧାନ ନଚେତ ହୋଇପାରେ କ୍ୟାନସର

ସାଧାରଣ ଭାବ ରେ ଲୋକେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି I ଭାତ ନ ଖାଇ ଲୋକେ ଦିନେ ମଧ୍ୟ ରହିପାରିବେ ନାହିଁ I କିନ୍ତୁ ଆପଣ ଏହି ଘଟଣା ବିଷୟ ରେ ଜାଣିରଖିବା ଉଚିତ I ଏକ ଗବେଷଣା ଅନୁସାରେ ଯେଉଁ ଲୋକେ ନିୟମିତ ଭାତ ଖାଉଛନ୍ତି ତାଙ୍କ ଶରୀର ରେ ଅନେକ ବିଷାକ୍ତ ପଦାର୍ଥ ରହିପାରେ I ଏବଂ ARSENIC ପରି ତତ୍ୱ ମସ୍ତିଷ୍କ କୁ ଯାଇଥାଏ I

କାରଣ ଚାଉଳ ରେ ARSENIC ତତ୍ୱ ର ମାତ୍ରା ଅଧିକ ରହିଥାଏ I ତେଣୁ ଆପଣ ଏହା କୁ ଅଣଦେଖା କରିବା ଉଚିତ ନୁହେଁ I ଏହା ଦ୍ୱାରା ଲୋକେ କ୍ୟାନ୍ସର ପରି ରୋଗ ର ଶିକାର ମଧ୍ୟ ହେଇଥାନ୍ତି I ଅନ୍ୟପଟେ ଏହି ପ୍ରଭାବ ରେ ଲୋକେ ହୃତଘାତ ପରି ସମସ୍ୟା ର ମଧ୍ୟ ସମୁଖୀନ ହେଇଥାନ୍ତି I

ମାଟି ରେ ରହିଥାଏ ARSENIC
ARSENIC ମାଟି ରେ ମଧ୍ୟ ରହିଥାଏ ଏହା ଏକ ରାସାୟନିକ ତତ୍ୱ ଅଟେ I ଏବଂ ମାଟି ରେ ଯେଉଁ ଫସଲ ଉତ୍ପାଦନ ହେଇଥାଏ ସେହି ଫସଲ ରେ ଏହା ର ପ୍ରଭାବ ରହିଥାଏ I ଯାହା ର ସେବନ ଦ୍ୱାରା ଶରୀର ପାଁଇ ଏହା ହାନିକାରକ ହେଇଥାଏ I

ପାଣି ରେ ଅଧିକ ସମୟ ଧାନ ଫସଲ ବୁଡି ରହିଥାଏ ଯାହା ଦ୍ୱାରା କି ଏହି ରାସାୟନିକ ତତ୍ୱ ଧାନ ମଧ୍ୟ କୁ ସହଜ ରେ ଆସିଯାଇଥାଏ I ଚାଉଳ ରେ 10 ରୁ 20 ପ୍ରତିସଦ ଅଧିକ ARSENIC ତତ୍ୱ ରହିଥାଏ I

ଅଧିକ ଭାତ ସେବନ ଦ୍ୱାରା ହେଇପାରେ କ୍ୟାନ୍ସର
ARSENIC ଏକ ବିଷାକ୍ତ ରାସାୟନିକ ପଦାର୍ଥ ଅଟେ I ତେଣୁ ଆପଣ ଅନୁମାନ କରିପାରୁଥିବେ ଏହା ଶରୀର ପାଁଇ କେତେ ବିଷାକ୍ତ ଅଟେ I ଯଦି ଆପଣ ସପ୍ତାହ କୁ 2 ରୁ 3 ଥର ଭାତ ର ସେବନ କରୁଛନ୍ତି ତେବେ କିଛି ସମସ୍ୟା ନାହିଁ କିନ୍ତୁ ଅଧିକ ଥର ସେବନ ସମସ୍ୟା ର କାରଣ ହେଇପାରେ I

ତେଣୁ ଆପଣ ଚାଉଳ କୁ ରୋଷେଇ କରିବା ସମୟ ରେ ଅଧିକ ପାଣି ଦେଇ ରୋଷେଇ କରନ୍ତୁ , ଯାହା ଦ୍ୱାରା ସହଜ ରେ ARSENIC ର ପ୍ରଭାବ କମିଯାଇପାରିବ I