ଭାଉଜ କରିଦେଲେ ଦିଅରର ଏପରି ଅବସ୍ଥା କାରଣ ସେ ଲୁଚି ଲୁଚି ସବୁ କିଛି ଦେଖି ଦେଇଥିଲେ

ଏମପି ର ଦମୋହ ଜିଲ୍ଲା ରେ ହିଁଡୋରୀୟା ଥାନା ଅନ୍ତର୍ଗତ କରେୟା ହଜାରୀ ଗ୍ରାମ ରେ 26 ଫ୍ରେବୁୟାରୀ ରେ ପଟେଲ ଙ୍କ ର ଶବ ଉଦ୍ଧାର ହେଇଥିଲା I ଏହି ମାମଲା ରେ ପୋଲିସ ହତ୍ୟା ଘଟଣା ଘଟିଛି ବୋଲି ସନ୍ଦେହ ପ୍ରକାଶ କରିଥିଲା I ହତ୍ୟାକାଣ୍ଡ ରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା ଓ ମୃତକ ଙ୍କ ର ଭାଉଜ ଓ ତାଙ୍କ ର ପ୍ରେମୀ ଙ୍କୁ ଏହି ହତ୍ୟାକାଣ୍ଡ ଘଟାଇବା ଅପରାଧ ରେ ଗିରଫ କରିଛି I

ଏସପି ହେମନ୍ତ କହିଛନ୍ତି କି ଏହି ହତ୍ୟାକାଣ୍ଡ ର ଆରୋପି ଙ୍କୁ ଗିରଫ କରିବା ପୋଲିସ ପାଁଇ ଏକ ଚାଲେଞ୍ଜ ର ବିଷୟ ଅଟେ I ଏଏସପି ବିବେକ ଲାଲ ଙ୍କ ର ନିର୍ଦେଶ ରେ ଏକ ସ୍ୱତନ୍ତ୍ର ଟିମ ର ଗଠନ ହେଇଥିଲା I ହେଡୋରୀୟା ଥାନା ପ୍ରଭାରୀ ସତ୍ୟଂଡ଼୍ରେୟ ସିଂ ଲଗାତାର ଏହି ଅଂଚଳ ରେ ତଦନ୍ତ କରିଥିଲେ I ଏବଂ ସାଇବର ସେଲ ର ସହାୟତା ମଧ୍ୟ ନିଆ ଯାଇଥିଲା I

ମୁଖବିରୀ ରୁ ମିଳିଥିବା ସୂଚନା ଅନୁସାରେ ସଂଦେହୀ ନିଲୁ ଓରଫ ଯୋଗେନ୍ଦ୍ର ପଟେଲ ନିବାସୀ ଗ୍ରାମ ବିହାରୀ ଇମଲାଇ ଥାନା ଦମୋହ ଦେହତ ଙ୍କୁ ଗିରଫ କରାଯାଇଥିଲା I ମୃତକ ଙ୍କ ର ଭାଉଜ ସହୋଦରା ଭାଇ ଙ୍କୁ ମଧ୍ୟ ପୋଲିସ ତଦନ୍ତ ଘେର କୁ ନେବା ପରେ ସବୁ ସତ୍ୟତା ଜଣାଯାଇଥିଲା I

ଯୋଗେନ୍ଦ୍ର ଙ୍କ ର ସହୋଦରା ଙ୍କ ସହ ପ୍ରେମ ସମ୍ବନ୍ଧ ରହିଥିଲା I ଯାହା ବିଷୟ ରେ କି ସହୋଦରା ଙ୍କ ର ଦିଅର ଜାଣିପାରିଥିଲେ I ତେବେ ଏହି ହତ୍ୟାକାଣ୍ଡ ରେ ନିଲୁ ମଦ୍ୟପାନ କରି ମଦ ବୋତଲ ରେ ସହୋଦରା ଙ୍କ ର ଦିଅର ଙ୍କ ର ହତ୍ୟା କରିଥିବା ର ସେ ସ୍ପଷ୍ଟୀକରଣ ଦେଇଛନ୍ତି I

ଦୁହେଁ ମିଶିକି ହିଁ ଏହି ହତ୍ୟାକାଣ୍ଡ ର ଯୋଜନା କରିଥିଲେ I ଏବଂ ହତ୍ୟାକାଣ୍ଡ କୁ ପୁରା କରିଥିଲେ I