ଭାଉଜଙ୍କ ଜନ୍ମ ଦିନରେ ଦିଅର ଦେଲେ ଏପରି ଉପହାର, ଯାହାକୁ ଦେଖି ବେହୋସ ହୋଇଗଲେ ସ୍ଵାମୀ

ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ ସମ୍ପର୍କ ର ମୂଲ୍ୟ ବିଶେଷ ଗୁରୁତ୍ୱ ରହିଥାଏ I ଯେତେବେଳେ ଗୋଟେ ଝିଅ ଶଶୁର ଘରେ ରହିଥାଏ ସେଠାରେ ସେ ଅନେକ ଗୁଡିଏ ସମ୍ପର୍କ କୁ ନେଇ ଚାଲିଥାଏ I ସେଠାରେ ଜଣେ ନାରୀ ନିଜ ପତି ଙ୍କୁ ଯେପରି ଦେଖିଥାଏ ତାଙ୍କ ପରିବାର ଲୋକ ଙ୍କୁ ମଧ୍ୟ ସେହିପରି ଗୁରୁତ୍ୱ ଦେଇଥାଏ I ଶଶୁର ଘର ର ପ୍ରତିଟି ସମ୍ପର୍କ ଖୁବ କୋମଳ ହେଇଥାଏ I

ବିବାହ ପରେ ଜଣେ ଯୁବତୀ କେବଳ ପତ୍ନୀ ନୁହେ ସେ କାହାରି ଭାଉଜ ହେଇଥାଏ ତ କାହାରି ଚାଚି ମଧ୍ୟ ହେଇଥାଏ I ତେଣୁ ଜଣେ ନାରୀ ପ୍ରତିଟି ସମ୍ପର୍କ ରେ ସ୍ନେହ ଓ ମମତା ର ସହ ପୁରା କରିବା କୁ ଚେଷ୍ଟା କରିଥାଏ I କିନ୍ତୁ ଅନେକ ସମୟ ରେ ଲୋକେ ଏହି ସମ୍ପର୍କ ର ମୂଲ୍ୟ ବୋଧ କୁ ଭୁଲି ଘରେ ଅଶାନ୍ତି ର ବାତାବରଣ ରେ ରହିଥାନ୍ତି I ଆଜି ଆମେ ଏହିପରି ଏକ ଘଟଣା କହିବା କୁ ଯାଉଛୁ ଯାହା କି ଦିଅର ଭାଉଜ ଙ୍କ ର ସମ୍ପର୍କ କୁ କଳଙ୍କିତ କରିଛି I

ଘଟଣା ଟି ଗ୍ରେଟର ନୋଇଡା ର ଅଟେ I ଏଠାରେ ଜଣେ ଦମ୍ପତି ଙ୍କ ମଧ୍ୟ ରେ ବିବାଦ ଲାଗିରହିଥିଲା ଓ ଘଟଣା ଟି ପୋଲିସ ଙ୍କ ପାଖ ରେ ମଧ୍ୟ ପହଞ୍ଚିଥିଲା I ଯଦି ଦିଅର ତାଙ୍କ ଭାଉଜ ଙ୍କୁ 300 ଟଙ୍କା ର ଏକ ଉପହାର ଦେଇଥିଲେ ଯାହା କୁ ନେଇ ମହିଳା ଖୁବ ହଂଗାମା କରିଥିଲେ I ଏହି ଗିଫ୍ଟ କୁ ନେଇ ପତି ପତ୍ନୀ ଖୁବ ଝଗଡା କରିଥିଲେ I ଏପରି କି ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା I ଏହା ପରେ ପତ୍ନୀ 100 ନମ୍ବର କୁ କଲ କରିଥିଲେ ଓ ପୋଲିସ କୁ ସୂଚନା ଦେଇଥିଲେ I

ପୋଲିସ ଘଟଣା ସ୍ଥାନ ରେ ପହଂଚି ଘଟଣା ର ସମାଧାନ କରିବା କୁ ଚେଷ୍ଟା କରିଥିଲା ଯାହା କି ହେଇପାରି ନ ଥିଲା I ଏହା ପରେ ପୋଲିସ ପତିପତ୍ନୀ ଙ୍କୁ ଥାନା କୁ ନେଇ ଆସିଥିଲା I ପୋଲିସ ସମୁଖ ରେ ମଧ୍ୟ ପତିପତ୍ନୀ ଖୁବ ହଂଗାମା କରିଥିଲେ I ଝିଅ ର ଚିକିତ୍ସା ନ କରି ପତି ନିଜ ଭାଉଜ ଙ୍କୁ ଉପହାର ରେ ଏକ ଶାଢ଼ୀ ଦେଇଥିଲେ ଏବଂ ସର୍ବଦା ନିଜ ପରିବାର ର ଯତ୍ନ ନ ନେଇ ନିଜ ଭାଉଜ ଙ୍କ ପ୍ରତି ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ I ବିରୋଧ କରିବା ରୁ ପତ୍ନୀ ଙ୍କୁ ପତି ମାଡ଼ ମାରିଥିଲେ I

ଏବଂ ପତ୍ନୀ ଏହି ଆରୋପ ମଧ୍ୟ ଆଣିଥିଲେ କି ତାଙ୍କ ପତି ତାଙ୍କ ଭାଉଜ ଙ୍କ ପ୍ରତି ଟିକେ ଦୁର୍ବଳତା ରଖିଛନ୍ତି ଏବଂ ଯେଉଁ କାରଣ କୁ ଘର ଖର୍ଚ୍ଚ ଠିକ ରେ ନ କରି ତାଙ୍କ ଭାଉଜ ଙ୍କ ବାବଦ ରେ ଅଧିକ ଖର୍ଚ୍ଚ କରୁଛନ୍ତି I ଏହା ପରେ ଶେଷରେ ପତି ଙ୍କୁ ଅଲଗା ଓ ପତ୍ନୀ ଙ୍କୁ ଅଲଗା ପୋଲିସ ବୁଝାଇବା କୁ ଚେଷ୍ଟା କରିଥିଲା I

ପୋଲିସ ଉକ୍ତ ଯୁବକ ଙ୍କୁ ଏହି ଚେତାବନୀ ଦେଇଥିଲେ କି ପ୍ରତିଟି ସମ୍ପର୍କ କୁ ଗୁରୁତ୍ୱ ଦେବା ଉଚି ଏବଂ ସବୁଠାରୁ ବଡ଼ କଥା ନିଜ ପତ୍ନୀ ଙ୍କୁ ଯେପରି କେବେ ମାଡ଼ ନ ମାରିବେ I ଉଭୟ ଙ୍କୁ ପୋଲିସ ବୁଝାଇ ଘର କୁ ଛାଡିଦେଇଥିଲା I