ଅନେକ ଥର ଏପରି ଅନେକ ଅବିଶ୍ୱାସନୀୟ ଘଟଣା ଶୁଣିବାକୁ ମିଳିଥାଏ | ଅନେକ ଥର ଏପରି ଘଟଣା ଘଟିଥାଏ ଯାହାଫଳରେ କେବଳ ସନ୍ଦେହ କରି ସମଗ୍ର ପରିବାରକୁ ହତ୍ୟା କରାଯିବାର ଭଳି ଅନେକ ମାମଲା ଦେଖାଥାଏ | ଏଭଳି ଘଟଣା ଗୁଡିକ ଶୁଣିଲା ପରେ ସମ୍ପର୍କୀୟ ମାନଙ୍କ ଉପରୁ ମଧ୍ୟ ବିଶ୍ୱାସ ଉଠିଯାଉଛି |
ଆଜି ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଯୁବକ ଜଣକ ଭାଇର ବିବାହକୁ ଯାଇଥିବାବେଳେ ଭଉଜଙ୍କ ଭଉଣୀକୁ ପସନ୍ଦ କରିନେଇଥିଲେ | ଉଭୟ ଉଭୟଙ୍କୁ ଦେଖିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଡିଉଠିଥିଲା। ଯୁବକ ଜଣକ କିଛି ନା କିଛି ବାହାନା କରି ଭାଉଜଙ୍କ ବାପଘରକୁ ଯାଆନ୍ତି |
ଏପରି ଭାବେ ଉଭୟ ଙ୍କ ମଧ୍ୟରେ ଦୂରତା କମିବାକୁ ଲାଗିଲା | ଏହା ପରେ ଉଭୟ ଉଭୟଙ୍କ ଅତି ନିକଟତର ହୋଇଯାଇଥିଲେ | ଉଭୟ ବାହାନା କରି ପ୍ରତିଦିନ ପରସ୍ପରକୁ ଭେଟିବା ଆରମ୍ଭ କଲେ ଏବଂ ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା | ଏହା ପ୍ରାୟ 6 ମାସ ଧରି ଚାଲିଥିଲା |
ଏସମ୍ପର୍କରେ ଘର ଲୋକମାନେ ଅନେକ ଥର ସୂଚନା ପାଇଥିଲେ କିନ୍ତୁ ନୂଆ ନୂଆ ସମ୍ପର୍କ ହେତୁ କେହି କିଛି କହି ନ ଥିଲେ | ଯାହାଫଳରେ ଉଭୟ ଖୁଲମଖୁଲା ଭାବେ ପରସ୍ପର କୁ ଭେଟିବାକୁ ଲାଗିଲେ |
ତା’ପରେ ଦିନେ,ଯୁବକ ଜଣକ ବାହାନା କରି ଭାଉଜଙ୍କ ବାପ ଘରେ ପହଞ୍ଚିଲେ | ଏହାପରେ ଝିଅର ପରିବାର ତାଙ୍କୁ ରାତିରେ ରହିବାଯିବାକୁ ଚାପ ପକାଇଥିଲେ। କିନ୍ତୁ ଯୁବକ ଜଣକ ଏପରି ସୁଯୋଗ ଖୋଜୁଥିଲେ | କିନ୍ତୁ ଝିଅର ପରିବାରର ମନରେ ଆଉ କିଛି ଉଦ୍ୟେଶ ଥିଲା |
ଝିଅର ପରିବାରର ଉଭୟଙ୍କ ସମ୍ପର୍କ ସମ୍ବନ୍ଧ ଜାଣିବାର ଉଦ୍ୟେଶ ଥିଲା | ରାତି ପାଖେଇ ଆସିବା ପରେ ଉଭୟ ପ୍ରେମୀଯୁଗଳ ପରସ୍ପରକୁ ଭେଟିବା ପାଇଁ ରୁମକୁ ପ୍ରବେଶ କଲେ | ଏହାପରେ ଉଭୟ ଲୁଚି ଲୁଚି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଲାଗିଲେ, ଯାହା ଝିଅର ପରିବାର ନିଜ ଆଖିରେ ଦେଖିଥିଲେ।