ଭଉଣୀଙ୍କୁ ଦେଖିବା ମାତ୍ରେ ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ ନିର୍ଭୟା ଦୋଷୀର ଆରୋପି, ତାପରେ ଭଉଣୀ କହିଲେ ଏପରି କଥା କି ଶୁଣିଲେ ଆପଣ ବି କାନ୍ଦି ପକାଇବେ …

2012 ଦିଲ୍ଲୀ ରେ ସାମୁହିକ ବଳାତ୍କାର ମାମଲା ରେ ଭାରତ ର ରାଜଧାନୀ ଦିଲ୍ଲୀ ସହର ବେଶ ଚର୍ଚା କୁ ଆସିଥିଲା I 16 ଡିସେମ୍ବର 2012 ରେ ଦିଲ୍ଲୀ ସହର ରେ ଏକ ସାମୁହିକ ବଳାତ୍କାର ହେଇଥିଲା I 30 ଡିସେମ୍ବର 2012 ରେ ମୃତ ଯୁବତୀ ଙ୍କ ର ଅନ୍ତିମ ସଂସ୍କାର କରାଯାଇଥିଲା I ଏହି ଅଘଟଣ କୁ ସାରା ଦେଶ ର ଜନତା ନିନ୍ଦନୀୟ ବୋଲି କହିଥିଲେ I ଏହି ଘଟଣା ର ବିରୋଧ ପୁରା ଦେଶ ରେ ହେଇଚି I ଦିଲ୍ଲୀ , କଲିକତା ଓ ବ୍ୟଙ୍ଗଲୋର ଆଦି ରେ ଲୋକେ ଶାନ୍ତିପୂର୍ଣ ଆନ୍ଦୋଳନ ମଧ୍ୟ କରିଥିଲେ I ଅନ୍ୟ ସହର ତୁଳନା ରେ ଦିଲ୍ଲୀ ରେ ପ୍ରତି 18 ଘଣ୍ଟା ରେ ଏକ ବଳାତ୍କାର ହେଇଥାଏ ବୋଲି ସର୍ବେ ରୁ ଜଣାଯାଇଛି I ଅନ୍ତରାଷ୍ଟ୍ରୀୟ ସ୍ତର ରେ ମଧ୍ୟ ଏହି ଘଟଣା କୁ ଲୋକେ ନିନ୍ଦା କରିଛନ୍ତି I ପରିଣାମ ସ୍ୱରୂପ ସଂସଦ ରେ ମଧ୍ୟ ଅନେକ ଆଇନି ପାରିତ ହେଇଚି I

ଗତ କାଲି ଦିଲ୍ଲୀ ହାଇକୋର୍ଟ ଏହି ବିଚାର ଶୁଣାଇଛି କି ଆଇନି ପ୍ରକ୍ରିୟା କୁ ଆରୋପି ମାନେ ମଜାକ କରି ରଖିଛନ୍ତି I ଏହି ଦୋଷୀ ଙ୍କୁ ଏକ ସପ୍ତାହ ମଧ୍ୟ ରେ ନିଜ ର ସବୁ ବିକଳ୍ପ ର ବ୍ୟବହାର କରିବା କୁ ହେବ I ପବନ କୁମାର ବସ୍ତି ଜିଲା ର ନିବାସୀ ଅଟନ୍ତି ଓ ତାଙ୍କ ନାମ ରେ ଡେଥ ୱାରେଣ୍ଟ ଜାରି ହେଇଚି I ଏବଂ ତାଙ୍କୁ ସାକ୍ଷ୍ୟାତ କରିବା କୁ ତାଙ୍କ ପିତା , ଦାଦି ଓ ଭଉଣୀ ତିହାଡ଼ ଜେଲ ପହଂଚିଥିଲେ I

ପରିବାର ଲୋକ ଙ୍କ ର ଏହି ସାକ୍ଷ୍ୟାତକର ପ୍ରାୟ ଅଧ ଘଣ୍ଟା ର ଥିଲା I ଏହି ସାକ୍ଷ୍ୟାତକର ରେ ପରିବାର ଲୋକେ ଖୁବ କାନ୍ଦିଥିଲେ I ଚାରି ଆରୋପି ଙ୍କୁ ବର୍ତମାନ ଜେଲ ୱାର୍ଡ ନମ୍ବର 3 ରେ ରଖାଯାଇଛି I ଏବଂ ସର୍ବଦା ତାଙ୍କ ର ପରିବାର ଲୋକେ ତାଙ୍କୁ ସାକ୍ଷ୍ୟାତ କରିବା କୁ ଆସୁଛନ୍ତି I ପବନ ଙ୍କ ର ପିତା ଙ୍କ ର ଏହି ଆରୋପ କି ନିର୍ଭୟ ଙ୍କ ର ମିତ୍ର ଟଙ୍କା ନେଇ ସମାଚାର ରେ ଭୁଲ ଖବର ଦେଇଛନ୍ତି I ଯାହା କି କେଶ ର ଶୁଣାଣି ରେ ପ୍ରଭାବ ପକାଇଛି I

ତିହାଡ଼ ଜେଲ ରେ ୱାର୍ଡ ନମ୍ବର ତିନି ରେ ପରିବାର ଲୋକ ଙ୍କ ର ଏହି ସାକ୍ଷ୍ୟାତକର ରେ ଦାଦି ନିଜ ନାତି କୁ ଏକ ଲୟ ରେ ଚାହିଁ ରହିଥିଲେ I ଏହି ସମୟ ରେ ପବନ ନିଜ ଭଉଣୀ ଙ୍କୁ ପରିବାର ଲୋକ ଙ୍କ ର ଭଲ ମନ୍ଦ ପଚାରିଥିଲେ I ସାକ୍ଷ୍ୟାତକାର ର ସମୟ ଶେଷ ହେଇଯିବାରୁ ସବୁ ଲୋକେ ଖୁବ କାନ୍ଦିଥିଲେ I ପବନ ଙ୍କ ର ଭଉଣୀ ଏହା ମଧ୍ୟ ଦୁଃଖ ରେ କହିଥିଲେ ଭାଇ ତୁମ ଯିବା ପରେ ମୁ କାହାକୁ ରାକ୍ଷୀ ବାନ୍ଧିବି I ଏହା ଶୁଣି ପବନ ମଧ୍ୟ ଖୁବ କାନ୍ଦି ଥିଲେ I