କ୍ରିକେଟର ବଡ ଷ୍ଟାର ଦେଲେ ବଡ ବୟାନ- ଭାରତକୁ ଆଉ ଧୋନି ଙ୍କର ଆବଶ୍ୟକତା ନାହିଁ, ଦଳରେ ତାଙ୍କର ଆଉ ଜାଗା ନାହଁ …

ମହେନ୍ଦ୍ର ସିଂ ଧୋନୀ ଦୀର୍ଘ ଦିନ ହେବ କ୍ରିକେଟ ଜଗତ ରୁ ଦୁରେଇ ରହିଛନ୍ତି I ମିଳିଥିବା ସୂଚନା ଅନୁସାରେ ଭାରତୀୟ ଟିମ ଟି 20 ବିଶ୍ୱକପ ପାଁଇ ପୁଣି ମୈଦାନ କୁ ଫେରି ପାରନ୍ତି I କିନ୍ତୁ ଏହି ବିଚାର ରେ ଅଧିକାଂଶ ଲୋକେ ସମ୍ପୂର୍ଣ ରୂପେ ବିଶ୍ୱାସ କରୁ ନାହାନ୍ତି I ନ୍ୟୁଜଲାଣ୍ଡ କ୍ରିକେଟ ଟିମର ପୂର୍ବ କୋଚ ମାଇକ ହେସନ ଙ୍କ ର କହିବା ଅନୁସାରେ ଭାରତୀୟ ଟିମ ରେ ବର୍ତମାନ ମହେନ୍ଦ୍ର ସିଂ ଧୋନି ଙ୍କ ଠାରୁ ଆଗେଇ ଯାଇଛି I

ଏପରି ମାନ୍ୟତା ରହିଛି କି ଧୋନି କେବଳ ବିଶ୍ୱକପ 2019 ପର୍ଯ୍ୟନ୍ତ ହିଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ଖେଳିଥିଲେ I ବର୍ତମାନ କିନ୍ତୁ ଧୋନି ସନ୍ୟାସ ନେବେ ନାହିଁ ବୋଲି କହିଛନ୍ତି I ଧୋନି ଦୀର୍ଘ ସମୟ ହେବ କ୍ରିକେଟ ମୈଦାନ ରୁ ନିଜ କୁ ଦୁରେଇ ରଖିଛନ୍ତି I ବିଗତ ବିଶ୍ୱକପ ପରେ ଧୋନି କୌଣସି ମ୍ୟାଚ ଖେଳି ନ ଥିଲେ I ତେଣୁ ବର୍ତମାନ ମଧ୍ୟ ଧୋନି ଙ୍କ ର ଭବିଷ୍ୟତ କ୍ରିକେଟ ଟିମ ରେ କଣ ରହିଛି ଏହା ଚିନ୍ତା ଜନକ ବିଷୟ ଅଟେ I

“ଏପରି ଲାଗୁଚି କି ଭାରତୀୟ ଟିମ ଧୋନି ଙ୍କ ଠାରୁ ଆଗେଇ ଯାଇଛି I ଧୋନି ଙ୍କ ର ସନ୍ୟାସ କେବେ ହେବ ଏହା ଚିନ୍ତା ନ କରି ମିଡ଼ିଆ ରେ ଅନେକ ଚର୍ଚା ଲାଗି ରହିଛି I ଆଗାମୀ IPL ମ୍ୟାଚ ରେ ଧୋନି ପଦକ୍ଷପ ନେବେ ଏହା ତାଙ୍କ ଉପରେ ନିର୍ଭର କରିଥାଏ I ବର୍ତମାନ କିଛି ଲୋକ ଙ୍କ କହିବା ଅନୁସାରେ ଏପରି ଲାଗୁଚି କି ଭାରତୀୟ କ୍ରିକେଟ ଟିମ ବର୍ତମାନ ଧୋନି ଙ୍କ ଠାରୁ ଯଥେଷ୍ଟ ଆଗ ରେ ରହିଛି I “ହେସନ ଟି 20 ସିରିଜ ପରେ କହିଛନ୍ତି I

ହେସନ ଭାରତୀୟ ଟିମ ର ଖେଳାଳି ଙ୍କ ର ପରୀକ୍ଷଣ ବିଷୟ ରେ ଏହା କହିଛନ୍ତି ଯାହା କୁ ନେଇ ଶିବମ ଦୁବେ ଓ ମନୀଷ ପାଣ୍ଡେ ଙ୍କ ପରି ଖେଳାଳି ଙ୍କୁ ସୁଯୋଗ ମିଳୁଛି I

“ସେ ଏହି ସିରିଜ ରେ ବିଭିର୍ନ ଖେଳାଳି ଙ୍କ ର ଖେଳ ପ୍ରଦର୍ଶନ ମଧ୍ୟ ଦେଖିବା କୁ ଚାହୁଁଛନ୍ତି I ସେ ଶିବମ ଦୁବେ ଓ ମନୀଷ ପାଣ୍ଡେ ଙ୍କ ର ଯୋଗ୍ୟତା ର ପରୀକ୍ଷା ନେଇଥିଲେ I ଉଭୟ ଙ୍କ ର ଭୂମିକା ବେଶ ଅଲଗା ଅଟେ I ହେସନ କହିଛନ୍ତି ସେ ଅନେକ ଖେଳାଳି ଙ୍କ ର ଖେଳ ପ୍ରଦର୍ଶନ ର ଶୈଳୀ ବିଷୟ ରେ ଅନେକ କିଛି ଜାଣିସାରିଛନ୍ତି I “