ବିବାହ ମଧ୍ୟରେ କନିଆଁ ଜଣାପଡିଲା କି ବର ହେଉଛି ଚନ୍ଦା, ତ କନିଆଁ ଭାଙ୍ଗିଦେଲେ ବାହାଘର, ଏହା ପରେ ବର ଦେଲେ ଏପରି ଉତ୍ତର କି ସବୁ

ବିବାହ କରିବା ଏତେ ସହଜ କାମ ହେଇ ନ ଥାଏ I ଏକ ସୁନ୍ଦର ଜୀବନସାଥୀ ପାଁଇ ଲୋକେ ଅନେକ ଦିନ ଲଗାଇଥାନ୍ତି I ବିବାହ କରିବା ସମୟ ରେ ପ୍ରତୋକ ଲୋକେ ନିଜ ପାର୍ଟନର ଙ୍କ ର ଅଲଗା ଅଲଗା ଗୁଣ ସମ୍ପର୍କ ରେ ଅନୁଧ୍ୟାନ କରିଥାନ୍ତି I କିନ୍ତୁ ବିହାର ରେ ସୁଗଲି ଗ୍ରାମ ରେ ଯେତେବେଳେ କନ୍ୟା ପକ୍ଷ ଜାଣିପାରିଥିଲେ କି ବର ଙ୍କ ର ବାଳ ଝଡ଼ିଯାଇଥିଲା ତେଣୁ କନ୍ୟା ପକ୍ଷ ଏହି ବିବାହ କୁ ମନା କରିଦେଇଥିଲେ କିନ୍ତୁ ପ୍ରତିଉତ୍ତର ରେ ବର କିଛି ଏପରି କହିଥିଲେ କି ସବୁ ଲୋକେ ଆଶ୍ଚଯ୍ୟ ହେଇଥିଲେ I

ଘର ଲୋକେ ବିବାହ ନିଷ୍ପତି ନେଇଥିଲେ
ସୂଚନା ଅନୁସାରେ ଦିଲ୍ଲୀ ରେ ରହୁଥିବା ନ୍ୟୁରୋସର୍ଜରୀ ଡାକ୍ତର ରବି କୁମାର ନିଜ ର ବରଯାତ୍ରୀ ନେଇ 1000 କିଲୋମିଟର ଦୂର ବିହାର ଯାଇଥିଲେ ଏବଂ ଘର ଲୋକେ ହିଁ ଏହି ବିବାହ କୁ ଯୋଗାଡ଼ କରିଥିଲେ I ଏକ ବର୍ଷ ପୂର୍ବ ରୁ ହିଁ ଏହି ବିବାହ ଫାଇନାଲ ହେଇଥିଲା ଏବଂ ଝିଅ ର ବାପା ରବି କୁମାର ଙ୍କ ର ଘରେ 3 ଥର ରହିଥିଲେ ମଧ୍ୟ I

ବର ଙ୍କ ର ଗଂଜାପନ ସମ୍ପର୍କ ରେ ଜାଣିପାରି କନ୍ୟା ବିବାହ ଭାଙ୍ଗିଥିଲେ
ଯେତେବେଳେ ଡାକ୍ତର ବରଯାତ୍ରୀ ନେଇ ପହଂଚିଥିଲେ ତ ସ୍ୱାଗତ ଖୁବ ଆଡମ୍ବର ସହକାରେ ହେଇଥିଲା I ବିବାହ ର ଆୟୋଜନ ସବୁ ଖୁବ ସୁନ୍ଦର ଭାବରେ ହେଇଥିଲା I ତେବେ ଯେତେବେଳେ ଶେରା ଉଠା ଯାଇଥିଲା କି କନ୍ୟା ଦେଖିଲେ ବର ଙ୍କ ର ବାଳ ଝାଡ଼ୁଚି ଓ ସେ ଚଂଦା ତ ଏପରି କ୍ଷେତ୍ରରେ କନ୍ୟା ବିବାହ କୁ ମନା କରିଥିଲେ I ଏହି ବିବାହ ଭାଙ୍ଗିବା ପରେ ବର ଖୁବ ହଂଗାମା ମଧ୍ୟ କରିଥିଲେ I କିନ୍ତୁ କୌଣସି ଫଳ ମିଳିନଥିଲା I

ବିବାହ ଭାଙ୍ଗିବା ଦ୍ୱାରା ବର ଦେଲେ ଏପରି ଉତ୍ତର
ଏତେ ସବୁ ଘଟଣା ଘଟିବା ପରେ ବି ଡାକ୍ତର ରବି କୁମାର ନିଜ ର ମନ ଛୋଟ କରି ନ ଥିଲେ ଏବଂ ସେ ବିବାହ କରିବାକୁ ତ ଆସିଥିଲେ ତେଣୁ ସେହି ଗ୍ରାମ ର ଅନ୍ୟ ଏକ ଝିଅ ଙ୍କୁ ବିବାହ କରିଥିଲେ I ବିବାହ ପାଁଇ ସେ ଏକ ସମ୍ପୂର୍ଣ ଅଜଣା ଝିଅ କୁ ବାଛିଥିଲେ ଏକ ସେଠାରେ ଥିବା ରମଜାନକୀ ମନ୍ଦିର ରେ ବିବାହ କରିଥିଲେ I ତାଙ୍କ ବିବାହ ଭାଙ୍ଗିବାର ଠିକ 2 ଦିନ ପରେ ଏହି ବିବାହ ହେଇଥିଲା I

କିନ୍ତୁ ବଡ଼ ଦୁଃଖ ର କଥା କି ଆଜିକା ଯୁବ ସମାଜ ମନୁଷ୍ୟ ର ମନ ଭିତର କୁ ଦେଖିବା ପରିବର୍ତେ ବାହ୍ୟ ସୁନ୍ଦରତା ରେ ହିଁ ବିବାହ ପାଁଇ ନିଷ୍ପତି ନେଇଥାନ୍ତି ଓ ଯାହା ଫଳରେ କି ଆଜିକାଲି ବିବାହ ପରେ ଅନେକ ବାଦ ବିବାଦ ଦେଖିବାକୁ ମିଳିଥାଏ I