କ୍ରିକେଟ ରୁ ସନ୍ୟାସ ନେବା ପରେ ବୀରେନ୍ଦ୍ର ସେହେବାଗ ନିଜ ର ଟ୍ୱିଟ କୁ ନେଇ ସର୍ବଦା ଚର୍ଚା ରେ ରହୁଥିଲେ I ଏବଂ ବୀରେନ୍ଦ୍ର ସେହେବାଗ ଙ୍କ ର ଲୋକପ୍ରିୟତା ଏତେ କି ସେ ଯେଉଁଠାକୁ ମଧ୍ୟ ଯାଉଥିଲେ ସେଠାରେ ଦର୍ଶକ ଙ୍କ ର ଭିଡ଼ ଜମି ଯାଉଥିଲା I ଏହିପରି ଏକ ପ୍ରଶଂସକ ଙ୍କ ର ମାମଲା ଘଟିଥିଲା ବୀରେନ୍ଦ୍ର ସେହେବାଗ ଙ୍କ ର ଶଶୁର ଘରେ I ଯାହା କୁ ନେଇ ତାଙ୍କୁ ପୋଲିସ ଡାକିବା କୁ ପଡିଥିଲା I
ଏକ ଟିଭି ଇଣ୍ଟରଭିୟୁ ରେ ବୀରେନ୍ଦ୍ର ସେହେବାଗ ଏହି ବିଷୟ ରେ ନିଜେ କହିଥିଲେ କି ଯେତେବେଳେ ପ୍ରଥମ ଥର ବିବାହ ପରେ ସେ ନିଜ ଶଶୁର ଘର କୁ ଯାଇଥିଲେ ତ ସେଠାରୁ ତାଙ୍କୁ ବାହାରିବା କୁ ସୁଯୋଗ ମିଳି ନ ଥିଲା I କାରଣ ସେଠାରେ ପ୍ରାୟ 10 ହଜାର ଲୋକେ ଏକତ୍ରିତ ହେଇଥିଲେ I ତେଣୁ ତାଙ୍କୁ ପୋଲିସ ଡାକିବା କୁ ପଡିଥିଲା I
ଏହା ପରେ ବୀରେନ୍ଦ୍ର ସେହେବାଗ ଏହି ନିଷ୍ପତି ନେଇଥିଲେ କି ସେ କେବେ ଶଶୁର ଘର କୁ ଯିବେ ନାହିଁ I ଏହିପରି ଯେତେବେଳେ ମାଷ୍ଟର ବ୍ଲଷ୍ଟର ସଚିନ ଙ୍କୁ ପ୍ରଶ୍ନ କରାଯାଇଥିଲା କି ନାଁନ ଷ୍ଟ୍ରାଇକର ରେ ଠିଆ ହେଇ ଆପଣ ଙ୍କୁ କିପରି ଖେଳିବା କୁ ପସନ୍ଦ ତ ସଚିନ କହିଥିଲେ ବିରୁ ଙ୍କୁ ଷ୍ଟ୍ରାଇକ ରେ ଖେଳିବା ର ଦେଖିବା ତାଙ୍କୁ ପସନ୍ଦ ଅଟେ I
ସଚିନ ଏହା ମଧ୍ୟ କହିଥିଲେ କି ବୀରେନ୍ଦ୍ର ସେହେବାଗ ଙ୍କ ର କ୍ରିକେଟ ମୈଦାନ ରେ ଖେଳିବା ର ଷ୍ଟାଇଲ ସମ୍ପୂର୍ଣ ଅଲଗା ଅଟେ I ଏବଂ ଯେତେବେଳେ କ୍ରିଜ ରେ ବୀରେନ୍ଦ୍ର ସେହେବାଗ ରନ ନ କରନ୍ତି ସେତେବେଳେ ସେ ସେଠାରେ ଥିବା ହେଇ ଭଜନ ଗାଇଥାନ୍ତି I ଏବଂ ରନ ହେବା ଆରମ୍ଭ ହେଲେ ଫିଲ୍ମ ଗୀତ ଗାଇଥାନ୍ତି I
ଏହିପରି ଆୱାର୍ଡ ସୋ ସମୟ ରେ ବୀରେନ୍ଦ୍ର ସେହେବାଗ ଏହା ମଧ୍ୟ କହିଛନ୍ତି କି କ୍ରିଜ ରେ 200 ରନ କରି ଖେଳୁଥିଲେ ଏବଂ ସେ ଗୀତ ଗାଇଲେ ଭଲ ଚୌକା , ଛକା ମାରିଥାନ୍ତି I ଇତି ମଧ୍ୟ ରେ ଡ୍ରିଂକ୍ସ ବ୍ରେକ ହେଇଥିଲା I ଏହି ବ୍ରେକ ପରେ ତିନି ଚାରି ଓଭର ରନ ହେଇ ନ ଥିଲା I କାରଣ ସେ ସେତେବେଳେ ଏକ ଗୀତ କୁ ମନେ ପକାଇବା କୁ ଚେଷ୍ଟା କରିଥିଲେ I
ସେତେବେଳେ ରାହୁଲ ଦ୍ରାବିଡ଼ ପାଖ କୁ ଆସିଥିଲେ ଏବଂ ତାଙ୍କ ସମସ୍ୟା ପଚାରିଥିଲେ I ଏବଂ ଉତ୍ତର ରେ ବୀରେନ୍ଦ୍ର ସେହେବାଗ କହିଥିଲେ ଅନେକ ସମୟ ହେବ “ଚଲା ଜାତା ହୁ କିସୀ କି ଧୁନ ମେ ଧଡ଼କତେ ଦିଲ କେ ” ର ଲିରିକ୍ସ ପଚାରିଥିଲେ I ଏହିପରି ଏହି ଗୀତ କୁ ମନେ ପକାଇ ବୀରେନ୍ଦ୍ର ସେହେବାଗ 319 ରନ କରିଥିଲେ I