ବାହାଘର ପୁର୍ବରୁ ନିଜ ସାଥି ଙ୍କର ଏହି ଅଙ୍ଗକୁ ଥରେ ଭଲସେ ଦେଖନ୍ତୁ, ନଚେତ ବିବାହ ପରେ ପଶ୍ଚାତାପ କରିବେ

ବିବାହ ଜୀବନ ର ଏକ ବିଶେଷ ମୁହୂର୍ତ୍ତ ଅଟେ I ବିବାହ ପରେ ଆପଣ ଙ୍କ ର ଜୀବନ କୁ ଯେଉଁ ଜୀବନସାଥୀ ଆସିଥାନ୍ତି ସେ କିପରି ବ୍ୟକ୍ତିତ୍ୱ ର ଏହା ଆପଣ ଙ୍କ ପାଁଇ ଜାଣିବା ଜରୁରୀ ହେଇଥାଏ I କାରଣ ସେ ସାରା ଜୀବନ ଆପଣ ଙ୍କ ସହ ରହିବେ I ତେଣୁ ବିବାହ ପୂର୍ବ ରୁ ଆପଣ ନିଜ ପାର୍ଟନର ଙ୍କ ର ଶରୀର ର ଏହି ଅଙ୍ଗ କୁ ବିଶେଷ ରୂପେ ଦେଖିବା ଉଚିତ I

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀର ର ଏହି ଅଙ୍ଗ ଅନୁସାରେ ହିଁ ସେହି ବ୍ୟକ୍ତି ଙ୍କ ର ବ୍ୟକ୍ତିତ୍ୱ ବିଷୟ ରେ ଜାଣି ହେଇଥାଏ I

ବିବାହ ପୂର୍ବ ରୁ ଏହି ଅଙ୍ଗ କୁ ଦେଖିବା ଜରୁରୀ ଅଟେ I
ଏପରି ମାନ୍ୟତା ରହିଛି କି ମନୁଷ୍ୟ ର ଆଖି ଓ ବ୍ୟବହାର ରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟ ରେ ଜାଣି ହେଇ ନ ଥାଏ I କେବଳ ମନୁଷ୍ୟ ର ନାଭି ଦେଖିକି ହିଁ ସେହି ବ୍ୟକ୍ତି ଙ୍କର ବ୍ୟକ୍ତିତ୍ୱ ଅନୁମାନ କରି ହେଇଥାଏ I ଯଦି ଆପଣ ବିବାହ ପୂର୍ବ ରୁ ନିଜ ପାର୍ଟନର ଙ୍କ ର ନାଭି ଦେଖନ୍ତି ତେବେ ଏଥିରୁ ଅନୁମାନ କରିପାରିବେ କି ସେ କିପରି ବ୍ୟକ୍ତିତ୍ୱ ର ଅଟନ୍ତି I

1.ଗଭୀର ନାଭି
ଯାହା ଙ୍କ ର ନାଭି ଗଭୀର ଅଟେ ସେମାନେ ମହତ୍ତ୍ୱକାଂକ୍ଷୀ ହେଇଥାନ୍ତି I ପ୍ରତୋକ ପରିସ୍ଥିତି ଅନୁସାରେ ଜୀବନ ରେ ବଂଚିବା ଜାଣିଥାନ୍ତି I କିନ୍ତୁ ସମସ୍ୟା କୁ ସମାଧାନ କରି ନ ପାରିଲେ ଚିନ୍ତିତ ହେଇ ଯାଇଥାନ୍ତି I
ସ୍ଵାସ୍ତ୍ୟ – ଏପରି ଲୋକ ଙ୍କ ର ଓଜନ ସମ୍ବନ୍ଧିତ ସମସ୍ୟା ରହିଥାଏ I ଏବଂ ଶୀଘ୍ର କୌଣସି ସଂକ୍ରାମଣ ର ଶିକାର ହେଇଥାନ୍ତି I

2.ଅଣ୍ଡାକାର ନାଭି
ଯେଉଁ ବ୍ୟକ୍ତି ଙ୍କ ର ନାଭି ର ଆକାର ଅଣ୍ଡାକାର ହେଇଥାଏ ସେମାନେ ଲିଡରସିପ ଦକ୍ଷତା ରହିଥାଏ I ନିଜ କାର୍ଯ୍ୟ କୁ ଅଧିକ ଗୁରୁତ୍ୱ ଦେଇଥାନ୍ତି I

ସ୍ୱାସ୍ଥ୍ୟ – ଅଧିକ ଚିନ୍ତା କରିବା କାରଣ ରୁ ସର୍ବଦା ମିଂରେନ ପରି ସମସ୍ୟା ର ଶିକାର ହେଇଥାନ୍ତି I ସର୍ବଦା ସ୍ଵାସ୍ତ୍ୟ ସମ୍ବନ୍ଧିତ ସମସ୍ୟା ଲାଗି ରହିଥାଏ I

3.ଲମ୍ବା ନାହିଁ
ଯେଉଁ ବ୍ୟକ୍ତି ଙ୍କ ର ନାଭି ଲମ୍ବା ହେଇଥାଏ ଅପରିଚିତ ଲୋକ ଙ୍କ ସହ ଅଧିକ ମିଳାମିଶା କରିବା କୁ ପସନ୍ଦ କରିଥାନ୍ତି I ନିଜ କଥା ରେ ଅନ୍ୟ ଲୋକ ଙ୍କୁ ଶୀଘ୍ର ପ୍ରଭାବିତ କରିପାରିଥାନ୍ତି I ଏହି ଲୋକେ ପତ୍ରକାର , ମାର୍କେଟିଙ୍ଗ ଓ ଚିତ୍ରକଳା ଆଦି ରେ ପାରଙ୍ଗମ ହେଇଥାନ୍ତି I

ସ୍ଵାସ୍ତ୍ୟ – ଏପରି ଲୋକେ ନିଜ ର ଦୃଢ଼ ଲକ୍ଷ କୁ ନେଇ ମେଡ଼ିଟେସନ କରିବା ଜରୁରୀ ଅଟେ I

4.ଗୋଲ ନାଭି
ଯେଉଁ ବ୍ୟକ୍ତି ଙ୍କ ର ନାଭି ଗୋଲ ହେଇଥାଏ ସେମାନେ ବୁଦ୍ଧିମାନ ହେଇଥାନ୍ତି I ବୈବାହିକ ଜୀବନ ରେ ସୁଖ ରେ ରହିଥାନ୍ତି I ସର୍ବଦା ଜୀବନ ରେ ଆଗ ଧାଡି ରେ ରହିବା ପସନ୍ଦ କରିଥାନ୍ତି I ନିଜ ଶୈଳୀ ରେ ଜୀବନ ରେ ସଫଳ ହେବାକୁ ଚେଷ୍ଟା କରିଥାନ୍ତି I

ସ୍ଵାସ୍ତ୍ୟ – ଏହି ଲୋକ ଙ୍କ ର ସ୍ଵାସ୍ତ୍ୟ ଭଲ ରହିଥାଏ I କେବେ ଯଦି ସ୍ଵାସ୍ତ୍ୟ ଖରାପ ହେଇଥାଏ ତ ନିଜେ ନିଜେ ହିଁ ଭଲ ହେବାକୁ ଚେଷ୍ଟା କରିଥାନ୍ତି I