ବିବାହର ପ୍ରଥମ ବର୍ଷ ପୁରାନିରେ ପ୍ରିୟଙ୍କା ପତିଙ୍କୁ ଦେଲେ ଏପରି ଉପହାର, ଦେଖିକି ନାଚି ଉଠିଲେ ନିକ, ଦେଖନ୍ତୁ ଭିଡ଼ିଓ

ପ୍ରିୟଙ୍କା ଚୋପଦା ବଲିଉଡ ର ଜଣେ ଟପ ଅଭିନେତ୍ରୀ ଅଟନ୍ତି I ପ୍ରିୟଙ୍କା ଚୋପଦା ଅନ୍ତରାଷ୍ଟ୍ରୀୟ ସ୍ତର ର ଜଣେ ଲୋକପ୍ରିୟ ଅଭିନେତ୍ରୀ ରୂପେ ମଧ୍ୟ ପରିଚିତ ହେଇପାରିଛନ୍ତି I ବିଗତ ବର୍ଷ ଯୋଧପୁର ରେ ଉମେଦ ଭବନ ରେ ପ୍ରିୟଙ୍କା ଓ ନିକ ଙ୍କ ର ବିବାହ ହେଇଥିଲା I ଏହି ବିବାହ ଉଭୟ ହିନ୍ଦୁ ଓ କ୍ରିଷ୍ଟିଆନ ପରମ୍ପରା ରେ ପାଳିତ ହେଇଥିଲା I ନିକ ଆମେରିକା ର ଜଣେ ଲୋକପ୍ରିୟ ପପ ସିଙ୍ଗର ଅଟନ୍ତି I ଏବଂ ପ୍ରିୟଙ୍କା ଓ ନିକ ଙ୍କ ର ଏହି ବିବାହ ସେହି ସମୟ ରେ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଚର୍ଚା ରେ ରହିଥିଲା I ଏବଂ ଆଜି କୁ ପ୍ରିୟଙ୍କା ଙ୍କର ବିବାହ ଠିକ ଏକ ବର୍ଷ ହେବାକୁଯାଉଛି I

ଆଗାମୀ 1 ଡିସେମ୍ବର ରେ ପ୍ରିୟଙ୍କା ଓ ନିକ ଙ୍କ ର ବିବାହ ହେଇଥିଲା I ବିଗତ 1-2 ଡିସେମ୍ବର ରେ ପ୍ରିୟଙ୍କା ଓ ନିକ ଙ୍କ ର ବିବାହ ହେଇଥିଲା I ଏବଂ ବିବାହ ପରେ ଉଭୟ ଅନେକ କାରଣ କୁ ନେଇ ଚର୍ଚା କୁ ଆସିଥିଲେ I କିନ୍ତୁ ବର୍ତମାନ ପ୍ରିୟଙ୍କା , ନିକ ଙ୍କୁ ଦେଇଥିବା ଉପହାର କୁ ନେଇ ସେ ବେଶ ଚର୍ଚା କୁ ଆସିଛନ୍ତି I ଏବଂ ନିକ ମଧ୍ୟ ଏହି ଉପହାର ରେ ବେଶ ଖୁସି ଅଛନ୍ତି I

ପ୍ରିୟଙ୍କା ଦେଇଛନ୍ତି ଏହି ଉପହାର


ବିଗତ ଦିନ ରେ ପ୍ରିୟଙ୍କା , ନିକ ଙ୍କୁ ଯ୍ୟ ନାମ ଏକ ଜର୍ମାନ ସେଫର୍ଡ କୁକୁର ଉପହାର ଦେଇଥିଲେ I ପ୍ରିୟଙ୍କା ଙ୍କ ର ଠାରୁ ଏହି ଉପହାର ପାଇ ନିକ ବେଶ ଖୁସି ହେଇଥିଲେ I ସୋସିଆଲ ମିଡ଼ିଆ ରେ ପ୍ରିୟଙ୍କା ଲେଖିଥିଲେ , ହେପି ଅଲମୋଷ୍ଟ ଏନିଭରସାରି ବାବୁ I ପ୍ରିୟଙ୍କା ଙ୍କ ର ଏହି ପୋଷ୍ଟ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I ଏହି କୁକୁର ଟି ର ନାମ ଜିୟ ଦ ଜର୍ମାନ ସେଫର୍ଡ ଅଟେ I

ପ୍ରିୟଙ୍କା ଓ ନିକ ଜିଓ ନାମ ରେ ଏକ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ମଧ୍ୟ କରିଛନ୍ତି I ଯେଉଁଥିରେ ସେ ନିଜ ର ଫୋଟୋ ସେୟାର କରିଛନ୍ତି I ଏହି ଆକାଉଣ୍ଟ ରେ ସେ ମୋଟ 3 ଗୋଟି ଫୋଟୋ ସେୟାର କରିଛନ୍ତି I

ସ୍କାଇ ଇଜ ପିଙ୍କ
ପ୍ରିୟଙ୍କା ଙ୍କ ର ଫିଲ୍ମ କ୍ୟାରିୟର କଥା ଦେଖିବା କୁ ଗଲେ ପ୍ରିୟଙ୍କା “ଦ ସ୍କାଇ ଇଜ ପିଙ୍କ” ରେ ନଜର ଆସିଥିଲେ I ଏହା ବକ୍ସ ଅଫିସ ରେ ବେଶ ଭଲ ରୋଜଗାର କରିଥିଲା I ଏହି ଫିଲ୍ମ ରେ ପ୍ରିୟଙ୍କା ଫରହାନ ଅକ୍ଷତାର ଙ୍କ ସହ ଅଭିନୟ କରିଥିଲେ I ତେବେ ବର୍ତମାନ ସମୟ ରେ ପ୍ରିୟଙ୍କା ଓ ନିକ ଙ୍କ ର ଏହି ଫୋଟୋ ବେଶ ଚର୍ଚା ରେ ରହିଛି I ଏଠାରେ ପ୍ରିୟଙ୍କା ମଥା ରେ ସିନ୍ଦୁର ଲଗାଇଥିବା ର ମଧ୍ୟ ଦେଖିବା କୁ ପାଇବେ I