ବଲିଉଡ ର ମୋଷ୍ଟ ପପୁଲାର କପୁଲ ଅଜୟ ଦେବଗନ ଓ କାଜଲ ଙ୍କ ର ପ୍ରେମ କାହାଣୀ ସବୁଠାରୁ ଅଧିକ ଚର୍ଚା ରେ ରହିଛି i ଏହି ଦୁଇ କପୁଲ ନିଜ ର ବୈବାହିକ ଜୀବନ ରେ ବେଶ ଖୁସି ରେ ରହିଛନ୍ତି I ତାଙ୍କ ଜୀବନ କାହାଣୀ କୌଣସି ଫିଲ୍ମ ର କାହାଣୀଠାରୁ କିଛି କମ ନୁହେଁ I ତେବେ ବିବାହ ର ଅନେକ ଦିନ ପରେ ଅଜୟ ଦେବଗନ କିଛି ଏପରି ଗୋପନୀୟ କଥା ର ପରିପ୍ରକାଶ କରିଛନ୍ତି I
ବିଗତ ଦିନ ରେ ଫିଲ୍ମ ତାନାଜି ଫିଲ୍ମ ର ପ୍ରମୋସନ ରେ ଅଭିନେତା ଅଜୟ ଦେଵଗନ , କାଜଲ ଓ ଫିଲ୍ମ ନିର୍ଦେଶକ ଓଁ ରାଉତ ମିଡ଼ିଆ ସମୁଖ କୁ ଆସିଥିଲେ I ସେଠାରେ ଅଜୟ ଦେବଗନ ଏହି ଫିଲ୍ମ ବିଷୟ ରେ ବିଶେଷ ରୂପେ ଆଲୋଚନା କରିଥିଲେ I ଏବଂ ଏହି ଫିଲ୍ମ କୁ ସୁପରହିଟ କରିବା କୁ ମଧ୍ୟ ସେ ପ୍ରୟାସ ଜାରି ରଖିଛନ୍ତି I ଅଜୟ ଦେବଗନ ସୈନିକ ଙ୍କ ବିଷୟ ରେ ମଧ୍ୟ କହିଛନ୍ତି I
କାଜଲ ଙ୍କୁ ନେଇ ବଡ଼ ବୟାନ
ଏପରି ତ ଅଜୟ ଦେବଗନ ଓ କାଜଲ ତାଙ୍କ ର ପ୍ରେମ କାହାଣୀ ବିଷୟ ରେ ମଧ୍ୟ ଜଣାଇଛନ୍ତି I ସେ ଦୀର୍ଘ ଦିନ ର ଗୋପାନିଆଯତା ବିଷୟ ରେ ପରିପ୍ରକାଶ କରିଛନ୍ତି I ତେବେ ତାଙ୍କ ର ପ୍ରେମ କାହାଣୀ ଅନରୋମାଣ୍ଟିକ ଅଟେ I ଅଜୟ ଦେବଗନ କୁହନ୍ତି ଦୁହେଁ ପରସ୍ପର କୁ ପ୍ରପୋଜ ମଧ୍ୟ କରିନାହାନ୍ତି I
ଅଜୟ ଙ୍କୁ ନେଇ କାଜଲ ଙ୍କ ର ବୟାନ
ବଲିଉଡ ର ଅଭିନେତ୍ରୀ କାଜଲ ମଧ୍ୟ କହିଛନ୍ତି କି ତାଙ୍କ ର ଓ ଅଜୟ ଙ୍କ ର କେମେଷ୍ଟ୍ରି ବହୁତ ଭଲ ଅଟେ I ଆମ ମଧ୍ୟ ରେ ବୁଝାମଣା ମଧ୍ୟ ଠିକ ରହୁଛି I ଅର୍ଥାତ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଅତୁଟ ରହିଛି I ଅଜୟ ଦେଵଗନ ଶାନ୍ତ ସ୍ଵଭାଵ ର ଅଟନ୍ତି I ଏବଂ ମୁ ଟିକେ ଚୁଲବୁଲି ସ୍ଵଭାଵ ର ଅଟେ I
ଦୀର୍ଘ ସମୟ ପରେ ଫେରିଛନ୍ତି
ଏହି ଯୋଡି ଆରମ୍ଭ ସମୟ ରେ ଅନେକ ଫିଲ୍ମ ଏକାଠି କରିଥିଲେ I ଏବଂ ଦୁହେଁ ପରସ୍ପର କୁ ପ୍ରେମ କରିବସିଥିଲେ I ବର୍ତମାନ ଦୀର୍ଘ ସମୟ ପରେ ଏହି ଯୋଡି ପୁଣି ବଡ଼ ପରଦା କୁ ଫେରିବା କୁ ନେଇ ଚର୍ଚା ବେଶ ଅଧିକ ରହିଛି I ଫିଲ୍ମ ତାନାଜି ରେ ଏହି ଦୁଇ କଳାକାର ଙ୍କ ର ଯୋଡି କୁ ଦର୍ଶକେ ବେଶ ପସନ୍ଦ କରିବେ I