ବିବାହିତ ଲୋକଙ୍କୁ ପେନସନ ଦେବେ କେନ୍ଦ୍ର ସରକାର, ପ୍ରତେକ ଯୋଡିଙ୍କୁ ମିଳିବ ୭୨ହଜାର ଟଙ୍କା ଲେଖାଏ

ମୋଦି ସରକାର ବର୍ତମାନ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି I ଏହି ଯୋଜନା ଅନୁସାରେ ପ୍ରତୋକ ବିବାହିତ ଦମ୍ପତି ସରକାର ଙ୍କ ଠାରୁ ପେନ୍ସନ ରୂପେ 72,000 ଟଙ୍କା ପାଇପାରିବେ I ସରକାର ଏହି ଯୋଜନା କୁ National Pension Scheme for Traders and Self-Employed Persons (NPS-Traders) ନାମ ଦେଇଛନ୍ତି I କିନ୍ତୁ ଏଥିପାଇ କିଛି ନିୟମ ରହିଛି I ଏହି ବିବାହିତ ଦମ୍ପତି ପ୍ରତୋକ ମାସ ରେ 200 ଟଙ୍କା ନିବେଶ କରିବେ ଏବଂ 30 ବର୍ଷ ବୟସ ରୁ ଅଧିକ ବୟସ ର ଲୋକେ ହିଁ ଯୋଗ୍ୟ ହେଇଥିବେ I

ଯେଉଁ ବିବାହିତ ଦମ୍ପତି ଏହି ସ୍କିମ ରେ ଆବେଦନ କରିବେ ସେମାନେ ଏକ ଶେଭିଂ ଖାତା ବ୍ୟାଙ୍କ ରେ ଖୋଲିବେ I ଏହା ଜନ ଧନ ଖାତା ମଧ୍ୟ ହେଇପାରେ I ଉଭୟ ଙ୍କ ର ଆଧାରକାର୍ଡ଼ ଦେବାକୁ ହେବ I ଏବଂ ପ୍ରତୋକ ମାସ ରେ 200 ଟଙ୍କା ଜମା କରିବା କୁ ହେବ I ଏହି ସ୍କିମ 55 ଟଙ୍କା ରୁ ନେଇ 200 ଟଙ୍କା ରହିଛି I

ଉଭୟ ଦମ୍ପତି ଙ୍କ ର ବୟସ 30 ବର୍ଷ ବୟସ ରୁ ଅଧିକ ହେଇଥିବ I ଯଦି ଆପଣ 100 ଟଙ୍କା ପ୍ରତି ମାସ ରେ ଜମା କରିବେ I ତେବେ 60 ବର୍ଷ ବୟସ ରେ 36000 ଟଙ୍କା ଜମା କରିପାରିବେ I 60 ବର୍ଷ ପରେ ସରକାର 3000 ଟଙ୍କା ପେନ୍ସନ ବାବଦ ରେ ଦେବେ I ଅର୍ଥାତ ସରକାର ବର୍ଷ କୁ 36000 ଟଙ୍କା ଦେବେ I ଯଦି କାହାରି ମୃତ୍ୟୁ ହେଇଯାଉଛି ତେବେ ପେନ୍ସନ ର ଅଧା ଟଙ୍କା ଅନ୍ୟ ଜଣଙ୍କୁ ମିଳିବ I ସେହିପରି ଉଭୟ ଯଦି ଏହି ପେନ୍ସନ ସ୍କିମ ରେ ଆବେଦନ କରି ମାସ କୁ 200 ଟଙ୍କା ଜମା କରିବେ ତେବେ ମାସ କୁ 60 ବର୍ଷ ପରେ 6000 ଟଙ୍କା ର ପେନ୍ସନ ପାଇବେ I ଅର୍ଥାତ ବର୍ଷ କୁ 72000 ଟଙ୍କା ର ପେନ୍ସନ ପାଇବେ I

ସାମାଜିକ ଉର୍ନତି ଦିଗ ରେ ମୋଦି ସରକାର ଦୁଇଟି ନୂଆ ଯୋଜନା ଆରମ୍ଭ କରିଛନ୍ତି I ଯେଉଁଥିରେ Pradhan Mantri Shram Yogi Maandhan (PM-SYM) ଓ National Pension Scheme for Traders and Self-Employed Persons (NPS-Traders) ମଧ୍ୟ ସାମିଲ ରହିଛି I